Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଚେତନ ଅବଚେତନ

ଗଦାଧର ସାହୁ  ଥରେ ସ୍ଵପ୍ନରେ ମୋର ଭେଟ ହୋଇଥିଲା ଗୋଟେ ବିରାଟକାୟ ଅସୁର ସହିତ । ସେ ତା ବଳିଷ୍ଠ, ଲୋମସ ହାଡୁଆ ହାତରେ ମୋତେ ବାର ବାର ଟେକି ନେଉଥିଲା ତଳୁ ଉପରକୁ ଆହୁରି ଉପରକୁ ଆଉ ଫୋପାଡି ଦେଉଥିଲା ତଳକୁ ଯେଉଁଠି ଥିଲା କୁଢ କୁଢ ହାଡ କେଉଁଠି ଅକାତ କାତ କଳା ଡଅଁର ପାଣି ।…

ଭାଷା ଭାଗବତ : ଆତ୍ମପ୍ରତ୍ୟାଖ୍ୟାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୫  କଲ କଲା କଲି କଲୁ କଲେ ଯିବ ଯିବା ଯିବି ଯିବୁ ଯିବେ ଲଲାଲିଲୁଲେ, ବବାବିବୁବେ ଟିକେ ଲକ୍ଷ୍ୟ କରିବା ଏବେ ଲ.... ଅତୀତ କାଳ ସୂଚକ ବ... ଭବିଷ୍ୟ କାଳ ସୂଚକ ------------------------------- ଭାଷାର ସୂତ୍ର ସୁଗଠିତ…

ଭାଷା ଭାଗବତ : ସ୍ବେଚ୍ଛା କଟକଣା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୪  ବାସ୍ତବତା ଓ ମନକଥା ମଧ୍ୟରେ ନ ଥିଲେ ସମତା ସଂଭବ ହୁଏ ଅସ୍ଥିରତା ତହିଁରୁ ଜାତ ଅବ୍ୟବସ୍ଥା ଭାଷାକୁ ଏଣୁତେଣୁ ଭାବି ନ ହେଲେ ସତ୍ୟ ଅନୁଭବୀ ହୋଇ ଧାରଣା ଅନୁଗତ ଭାଷାରେ ସୃଷ୍ଟି କରୁଁ କ୍ଷତ ଭାଷୀଂକ ଏପରି ଅଭ୍ୟାସ ଚଂଚଳ…

କବିତା : ଜୀବନ

ସୁକାନ୍ତି ରାଉତ  ମୁଁ ଜାଣିଛି ଦୁଃଖ ଦିନେ ସରିବ ଦୁଃଖ ସବୁ ସରିଗଲେ କହିଦେବି ତମକୁ କେମିତି ମୁଁ କିଣିନେଲି ପୃଥିବୀର ସୁଖ ପଚାରିବ ନାହିଁ ମୋତେ ମୋ ଦୁଃଖର ଦିନ ସବୁ ଥିଲା କେମିତିକା ମୋ ଲୁହର ରଙ୍ଗ ଧୂସର କି ନୀଳ କହିଦେଲେ କାଳେ ଭୁଲ୍ ହେବ ଜୀବନର ଜଟିଳ ଅଙ୍କ । ଭୁଲିନାହିଁ…

ଭାଷା ଭାଗବତ : ବର୍ଜ୍ୟ ଯୁକ୍ତାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୩  ଏ ସବୁ ନ କଲେ ବର୍ଜନ ସ୍ବଭାଷା ହେବ ଗତିହୀନ ଜଟିଳ ଲିଖନ ପଠନ ଛାଡ଼ିବା ପାଇଁ ଲୋଡ଼ା ମନ ............................... ଚକ୍ଖଡ଼ି ଚେକ୍ଗେଟ୍‌ ଡାକ୍ଘର୍‌ ଡେକ୍ଚି ଟ୍ରାକ୍ଟର୍‌ ବ୍ରେକ୍ଡାଉନ୍‌ ଏକ୍ତାରା ଦିକ୍ଦାର୍‌…

