Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଅମୂଲ୍ୟ ସଂପତ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୬ ତର୍କ ଚଳିଲେ ଦୀର୍ଘକାଳ ସଂପର୍କ ହୋଇଲେ ଦୁର୍ବଳ ଆଘାତ ଆଉ ପ୍ରତ୍ୟାଘାତ କରଂତି ସଭିଂକୁ ଆହତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଯେହେତୁ ନୁହେଁ ଦରକାର ଯିଏ ଯାହା ସଂକଳ୍ପ ଧରି ହୁଅଂତି ଭାଷା ସେବାକାରୀ ତର୍କଣା ଦ୍ବାରା ମତ…

ଓଡ଼ିଆ ଉତ୍କର୍ଷ କେନ୍ଦ୍ରରେ ପ୍ରତିଭା ରାୟଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରରେ ସମ୍ବର୍ଦ୍ଧିତ କରାଯାଇଛି। ନିକଟରେ ସମ୍ମାନଜନକ ବିଶ୍ବମ୍ବର ଡକ୍ଟର ସିଂ. ନାରାୟଣ ରେଡି ଜାତୀୟ ସାହିତ୍ୟ ପୁରସ୍କାରରେ ପୁରସ୍କୃତ ହେବା ଅବସରରେ ଶ୍ରୀମତୀ ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ…

କବିତା : ଭିଜା ମାଟିର ବାସ୍ନା

ରମାକାନ୍ତ ନାୟକ ଭିଜା ମାଟିର ବାସ୍ନାର ମହକ ଭିଜି ଯାଏ ଖେଳେ ହୃଦୟେ ପୁଲକ ଜୀବନରୁ ମାଟି ମାଟିରୁ ଜୀବନ ଜୀବନରୁ ଆରମ୍ଭ ଜୀବନରେ ଶେଷ ଷଠୀ ଘରୁ ଶ୍ମଶାନର ବ୍ୟବଧାନ ମାଟିହିଁ ନିଶ୍ୱାସ ମାଟିହିଁ ସ୍ବପ୍ନର ଇଗଲ ଭିଜା ମାଟିର ପରଶେ ସବୁଜ ହିଲ୍ଲୋଳ ଚିରକାଳେ ବିମୁଗ୍ଧ କଲ୍ଲୋଳ…

ରଞ୍ଜନ କୁମାର ଦାସଙ୍କ ତିନୋଟି ଲଳିତ ନିବନ୍ଧ ସଙ୍କଳନ ଉନ୍ମୋଚିତ

କଟକ : ବିଶିଷ୍ଟ ପ୍ରଶାସକ ଓ ସାହିତ୍ୟିକ ରଞ୍ଜନ କୁମାର ଦାସଙ୍କ ରଚିତ ତିନୋଟି ଲଳିତ ନିବନ୍ଧ ସଙ୍କଳନ ‘ ଅସନ୍ତୋଷର ପୃଥିବୀ’, ‘ ଥାଇ ଘୋର ଜଳେଣ’ ଏବଂ ‘ ଶବ୍ଦ ଶସ୍ତ୍ର’ ସ୍ଥାନୀୟ ଶାରଳା ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଶାରଳା ସାହିତ୍ୟ ସଂସଦର ସଭାପତି ପ୍ରଭାକର ସ୍ବାଇଁଙ୍କ…

ଭାଷା ଭାଗବତ : ହେଲିଣି ଭାଷାମୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୫  ଯାହାକୁ ଦେଇନି ନିଯୁକ୍ତି ଅଥବା କରିନାହିଁ ଚୁକ୍ତି ତାହା ସହିତ କରି ଯୁକ୍ତି ମନକୁ ଆଣେନି ଅଶାଂତି ଯାହାଠୁଁ ପାଇନି ନିଯୁକ୍ତି ବୁଝି ତାହାର ମତି, ଗତି ନେଇନି କୌଣସି ନିଷ୍ପତ୍ତି ଏପରି ଅଟେ ମୋ ପ୍ରବୃତ୍ତି ମୋର…

