Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : କିଛି କୁହୁଡ଼ି,କିଛି କାକର ଆଉ ଡିସେମ୍ବର

ସୁଜାତା ମିଶ୍ର ଡିସେମ୍ବର ଆସିଲେ ଘାସ ଗାଲିଚାରେ କାକର ଖୋଲେ କାଚ ଆଖି.., କୁହୁଡ଼ିର ଝୀନ ଓଢଣୀ ତଳୁ ଝାପ୍ସା ଦିଶେ ପ୍ରକୃତିର ତନୁ.., ଆହା କେଡ଼େ ମନଲାଖି..! ପାଚିଲା ଧାନ ରଙ୍ଗର ପାଟ ଶାଢ଼ୀ ପିନ୍ଧି ହସୁଥାଏ ପଲ୍ଲୀ କ୍ଷେତ.., ମୁଣ୍ଡ ଝାଳ ରକ୍ତ ହୋଇ ବହି ଥାଏ ଯେତେ ଏଇ…

ଭାଷା ଭାଗବତ : ଭାଷାର ଚେର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନକୁ ରଖିବାକୁ ଶୁଦ୍ଧ ଭାବନା ନୋହୁ ଅବରୁଦ୍ଧ ଭାବର ଗମନାଗମନ କରେ ମନକୁ ପରିଚ୍ଛନ୍ନ ଗଛରୁ ଝଡ଼େ ସିନା ପତ୍ର କେବେ ତ ଝଡ଼େନାହିଁ ଚେର ଚେର ହିଁ ଗଛର ସଂବଳ ତା ଯୋଗୁଁ ମିଳେ ଫୁଲ, ଫଳ ଚେର ତ ସର୍ବଦା ଅଦୃଶ୍ୟ…

ଅନୁବାଦ ଗଳ୍ପ : ରାମ ଓ ରହୀମର କଥା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୧ ବଙ୍ଗଳା: ମହାଶ୍ୱେତା ଦେବୀ ସଜୁମଣି ବେଓରା ମନରୁ ଧର୍ମକର୍ମ ବିଶ୍ୱାସ ଯେମିତି ହଠାତ୍ ଏଇ ବର୍ଷାଦିନଟାରେ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିଲା! ହଁ, ଏକଥା ସତଯେ ସଜୁମଣି କି ତା’ଭଳିଆ ଅନ୍ୟ ସ୍ତ୍ରୀଲୋକମାନେ ଏ ଈଶ୍ୱର ଫିଶ୍ୱରଙ୍କ…

ଭାଷା ଭାଗବତ : କିଆଁ ଯିବା ଦବି ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୂର୍ବକାଳରେ ଆମ ଲୋକ ପାଇଥିଲେ କି ଜ୍ଞାନାଲୋକ ? ନ ହେଲେ ଅପୂର୍ବ ସାହିତ୍ୟ କେମିତି ହୋଇଲା ରଚିତ ? ପୁର୍ବକାଳର ବହୁ କବି ଥିଲେ ଜ୍ଞାନୀ ଓ ଅନୁଭବୀ ତେଣୁ ତ ତାଂକ କୃତିମାନ ପାଆଂତି ଆଦର, ସମ୍ମାନ ଏବେ ବଦଳିଗଲା…

ଭାଷା ଭାଗବତ : ଆତ୍ମସଂଶୋଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭୁଲ୍‌ କରିଲେ ମାଗୁଁ କ୍ଷମା କେବେ ବି ଖୋଜୁଁନାହୁଁ ଜମା ସେଭଳି ଭୁଲ୍‌ର କାରଣ ଏହା ହିଁ ବଡ଼ ଭୁଲ୍‌, ଜାଣ ତେଣୁ ତା କରୁଁ ବାରଂବାର ମିଳେନି ତା'ର ପ୍ରତିକାର ଭୁଲ୍‌ କରି ରହିଲେ ବଂଚି ସୁକର୍ମ ହୁଏନାହିଁ…

