Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ବାସ୍ ଘରେ କେହି ନାହାନ୍ତି , ମନଖୋଲି ନିମି ଅପାଙ୍କ ଆଗରେ କାନ୍ଦି ପାରିବ ଆସ୍ଥା ! କାହିଁ କେତେ ଦିନୁ ଖୋଜି ହେଉଥିଲା ନିମି ଅପାଙ୍କୁ ! ଫୋନ ରିସେଟ ହୋଇ ନମ୍ବରଟି ଡିଲିଟ୍ ହୋଇ ଯାଇଥିଲା ! ୟାକୁ ବୋଧେ କୁହନ୍ତି ଟେଲିପାଥି…

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାର ବିଧି ପ୍ରଣୟନ କେବେ ବି ନୁହେ ସମୀଚୀନ ଯାହା ବି ଥାଏ ପ୍ରଚଳିତ ତାହା ହିଁ ହୁଏ ଆବିଷୃତ ବଚନ କଲେ ବିଶ୍ଳେଷଣ ଯାହା ବି ଶୁଭେ ପୁନଃ ପୁନଃ ତାହା ହିଁ ତହିଁର ବିଧାନ ସ୍ବଭାଷୀ କରଂତି ପାଳନ କ'ଣ ଉଚିତ, ଅନୁଚିତ…

ଭାଷା ଭାଗବତ : ଜ୍ଞାନର ଭିତ୍ତି ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜେ ନିଜର କ୍ଷତିକାରୀ ନିଜେ ହିଁ ନିଜର ବଇରି ହେବାର ଥିଲେ ପ୍ରବଣତା କେହି ବୁଝେନି ନିଜ ବ୍ୟଥା ସର୍ବଦା ହୋଇ ବହିର୍ମୁଖ ଯେ ପାଇଥାଏ ତୁଚ୍ଛ ସୁଖ ତାହାର ଆତ୍ମପରିଚୟ କ୍ରମଶଃ ହେଉଥାଏ କ୍ଷୟ ଅନୁଭୂତିରୁ ନେଇ…

ଅଯୋଗବାହ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆମ ଭାଷାର ବୈଶିଷ୍ଟ୍ୟ ବିବିଧ। ଆମର ସମସ୍ତ ବ୍ୟଞ୍ଜନ ସ୍ୱରାନ୍ତ । ବ୍ରାହ୍ମୀ ଲିପିର ପ୍ରଭାବରେ ଆମ ଅକ୍ଷର ତ୍ରିକୋଣାକାର ଯେମିତିକି :- ଏ , ଐ । ଦ୍ରାବିଡ଼ ଲିପି ପ୍ରଭାବରେ ଏହା ବର୍ତ୍ତୁଳାକାର। କ, ଖ, ଗ ,ଘ, ପ, ଫ , ଭ , ଦ, ଧ, ଅ, ଆ ସ୍ୱର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କଥାରେ କୁହନ୍ତି , "ବିପଦ ବେଳେ କୁଆଡ଼େ ନିଜ ଛାଇ ବି ସାଥ୍ ଛାଡିଦିଏ !" ଯେଉଁମାନେ ଉଠିବା ଶେଯରୁ ଶୋଇବା ଶେଜ ପର୍ଯ୍ୟନ୍ତ ଯିବା ଆସିବା ଉଠା ବସା ଗପ ସପ ଆଖରେ ପାଖରେ ସାଲୁବାଲୁ ହେଉଥିଲେ ସେମାନେ ଠିକ ସମୟରେ ପାଖ ବି…

ସନେଟ : ପାର୍ବଣ ପ୍ରାର୍ଥନା

ରବି ପଣ୍ଡା ପାର୍ବଣର ପରମ ଆରାଧ୍ୟା, ମା'ଦୁର୍ଗା ଦୁର୍ଗତି ନାଶିନୀ ରୁଦ୍ର ସ୍ୱରୂପିଣୀ ହୈମବତୀ କରୁଛନ୍ତି ଧରାବତରଣ ସଂହାରିକା ସେ ସିଂହ ବାହିନୀ ମହିଷ-ଅସୁର ମର୍ଦ୍ଦିନୀ ଯୁଗେ ଯୁଗେ ବିରାଜନ୍ତି, ଦେବାପାଇଁ ପାର୍ଥିବ ଦର୍ଶନ। ସବୁଆଡ଼େ ସବୁଜିମା, ଆକାଶ ବି ନିର୍ମେଘ ନିର୍ମଳ…

ସ୍ୱଳ୍ପ ଗଳ୍ପ : ମାଆର ରୂପ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୭ ମାଆ ସବୁବେଳେ ସୁନ୍ଦରୀ । ଚର୍ଚ୍ଚା କରି ବସିଲେ ହୁଏତ ତାହାର ସୁନ୍ଦରପଣ ଟିକିଏ ଊଣା ପଡିଯିବ ସେଇଭଳି ଭୟଟିଏ ତ ଆରମ୍ଭରୁ ରହିଛି । କାରଣ ଆମେ ଜାଣିଛୁ ଯେ କୌଣସି ଚର୍ଚ୍ଚା ଆରମ୍ଭ କରାଯିବାର ଅର୍ଥ ହେଉଛି ଏକ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ବହୁତ ଥର ଭାବିଛି ନା ବହୁତ ହେଇଗଲା ଆଉ ନୁହେଁ .... ଏତେ ଅପମାନ ! ଆଜିଠାରୁ ଏଇଠି ଶେଷ ଏଇ ଅଦେଖା ,ଅସ୍ପୃଶ୍ୟ ତଥା ସ୍ବର୍ଗୀୟ ପ୍ରେମର ସମ୍ପର୍କ ଭାବି ଆସ୍ଥା ଦିନ ଦିନ ଧରି ଫୋନ କରୁନଥିଲା, ମେସେଜ କରୁ ନ ଥିଲା କି ଷ୍ଟାଟସ…

ଭାଷା ଭାଗବତ : ବ୍ୟକ୍ତିତ୍ବ ବିସର୍ଜନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆସ୍ଥା, ସମ୍ମାନ, ଆନୁଗତ୍ୟ ନୁହଇ ଦୀର୍ଘସ୍ଥାୟୀ ସତ୍ୟ ବଦଳୁଥାଏ ଘନଘନ ଏପରି ସଂସାରୀ ଜୀବନ ବାଛିବା ପାଇଁ ବହୁ କିଛି ସଂସାରେ ପୂରି ରହିଅଛି ଯାହାର ଯେଉଁଭଳି ମନ ସେ କରେ ସେପରି ଚୟନ ବିକଳ୍ପଭରା ଏହି ବିଶ୍ବ…

ଭାଷା ଭାଗବତ : କଥା, କାମ ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ରବ କାଢ଼ିଲେ ବଳ କ୍ଷୟ ନିରବେ କରିହୁଏ ଜୟ କଥା ଶୁଣି କହିଲେ କଥା ଅସ୍ଥିର ବକ୍ତା ଆଉ ଶ୍ରୋତା ଯାହା କରିବ ଭାବ ମନେ କାହାକୁ କହନାହିଁ ଦିନେ ଯାହା କରିସାରିଛ, କହ ଏହି ସଂସାରେ ସୁଖେ ରହ ଉଦ୍ଦେଶ୍ୟ, ଯୋଜନା ଘୋଷଣା…