ମୁକ୍ତ ଚିନ୍ତନ ମଞ୍ଚ ପକ୍ଷରୁ ୧୮୧ ତମ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର : ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟା ଭବନ ଆନୁକୂଲ୍ୟରେ ସମ୍ପ୍ରତି ଓଡ଼ିଆ ସାହିତ୍ୟର ବଡ଼ ସମସ୍ୟା ‘ଲେଖକ ବନ୍ୟା ଓ ପାଠକ ମରୁଡି’ ଶୀର୍ଷକରେ ୧୮୧ତମ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସୋଆ ବିଶ୍ବବିଦ୍ୟାଳୟର କୁଳପତି ଅଶୋକ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି…

ପ୍ରକାଶନର ସମସ୍ୟା ଓ ଆମ ସାହିତ୍ୟ

ସୌମେନ୍ଦ୍ର ଜେନା  ସାହିତ୍ୟର ସମୃଦ୍ଧିରେ ସଂସ୍କୃତିର ବିକାଶ ହୋଇଥାଏ। ଯେଉଁ ଭାଷାର ସାହିତ୍ୟ ଯେତେ ଉନ୍ନତ ସେହି ଭାଷାର ସାହିତ୍ୟ ପ୍ରକାଶନ ସେତେ ଅଧିକ ସମୃଦ୍ଧ ହୋଇଥାଏ ବୋଲି ସାଧାରଣରେ ଧାରଣା ରହିଆସିଛି। ଏକଥା ସତ ଯେ ସାହିତ୍ୟର ବିକାଶରେ ଭାଷାର ବିକାଶ ହୋଇଥାଏ। ସାହିତ୍ୟରେ ଯେଉଁ…

କବିତା : ମୁଁ ଭାରତ

ପ୍ରସନ୍ନ କୁମାର ସ୍ୱାଇଁ  ଆଜନ୍ମରୁ ମୋର ଅଛି ଦୁଇଟି ଶ୍ୟାମଳ ଆଖି ହଳେ ପ୍ରେମ ବତୁରା ଡେଣା ଗୋଟେ ଗୋରା ତକ ତକ ଉଷୁମ କୋଳ ପାରିଜାତି ଦେହ ଗନ୍ଧ କାରୁଣିକ କାନ୍ଧ ଉଚ୍ଚାରଣ ସିଦ୍ଧ କେଇ ଫର୍ଦ୍ଦ ମନ୍ତ୍ର ତୋ ପାଇଁ ରଖିଛି ପଞ୍ଚାମୃତ,ପlଟକନା ଲଳିତ ମଧୁର ହସ, ସୁନାର ଫସଲ ତୁ…

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୪ ଯାହାର ଯେପରି ଧାରଣା କରି ସେପରି ବିବେଚନା ଦିଅଂତି ମତ ଓ ମଂତବ୍ୟ ଲୋକେ କରଂତି ସ୍ବକର୍ତବ୍ୟ ସବୁ ଲୋକଂକୁ ନିୟଂତ୍ରଣ କରିବା ଭଳି ବିଧି, ଜ୍ଞାନ କେ କରିପାରେ ପ୍ରଚଳନ ? ସେ ପରମାତ୍ମା ଭଗବାନ ଭାଷା ଲୋକଂକ ଦ୍ବାରା ଗଢ଼ା…

ଭଲ ଲେଖା, ଲେଖକକୁ ପାଠକ ନିକଟରେ ବଞ୍ଚାଇ ରଖେ : ରଞ୍ଜନ ପ୍ରଧାନ

ସମ୍ପ୍ରତି ଓଡ଼ିଆ ସାହିତ୍ୟର ଏକ ସୁପରିଚିତ ନାମ ରଞ୍ଜନ ପ୍ରଧାନ। ତାଙ୍କ ଲେଖନୀର ସ୍ୱର ଖୁବ ଶାଣିତ । ବୃତ୍ତିରେ ଜଣେ ସାମ୍ବାଦିକ ଭାବରେ ସେ ଯେତିକି ଦକ୍ଷ ପ୍ରବୃତ୍ତିରେ ଜଣେ ଗାଳ୍ପିକ ଭାବରେ ମଧ୍ୟ ସେତିକି ପରିଚିତ । ନିଜ ଅନୁଭବ ଓ ଅନୁଭୁତିରେ କଳ୍ପନାର ରଙ୍ଗ ଭରି ସେ ସାହିତ୍ୟ ସୃଷ୍ଟି…