ଭାଷା ଭାଗବତ : ଶାବ୍ଦିକ ଉଚ୍ଚତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶୁଷ୍କ ଆଦର୍ଶଭରା କଥା ତୁଂଡର ବାଲ୍ୟ ଚପଳତା ଶୁଣିଲେ ହୁଏ ମୁଂଡବଥା ହୋଇପାରେନି ବାସ୍ତବତା ସ୍ବଭାଷା ଶବ୍ଦ ବହୁବର୍ଣୀ କରିଲେ ନ ବୁଝି, ନ ଜାଣି ହୁଏନି କାହା ଉପକାର ଲୋକେ କରଂତି ଅସ୍ବୀକାର ' ମାଟି ' କୁ କରିଲେ…

ଅନୁବାଦ କବିତା : ଏଇ ଶୀତରେ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ ମୁଁ ଯଦି ମରିପାରନ୍ତି ଏଇ ଶୀତରେ ଗଛ ଯେମିତି ଶୁଖିଯାଏ ସାପ ଯେମିତି ଗାତରେ ପଶି ରହେ ଏଇ ଦୀର୍ଘ ଶୀତ ସମୟରେ। ଶୀତ ଚାଲିଗଲେ ଗଛ ନୂଆ ହୋଇ ଗଜରେ ଚେରରୁ ଉର୍ଦ୍ଧ୍ଵକୁ ଉଠେ ତରୁଣ ଜୀବନ ରସ ଚିତ୍କଣ ସବୁଜ ଡାଳ ପତ୍ରରେ ଅଜସ୍ର ଉଦ୍ଧତ ଫୁଲର ହସ।…

ପଡ଼ି ମଣ୍ଡୁକ ଅହି କବଳେ

ଆମ ଗାଁ ପାଖ ଗାନୁଆ ମୋ ଧୂଳିଖେଳ ବେଳର ଚାହାଳି ସାଙ୍ଗ । ଗଲା ତିନି ବର୍ଷ ହେଲା କରୋନା ମହାମାରୀ ପାଇଁ, ଦିଲ୍ଲୀରେ ରହୁଥିବା ଗାନୁଆର ପୁଅ -ବୋହୂ ଗାଁକୁ ଆସିପାରିନଥିଲେ । ଗାନୁଆ ବି ଆଗରୁ କେବେ ଟ୍ରେନରେ ବସି ବାହାର ରାଇଜକୁ ଯାଇନଥିବାରୁ ମତେ ତା'ସାଥୀରେ ଦିଲ୍ଲୀ ଯିବାକୁ ଡାକିବାରୁ ମୁଁ…

ଭାଷା ଭାଗବତ : ଭାଷା ବିଲୋପନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜର ନିଷ୍ଠାଭରା କାର୍ଯ ଅବଶ୍ଯ ହୁଅଇ ସ୍ବୀକାର୍ଯ ମାନ ସମ୍ମାନ ଆଉ ଯଶ କରେ ବ୍ୟକ୍ତିକୁ ନିରଳସ ମିଳିଲେ ଟିକେ ସ୍ନେହାଦର ପିଲାଏ ହୁଅଂତି ତତ୍ପର ବୋଲ ମାନଂତି ହସି ହସି ହୁଅଂତି ଅଧିକ ପ୍ରୟାସୀ ଅଥଚ ଭାଷା…

ଭାଷା ଭାଗବତ : ଭାଷାରେ ଭେଳିକି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନାନା ଲୋକଂକ ନାନା ମତ କେଉଁଟି ମିଛ ଅବା ସତ ନ ଜାଣେ ଯେଣୁ ଶ୍ରୋତା ଚିତ୍ତ କିଛି ହୁଏନି ପ୍ରତିଷ୍ଠିତ ଅଶେଷ ମତ ବିନିମୟ ଚଳିଲେ ସୁଦ୍ଧା ଅହରହଃ ବାହାରି ପାରେନି ନିଷ୍କର୍ଷ ବିତିଯାଏ ମାସ ଓ ବର୍ଷ ଦୋହଲୁଥାଏ…