Latest Odisha News

BREAKING NEWS

Browsing Category

ସାହିତ୍ୟ

ବରିଷ୍ଠ ସ୍ତମ୍ଭ ଲେଖକ ଆର୍ତ ମିଶ୍ର ପାଇଲେ ଅଷ୍ଟାଦଶ ନାରଦ ସମ୍ମାନ

ଭୁବନେଶ୍ୱର : ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ‘ଅଷ୍ଟାଦଶ ନାରଦ ସମ୍ମାନ’ ଉତ୍ସବ ଆୟୋଜିତ ହୋଇଯାଇଛି ଏହି ଅବସରରେ ବରିଷ୍ଠ ସ୍ତମ୍ଭକାର ଆର୍ତ ମିଶ୍ରଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା, ଅଧ୍ୟବସାୟ ଏବଂସାମ୍ବାଦିକତା କ୍ଷେତ୍ରକୁ ଅବଦାନ…

ଦଶମ ବ୍ରହ୍ମପୁର ମହାନଗର ମହୋତ୍ସବ ଆୟୋଜିତ

ବ୍ରହ୍ମପୁର : ବ୍ରହ୍ମପୁର ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଦଶମ ଦଶମ ବ୍ରହ୍ମପୁର ମହାନଗର ମହୋତ୍ସବ ୨୦୨୨ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସୋମନାଥ ସାହୁ, ସ୍ମୃତି ପଟ୍ଟନାୟକ, ମମତା ଶତପଥି ଏବଂ ସୁଶ୍ରୀ ନିହାରିକା ସାହୁ, ପ୍ରମୋଦ କୁମାର ପଣ୍ଡା, ସତ୍ୟମ୍ ଆଚାରୀ , ଜ୍ଞାନେନ୍ଦ୍ର ପଣ୍ଡା ,…

ମନୋଜ ଦାସଙ୍କ ‘ଅମୃତଫଳ’ ଉପନ୍ୟାସର ପୁସ୍ତକ ଚର୍ଚ୍ଚା

ଭୁବନେଶ୍ୱର  : ଓଡ଼ିଶା ଭାଷା ପ୍ରତିଷ୍ଠାନ ଓ ବି.ଜେ.ବି ସ୍ୱୟଂଶାସିତ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ବହୁ ଆଦୃତ ଉପନ୍ୟାସ 'ଅମୃତଫଳ' ଉପରେ ଏକ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ…

ଭାଷା ଭାଗବତ : ଶିଶୁଶିକ୍ଷା ଅନୁଷ୍ଠାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୨ ବୁଝି ଶିଶୁଂକ ପ୍ରୟୋଜନ ହୁଏନି ଏଠି ଶିକ୍ଷାଦାନ ଯାହାର ଯେତେ ଥାଏ ଜ୍ଞାନ ସେ କରେ ସେତେ ବିତରଣ ଚଳିତ ସମୟକୁ ଚାହିଁ ନୂତନ କିଛି ଶିଖେନାହିଁ ଅତି ପୁରୁଣା ବହି ନେଇ ଏବେ ବି ନେଉଛି ଚଳାଇ ବଦଳି ଯାଇଅଛି ସବୁ ତେବେ ବି…

ଚାରୁଚନ୍ଦ୍ର ମିଶ୍ରଙ୍କ ଉପନ୍ୟାସ ‘ନର୍ମଦା’ ଓ କବିତା ସଙ୍କଳନ ‘ବଣମଲ୍ଲୀ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଲେଖକ ଚାରୁଚନ୍ଦ୍ର ମିଶ୍ରଙ୍କ ଉପନ୍ୟାସ 'ନର୍ମଦା' ଓ କବିତା ସଙ୍କଳନ 'ବଣମଲ୍ଲୀ' ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଉନ୍ମୋଚିତ ହୋଇଯାଇଛି। ରଘୁନାଥ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ମୁଖ୍ୟ…

