Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : କବିତା ବିଶ୍ବବ୍ୟାପୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୧ ନିଜକୁ କବି ମନେ କରି ଭାଷାରେ ଭାବ ଦେଲେ ଭରି ତାହା କବିର ନିଜ ଚିଂତା ଶବ୍ଦରେ ଗଠିତ କବିତା ତହିଁରେ ଲୁଚିଥିଲେ ଭାବ ପାଠକ କରେ ଅନୁଭବ ଘଟିଲେ ତା'ର ଭାବାଂତର କବିତା ହୁଏ ପାଠକର କବିର ବିଶିଷ୍ଟ ସ୍ବାକ୍ଷର ପାଠକ ଦେଖି…

ଅତୃପ୍ତି ଭିତରେ ଘାଣ୍ଟି ହେଉଥିବା ବ୍ୟକ୍ତିଟି ହିଁ ଲେଖକ : କ୍ଷେତ୍ରବାସୀ ନାଏକ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ ନିଜ ସୃଷ୍ଟି ଓ ସର୍ଜନାରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି କ୍ଷେତ୍ରବାସୀ ନାଏକ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ଜୀବନର ଦର୍ଶନ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ସର୍ଜନାର…

ଭାଷା ଭାଗବତ : ବ୍ୟକ୍ତିମତ ହିଁ ଜନମତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୦  ତଥ୍ୟର ମହା ବିସ୍ଫୋଟନ ହେତୁ ଏବେ ଲୋକଂକ ମନ କରୁନି ଏକାଗ୍ର ଚିଂତନ ଘଟୁଛି ଭାବ ସଂକୋଚନ ଗଣ ମାଧ୍ଯମ କରେ ସ୍ଥିର କିପରି ପ୍ରସଂଗ ବିଚାର କରିବେ ଜନସାଧାରଣ ସ୍ବାଧୀନ ଚିଂତା ହେବ କ୍ଷୁଣ୍ଣ ଲୋକଂକ ଗମନାଗମନ ଜ୍ଞାନୀଂକ…

କବିତା : ସର୍କାର୍

ଭାରତ ମାଝୀ କିଆରିରେ ବାଇଗଣ ତୋଳୁଥିବା ଦିଅର, କବାଟ କଣରେ କୁଞ୍ଚ ସଜାଡୁଥିବା ଭାଉଜ, ଦାଣ୍ଡରେ ଗୁଡାଖୁ ଘଷୁଥିବା ବଡ଼ମା', ହାଟରୁ ସଉଦା ଧରି ଫେରୁଥିବା ସାନଭାଇ, ଗ୍ରାମ୍ୟବ୍ୟାଙ୍କ ବାରଣ୍ଡାରେ ପର୍ଚି ଲେଖୁଥିବା ବାପା- ଏମାନଙ୍କ ଭିତରୁ କାହାକୁ କିମ୍ବା ଏମାନଙ୍କୁ ସମସ୍ତଙ୍କୁ…

ଅନୁବାଦ ଗଳ୍ପ : ଖାନଦାନୀ ପଲଙ୍କ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୫ ମୂଳ ବଙ୍ଗଳା : ନରେନ୍ଦ୍ରନାଥ ମିତ୍ର ମକବୁଲ ପୋଷ୍ଟ ଅଫିସରୁ ଚିଠିଟି ଆଣି ଆସିଥିଲା । ଚୌଧୁରୀ ଘର ମହଲାରେ କ୍ଷୀର ଦେବାଲାଗି ପ୍ରତିଦିନ ସିଏ କେନାଲରେ ଛୋଟ ଡଙ୍ଗାଟି ଆଣି ଆସିଥାଏ । ସେଇ କୋଠାର ଗୋଟିଏ ପାଖରେ ଗାଁ ଡାକଘର । ମକବୁଲ…

