Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଫେରିଆସ ସନାତନ

ମାନସ ରଞ୍ଜନ ମହାପାତ୍ର  କେଉଁ ଟ୍ରକ୍ ଡାଲାରେ ହଜିଲ କେଉଁ ଜଙ୍ଗଲ ରେ, ପାହାଡ଼ରେ ତୁମେ ହଠାତ୍ ଓହ୍ଲାଇଗଲ ଓ ହଜିଗଲ ପ୍ରିୟ ସନାତନ ! ସେଦିନ ଗଲ ଯେ ଗଲ ଓ ମୁଁ ଖୋଜିଲି ସାରା ପୃଥିବୀ, ମହାଦେଶ, ମହାନଗରୀ, ମହାସାଗର କେଉଁ ଯୋଗୀ ବେଶରେ, କେଉଁ ହିମାଳୟ କି ଆଲପସ୍ କି କେଉଁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୬ ବୁଝିବାକୁ ଆଉ ବାକି କ'ଣଥିଲା...। କେତେବେଳେ ବହିଗଲା ସମୟ ଏମିତି ହାତରୁ। ଏଇଆ କ'ଣ ଜୀବନ...କେତେ ଆଉ ଦେଖିବି,ଶିଖିବି,ବୁଝିବି.... ଆଉ  କାହିଁକି ... । ମୋ' ସହିତ କାହିଁକି ଏମିତି ହେଉଚି ...ସବୁ ଦୋଷ ମୋ'ର ନା ଆଉ…

ପୁସ୍ତକ ପରିଚୟ : ଅହଲ୍ୟା

ଉପନ୍ୟାସ- ଅହଲ୍ୟା ଔପନ୍ୟାସିକା- ସ୍ବର୍ଣ୍ଣଲତା ମହାପାତ୍ର ପ୍ରକାଶକ- ବ୍ଲାକ ଇଗଲ ବୁକ୍ସ,ଉଇସ୍ଡଡ଼ମ୍ ଲେନ୍,ଡ଼ବଲିନ୍,ଆମେରିକା ମୂଲ୍ୟ-୨୧୦ଟଙ୍କା  ପୃଷ୍ଠା-୧୭୬ "ଅହଲ୍ୟା" କହିଲେ ମନକୁ ସ୍ୱତଃ ଚାଲି ଆସନ୍ତି ପ୍ରଭୁ ରାମଚନ୍ଦ୍ର ଓ ଋଷି ଗୌତମ । ଯୁଗ ଯୁଗ ଧରି ଶିଳାରେ ପରିଣତ ହୋଇଥିବା…