ଭାଷା ଭାଗବତ : କାଳୋପଯୋଗୀ ଯଂତ୍ରଲିପି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୧  କାଳୋପଯୋଗୀ ଯଂତ୍ରପାତି କରଂତି ଲିପିର ଉନ୍ନତି ପତ୍ର, କାଗଜ ଦେଇ ଛାଡ଼ି ଅବସ୍ତୁ ରୂପେ ଯାଏ ମାଡ଼ି ଅଂତର୍ଜାଲରୁ ହୋଇ ଚ୍ୟୁତ ଲିପିଟେ ବେଶି ବ୍ୟବହୃତ ହେବାର ସଂଭାବନା ଲୁପ୍ତ ହେବାରୁ କିପାଇଁ ଚିଂତିତ ବିଶ୍ବ ବ୍ୟବସ୍ଥା…

କବିତା : ପଦ୍ମ

ଅନୁପମା ସାହୁ  ସୁଠାମ ସୁଢଳ ବିମଳ ସୁଷମା ଜନମନ ମୋହି ନେଉ । ସୌନ୍ଦର୍ଯ୍ୟପିପାସୁ ପ୍ରତିଟି ପ୍ରାଣକୁ ମାୟାଡୋରେ ବାନ୍ଧି ଦେଉ । ରୂପ ରଙ୍ଗ ଆଭା ହୋଇଅଛି ଠୁଳ ପ୍ରତିଟି ଅଙ୍ଗରେ ତୋର ଦର୍ଶନ ମାତ୍ରକେ ବିଦଗ୍ଧ ପ୍ରାଣଟା ପୁଲକିତ ହୁଏ ମୋର । ମହମହ ବାସ ମହକାଇ ତୋର ଭ୍ରମରକୁ…

ଅନୁବାଦ କବିତା : ତୁମେ କହିଥିଲ

ମୂଳ ବାଂଲା : ଶାମସୁର ରାହମାନ ଦାଉ ଦାଉ ହୋଇ ଜଳି ଯାଉଛି ନୂଆ ବଜାର ପୋଡ଼ି ଯାଉଛି ଦୋକାନ ଘର କାଠ, ଲୁହା ଓ ଅନ୍ୟ ଆସବାବ ପତ୍ର ମସଜିଦ ଓ ମନ୍ଦିର। ସାଙ୍ଘାତିକ ଭାବରେ ଜଳୁଛି ଚାରିପଟ ଘରଦ୍ୱାର ପୋଡ଼ି ଯାଉଛି ଶୁଆର ପିଞ୍ଜରା ରବୀନ୍ଦ୍ର ରଚନାବଳୀ, ମିଷ୍ଟାନ୍ନ ଭଣ୍ଡାର…

ଭାଷା ଭାଗବତ : ବସ୍ତୁ ହିଁ ବାସ୍ତବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୦  ଅମୂଳକ ଆବେଗଧାରୀ ଅଧିକାଂଶ ଲୋକ ଆମରି ଭାଗ୍ୟାଧୀନ ହୋଇ ଚଳଂତି କେବଳ ଅତୀତ ଦେଖଂତି ଯାହା ଏଠି ଯାଇଛି ବିତି ତାହା ଏହି ଜାତିର ଖ୍ୟାତି ବଂଧନରୁ ସ୍ବେଚ୍ଛାରେ ମୁକ୍ତି ଲୋଡ଼େନାହିଁ ଏଠାରେ ବ୍ୟକ୍ତି ସୀମାୟତ୍ତ ହୋଇ ଆନଂଦ…

ଗଳ୍ପ : ଗୋଟିଏ ଗୁରୁବାର

ସୁସ୍ମିତା ମହାପାତ୍ର  ସବୁଦିନ ପରି ସୁକୁଟା ତ ଝାମ୍ପି ନେଲାନି ଶୁଖିଲା ପାଉଁରୁଟି ଆଉ ବିସ୍କୁଟ, ମୂରଲୀ ବାବୁଙ୍କ ହାତରୁ ! ଖେଳିଗଲାନି ତା’ ସେଥୁଆ ମୁହଁରେ ଧାରେ ତୃପ୍ତିର ହସ ! ଜୀଇଁ ଉଠିଆସିଲାନି ସେ ତା’ ଅବଶ ଦେହ ଦେହଳୀରୁ ପୁଣିଥରେ ! ବିଚଳିତ ଲାଗୁଥିଲେ ମୂରଲୀବାବୁ ବି । ସୁକୁଟାକୁ…