ଭାଷା ଭାଗବତ : ଉଜ୍ଜ୍ବଳ ତାରକା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୯ " ଆମର ସାହିତ୍ୟ ଆକାଶ ପ୍ରଥିତଯଶାଂକ ନିବାସ ପ୍ରତ୍ୟେକେ ଉଜ୍ଜ୍ବଳ ତାରକା ଜାଜ୍ବଲ୍ୟମାନ ଏକା ଏକା ସ୍ବୀୟ ପ୍ରତିଭା ବଳେ ସର୍ବେ ଧ୍ବଜୋତ୍ତୋଳନ କରି ଗର୍ବେ ଭାଷାର ସଂଧିକ୍ଷଣ ବେଳେ ସାହିତ୍ୟ ଲେଖି ବଂଚାଇଲେ ଗୌରବଶାଳୀ…

ଭାଷା ଭାଗବତ : ଆତ୍ମଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୮  ଆତ୍ମଜ୍ଞାନର ଆଦି ଅଂତ ଅଜଣା ଅଛି ଏ ପର୍ଯଂତ ପ୍ରତି ମୁହୂର୍ତେ ନୂଆ କିଛି ମୋହର ମନକୁ ମିଳୁଛି ପରିବର୍ତନ ଘନଘନ ସହିତ ଆତ୍ମସଂଶୋଧନ କାମରେ ନିଯୁକ୍ତ ମୋ ମନ ପାଏ, କରେ ଆନଂଦ ଦାନ ଏପରି ଜୀବନ ଯାପନ ପଦ୍ଧତି କରୁଛିଁ…

ବସନ୍ତ କୁମାର ପଣ୍ଡାଙ୍କ “ତୁଳନାତ୍ମକ ସାହିତ୍ଯ : ଦେଶ ଓ ବିଶ୍ବ” ରାଜ୍ଯପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ବିଦ୍ଯାପୁରୀ ଦ୍ୱାରା ପ୍ରକାଶିତ ବସନ୍ତ କୁମାର ପଣ୍ଡାଙ୍କ “ତୁଳନାତ୍ମକ ସାହିତ୍ଯ: ଦେଶ ଓ ବିଶ୍ବ” ରାଜ ଭବନ ପରିସରରେ ମହାମହିମ ରାଜ୍ଯପାଳ ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଲେଖିକା ପ୍ରତିଭା ରାୟ , ମୃଦୁଳା ମିଶ୍ର,…

ଅନୁବାଦ କବିତା : ଆକାଶ

ମୂଳ ରଚନା : ଉଆନ୍ ରମୋନ ହିମେନେଜ  ହେ ଆକାଶ ମୁଁ ପ୍ରାୟ ତୁମକୁ ଭୁଲିଯାଇଥିଲି ଏବଂ ତୁମେ ଥିଲ ଆଲୋକରୁ ସୃଷ୍ଟ କେବଳ ଏକ ଅନିର୍ଦ୍ଧିଷ୍ଟ ସ୍ଥିତି । ମୁଁ ଚିନ୍ତାଶୂନ୍ୟ ଭାବେ ତୁମକୁ କେବଳ ଦେଖିଥିଲି କ୍ଳାନ୍ତ ଓ ନିରର୍ଥକ ନୟନରେ । ତା'ପରେ ତୁମେ ପୁଣି ରୂପ ନେଲ କେଉଁ ଏକ…

ଭାଷା ଭାଗବତ : ଗୁରୁଂକ ପଦାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୭ ମୋ ଗୁରୁ ଦେଇଛଂତି କହି " ସଦା ପଢ଼ିବ ମୂଳ ବହି ସେହି ବିଷୟେ ଅନ୍ୟ କେହି ଲେଖିଥିଲେ ପଢ଼ିବନାହିଁ ବହିକୁ ପଢ଼ି ବହୁ ଥର ବୁଝିବ ଗୁଣାଗୁଣ ତା'ର ତାହା ହିଁ ହେବ ତୁମ ମତ ପଠନ-ଆଧାରିତ ସତ ଅନ୍ୟ କାହାର ମତ ଜାଣି ନେବନି ସତ…