ଗଳ୍ପ : ଆକାଶ କଇଁଆ ଚିଲିକା ମାଛ

ଶ୍ୱେତପଦ୍ମା ପାଢ଼ୀ  ସ୍ବପ୍ନ ଯାହା ପରିପ୍ରକାଶ କରିଥାଏ ମନର ଆଶା, ଆକାଂକ୍ଷା ଓ ଉଦ୍ଦୀପନାକୁ । ସ୍ବପ୍ନ ଯାହା ନିଦ୍ରାର କିଛି ସମୟ ପରେ ଅସ୍ଵେଚ୍ଛାକୃତ ମନରେ ଉତ୍ପନ ହେଉଥିବା ଛବି,ବିଚାର, ଭାବନା, ସମ୍ବେଦନଶୀଳତାର ମିଶ୍ରଣ ଅଟେ । ସ୍ବପ୍ନ ଯାହା ରାତିରେ ଶୋଇଲା ବେଳେ ଦେଖାଯାଏ, ବରଂ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୫ ପାର୍ଲୋର କାମ ସାରି ସେଦିନ ଟିକିଏ ଜଲଦି  ଫେରୁଥାଏ , କାହିଁକି କେଜାଣି କିଣି ପକେଇଲି ହଳେ କାନଫୁଲ ଚିତ୍ରା ପାଇଁ।  ଧୀରେ ଧୀରେ ମୁଁ ସଜାଡୁ ଥିଲି ନିଜକୁ ଯଦିଓ ସବୁକିଛି  ହାଲ୍କା ଫୁଲ୍କା ଥିଲା। ସମୟ ନଷ୍ଟ ନ କରି…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମୁଗ୍ଧ ବିଭାବରୀ ଆଜି କାଲି ଲେଖି ହେଉନି ଚିଠି । ଅକ୍ଷର ପଛରେ ଥିବା ଛୋଟବଡ଼ କାହାଣୀମାନ ଯେମିତି ତ୍ରସ୍ତ ଭାବେ ମୋଡି ହୋଇ ରହିଛନ୍ତି ଫର୍ଦ୍ଦର କଡ଼କୁ । ମୋତେ ଦିଶୁନି ସଫେଦ କାଗଜ ଫର୍ଦ୍ଦ ଯାହାକୁ ମୁଁ କେବେ ଆକାଶ କରି ବିଛେଇ ଦେଇପାରେ ପୁଣି ଚିରୁଡ଼ାଏ ଚିରୁଡ଼ାଏ କରି କାନ୍ଭାସ ଆକାରରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୪ ଅମ୍ଲାନଙ୍କ ସହ ଦେଖା ହେବା ପରଠୁ ଜୀବନର ଗତି ବଦଳି ଯାଇଥିଲା ସତ , କହିବାକୁ ଗଲେ ତାଙ୍କ ମାଙ୍କ ପାଇଁ ଏସବୁ ଗଢିଉଠିଥିଲା ।ପାର୍ଲୋରକୁ ଆସୁଥିଲେ ଆଣ୍ଟି। ତାଙ୍କର ଦାୟିତ୍ୱ ନେଇ ନିଜେ ମୁଁ ଦେଖୁଥିଲି ତାଙ୍କୁ। …

ପ୍ରକୃତ ସ୍ରଷ୍ଟା ଉଭୟ ସକାରାତ୍ମକ ଓ ନକରାତ୍ମକ ମତାମତକୁ ସମ୍ମାନ ଦେଇଥାଏ : ଉମାକାନ୍ତ ରାଉତ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଉମାକାନ୍ତ ରାଉତ । ଗଳ୍ପ କବିତା ଏବଂ ଶିଶୁ ସାହିତ୍ୟ ସୃଷ୍ଟି କରି ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । କେବଳ ଏତିକି ନୁହେଁ , ଜଣେ ସୁବକ୍ତା ଭାବରେ ମଧ୍ୟ ସେ ବେଶ ପରିଚିତ…

ଉନ୍ମୋଚିତ ହେଲା ‘ଦି ରେନବୋ ସ୍ମାଇଲସ’

ଭୁବନେଶ୍ୱର : ବିଶିଷ୍ଟ ଅନୁବାଦିକା ପ୍ରଭାତୀ ମିଶ୍ରଙ୍କ ଓଡ଼ିଆ ଗଳ୍ପର ଇଂରାଜୀ ଅନୁବାଦ ପୁସ୍ତକ "ଦି ରେନବୋ ସ୍ମାଇଲସ " କଳିଙ୍ଗ ବୁଦ୍ଧ ବିହାର ପରିସରରେ ମନୋରଞ୍ଜନ ପାଣିଗ୍ରାହୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଅର୍ଚ୍ଚନା ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉନ୍ମୋଚନ ସମାରୋହରେ…

କବିତା : ସବୁ ଠିକହେବ

 ସଞ୍ଜିତା ପ୍ରଧାନ  ପଥ ବହୁଦୂର , ଅନେକ ଚାଲିବାକୁ ବାକି ଅଛି, ପାଦରେ କଣ୍ଟା ଫୁଟିବ ରକ୍ତାକ୍ତ ବି ହେବ, ତା' ବୋଲି କ'ଣ ଚାଲିବା ବନ୍ଦକରି ବସିପଡ଼ିବ ? ଏ ଜୀବନ ବସିବାର ସୁଯୋଗ ଦିଏନି, ଯିଏ ବସିଯାଏ ତାର ଭାଗ୍ୟ ବି ବସିଯାଏ । ଏମିତି ହୋଇଥିଲେ ଏମିତି ହୋଇଥାନ୍ତା, ଏହା ଦୁର୍ବଳ…