Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସବୁ ଜଣା ଥିଲେ ସୁଦ୍ଧା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚିଂତା କରିବା ପାଇଁ କଷ୍ଟ ନ କଲେ କାମ ହୁଏ ନଷ୍ଟ ମନୁଷ୍ୟ ଚିଂତାକାରୀ ଜୀବ କିପାଇଁ ଚିଂତା ନ କରିବ ? ପୂର୍ବଲିଖିତ ପଦାବଳି ସ୍ମରଣ କରି, ଗଲେ ଚଳି ହୁଏନି ନୂଆ ଜ୍ଞାନୋଦୟ ଘଟେ ଭାଷାର ଅବକ୍ଷୟ ପରିବର୍ତିତ…

ପୁସ୍ତକ ପରିଚୟ : ଛୋଟ ଛୋଟ କଥାରେ ଈଶ୍ବର

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ଛୋଟ ଛୋଟ କଥାରେ ଇଶ୍ବର : ଏକ ଆଲ୍ହାଦିତ ଅନୁଭବ କବିତା ବହି : ଛୋଟ ଛୋଟ କଥାରେ ଈଶ୍ୱର କବୀ : ଶୈଳବାଳା ମହାପାତ୍ର ପ୍ରକାଶକ : ପକ୍ଷୀଘର ପ୍ରକାଶନୀ ପ୍ରଥମ ପ୍ରକାଶ :୨୦୨୧ ପୃଷ୍ଠା ସଂଖ୍ୟା : ୧୦୮ ମୂଲ୍ୟ : ୧୨୦ ଟଙ୍କା ସମକାଳୀନ ଓଡ଼ିଆ…

ସ୍ୱଳ୍ପ ଗଳ୍ପ : ସ୍ୱର୍ଗରାଜ୍ୟର ବୃକ୍ଷ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୯  ବର୍ଷ ଶେଷ । ବଡଦିନ । ଶୀତ ର ଜାଡରେ ଥୁରୁଥୁରୁ ସମୟ । ପବିତ୍ର ଉଲ୍ଲାସ ଆଉ ଉଦ୍ଦୀପନାରେ ପ୍ରଭୂ ଯୀଶୁଙ୍କର ଧରାବତରଣ । ଆଉ ଏହି ପବିତ୍ର ଉତ୍ସବ କୁ ଅତ୍ୟନ୍ତ ପରିପାଟି କରି ପାଳନ କରିବାର ଆୟୋଜନ ହୁଏ ପୃଥିବୀ…

କବିତା : ପ୍ରେମିକା

ପ୍ରବୀଣ କୁମାର କବି ସବୁଥର ମୁଁ ଡାକିବା ପୂର୍ବରୁ ହିଁ ତୁମେ ଆସି ସାରିଥାଅ ଆଉ, ତୁମସହ ଆସିସାରିଥାନ୍ତି କେଇବୁନ୍ଦା ଶୋଷ ଆଉ କେତେଟୋପା ଝାଳ! ତୁମ ପାଟି ଶୁଣି ମୁଁ କବାଟ ଖୋଲେ। ହେଲେ, ତୁମକୁ ଦେଖିବା କ୍ଷଣି ହଠାତ୍ ମୋ ଭଙ୍ଗାଚାଳରୁ ଝଡ଼ିପଡେ ଆନୁରାଗର ଚେନାଏ ଆକାଶ, ଆଉ ସେ…

ଭାଷା ଭାଗବତ : ବିବେକ ହୁଏ ମୂକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୂଲ୍ୟ ନ ନେଇ ସେବା କଲେ ଅବଶ୍ଯ କର୍ମଫଳ ମିଳେ ସେହି ଫଳର ନାମ ତୃପ୍ତି ଅର୍ଜଇ ସେବାକାରୀ ବ୍ୟକ୍ତି ଅନେକ ସେବାଦାୟୀ ସଂସ୍ଥା କଲେଣି ଯେପରି ବ୍ୟବସ୍ଥା ତହିଁରୁ ସେବା ପ୍ରତି ଆସ୍ଥା ପ୍ରଘଟ କରେନି ଜନତା ସେବା…

କବିତା : ମେଘ

ଦୀପକ ନାୟକ ଦୂର ଆକାଶ ଧବଳ ମୟ ଭାସି ବୁଲୁଥାଏ କେଡେ ସୁନ୍ଦର ମୁକ୍ତ ପଥର ପଥିକ ହୋଇ ଧରାକୁ ଚାହିଁ ରହିଥାଏ । ମେଘ ଖଣ୍ଡ ସାଥେ ଲୁଚକାଳି ଖେଳ ମୟୂର ନାଚେ ଦେଖି ତା ରୂପ ଜୀବନ ମୋର ଭଷା ବାଦଲ କେତେବେଳେ ଯିବି ଲୁଚି। ଭାଷୀ ଭାଷୀ ଯିବି ହଜି କେହି ପାରିବେନି ଜାଣି ଦୂର…

ଭାଷା ଭାଗବତ : କାମ ମୋର ପରିଚୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନ୍ୟ ଯାହାର ଯେଉଁ ମତ ତାହା ଜାଣି ମୁଁ ବିଚଳିତ ସାଧାରଣତଃ ହୁଏଁନାହିଁ ମୋ ମନ ରହେ ଶାଂତ ହୋଇ ମନର ଶାଂତି ଅଂତରଂଗ ତାହାକୁ କରିଦେଲେ ଭଂଗ ପଶିଆସଂତି ନାନା ମତ କରଂତି ମନକୁ ବିଭ୍ରାଂତ…

ଅଭୁଲା ଗୀତ : ଗୋରୀ ଗୋରୀ ଗୋରୀ

ଗୀତ ଓ ଗାୟନ: ଅକ୍ଷୟ କୁମାର ମହାନ୍ତି ସଙ୍ଗୀତ: ଭୁବନେଶ୍ୱର ମିଶ୍ର ଚଳଚ୍ଚିତ୍ର: ମା, ୧୯୫୮ ଗୋରୀ ଗୋରୀ ଗୋରୀ ଆଗୋ ନୀଳପରୀ ଚାହାଁନା ତୁ ଫେରି ଦୂରେ ଦୂରେ ଦୂରେ ମନନେଇ ତୁ ରେ ତୋହରି ବୁକୁରେ ଦିଅନାରେ ଭରି ଗୋରୀ ଗୋରୀ ଗୋରୀ ଆଗୋ ନୀଳପରୀ ଚାହାଁନା ତୁ ଫେରି ଦୂରେ ଦୂରେ ଦୂରେ…

ଜୀବନର ଶେଷ ଯାଏଁ ମୋ ହାତରେ କଲମ ଥାଉ : ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖିକା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ। ସ୍ତମ୍ଭ , ଗଳ୍ପ , କବିତା ଫିଚର, ଓ ଗବେଷଣାତ୍ମକ ନିବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ…

ଅନୁବାଦ ଗଳ୍ପ : ଝଡ଼ ପରେ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୨ ମୂଳ ଇଂରାଜୀ: ଆତିଆ ହୁସେନ ଫୁଲପେନ୍ଥା ସବୁ କେମିତି ବିଚିତ୍ର ଭାବରେ ସେଇ ସରୁ ମୁହଁବାଲା ବୋତଲରେ ଖୋସା ହୋଇଇôଲା । ଏପରିକି ବୋତଲରେ ପୂର୍ବରୁ ଲାଗିଥିବା କାଗଜର ଷ୍ଟିକରଟିକୁ ସୁଦ୍ଧା ଭଲଭାବେ ଛଡ଼ାଯାଇ ନ ଥିଲା । ସେଇ…