ଅନୁବାଦ କବିତା : ପ୍ରେମ

ମୂଳ ରଚନା : ଖାଲିଲ ଜିବ୍ରାନ୍ ପ୍ରେମ ତୁମକୁ ଡାକିଲେ ତୁମେ ଅନୁସରଣ କର ଏହା ଜାଣିବି ପ୍ରେମର ପଥ ଖୁବ କଠିନ ଓ ବନ୍ଧୁର ତା'ର ଡେଣା ତୁମକୁ ଆଚ୍ଛାଦିତ କଲେ ନିଜକୁ ସମର୍ପଣ କରିଦିଅ। ଯଦିଓ ତା' ପକ୍ଷ ଭିତରେ ଲୁକ୍କାୟିତ ଖଣ୍ଡା ଦ୍ୱାରା କ୍ଷତାକ୍ତ ହେବାର ଭୟ। ସେ ତୁମକୁ କିଛି…

ମୈତ୍ରେୟୀ ଲେଖିକା ସଙ୍ଗଠନର ଅଷ୍ଟମ ମାସିକ ସାହିତ୍ୟ ଆସର

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଙ୍ଗଠନର ଅଷ୍ଟମ ମାସିକ ଆଭାସୀ ଆସର ଅନୁଷ୍ଠିତ ହୋଇଯାଇଛି। ସୁନନ୍ଦା ବି ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରରେ କବୀ ସୁଷମା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ମାତୃ ଦିବସ ଉପଲକ୍ଷେ ଆୟୋଜିତ କବିତା ଆସରରେ…

ପ୍ରତିଶ୍ରୁତି ପତ୍ରିକାର ‘ମାଟି ବିଶେଷାଙ୍କ’ ଉନ୍ମୋଚିତ

ଭୁବନେଶ୍ୱର : ସାହିତ୍ୟ ପତ୍ରିକା ପ୍ରତିଶ୍ରୁତି (ନୂଆ ସକାଳର ସଂକଳ୍ପ) ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ 'ପ୍ରତିଶ୍ରୁତି' ପତ୍ରିକାର ଚତୁର୍ଥ ସଂସ୍କରଣ ମାଟି ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି । ଏହା…

କବିତା : ଦେଶ

ରଶ୍ମି ରଞ୍ଜନ ରାଉତ କିଏ ଜିତୁ, କିଏ ହାରୁ ଯିଏ ସରକାର ଗଢୁଛି ଗଢୁ କିଛି ପରବାୟ ନାହିଁ ଅଥଚ ଦେଶ ସୁକ୍ଷିତ ରହୁ । ଅଧର୍ମର ଧ୍ୱଜାଧରି କେହି ନଗାଆନ୍ତୁ ମୋ ଦେଶର ଜାତୀୟ ସଙ୍ଗୀତ । ରକ୍ତ ରଙ୍ଗରେ ନବଦଳୁ ଗଙ୍ଗା, ଜମୁନା କି ମହାନଦୀର ଜଳ । ନଭାଙ୍ଗୁ ବିଶ୍ୱାସର ମନ୍ଦିର…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ସପ୍ତମ ଭାଗ’ ଓଡ଼ିଆ କବିତାରେ ଓଡ଼ିଆତ୍ୱ ନିହିତ ଅଛି। କବିତା ସହ ଆଧ୍ୟାତ୍ମିକତାକୁ ଯୋଡ଼ିବାରେ ରାହସ୍ୟବାଦ ସହ ବାସ୍ତବତାର ସମ୍ମିଶ୍ରଣରେ ଓ ଧାରାର ନେତୃତ୍ୱ ନେଇଥିଲେ ଭୀମ ଭୋଇ। ବିନା ଆଧ୍ୟାତ୍ମିକତାରେ କବିତ୍ୱ ଭଳି ଏକ ବିଶେଷ ଧରଣର…