Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ଏଟିଏଲ୍‌ସିର ୪୪ତମ ପରିଚାଳନା ସଂସଦ ବୈଠକ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପ୍ରତିଷ୍ଠିତ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ (ଏଟିଏଲ୍‌ସି)ର ୪୪ତମ ପରିଚାଳନା ସଂସଦ ବୈଠକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପ୍ରଶିକ୍ଷଣ ତଥା ଗବେଷଣା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…

ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ଦେବ୍ରାଜ ଲେଙ୍କା ପାଇବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’

ଭୁବନେଶ୍ଵର : ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ନୀରବଛିନ୍ନ ଭାବରେ କାର୍ଯ୍ୟକରୁଥିବା ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୨ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ବର୍ଷିୟାନ ସାହିତ୍ୟିକ ଦେବ୍ରାଜ ଲେଙ୍କାଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୨, ନିଗମାନନ୍ଦ ଷଡ଼ଙ୍ଗୀ ଓ…

ସର୍ବେଶ୍ଵର ଦାଶଙ୍କ ଆତ୍ମଜୀବନୀର ୨ୟ ଖଣ୍ଡ ଉନ୍ମୋଚିତ

ଭୁବନେଶ୍ୱର : ‘ଶିକ୍ଷାସନ୍ଧାନ’ ତଥା ରେଭେନ୍ସା ଇଂରାଜୀ ବିଭାଗର ପୁରାତନ ଛାତ୍ର ସଂସଦର ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ଅଗ୍ରଣୀ ସରକାରୀ କଲେଜରେ ଜଣେ ଛାତ୍ର ବତ୍ସଳ ଅଧ୍ୟାପକ ତଥା ଅଧ୍ୟକ୍ଷ ଭାବରେ ସୁନାମ ଅର୍ଜନ କରିଥିବା ସର୍ବେଶ୍ଵର ଦାଶଙ୍କର ଅବର୍ତ୍ତମାନର ୧୪ ବର୍ଷ ପରେ ତାଙ୍କର…

‘ଓସା’ର ବାର୍ଷିକ ସମ୍ମିଳନୀର ସାହିତ୍ୟ ଅଧିବେଶନ

ଭୁବନେଶ୍ୱର : ବିଶ୍ବର ସର୍ବ ବୃହତ ଓଡିଆ ମହାସଂଘ, ଓଡ଼ିଶା ସୋସାଇଟି ଅଫ ଆମେରିକାସ୍ (ଓସା)ର ୨୦୨୩ ବର୍ଷର ବାର୍ଷିକ ମହୋତ୍ସବ ଚି଼କାଗୋ ସହରରେ ପାଳିତ ହୋଇଯାଇଛି। ଆମେରିକା ଓ କାନାଡାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ୧୨୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି…

ହରପ୍ରିୟା ସାହୁଙ୍କ ‘ସପ୍ତବର୍ଣ୍ଣା’ ଏବଂ ‘ଶିଶୁ କବିତା ସମଗ୍ର’ ରାଜ୍ୟପାଳଙ୍କ ଉନ୍ମୋଚିତ

ଭୁବନେଶ୍ୱର : ସୁଶ୍ରୀ ହରପ୍ରିୟା ସାହୁଙ୍କ କବିତା ସଂକଳନ " ଶିଶୁ କବିତା ସମଗ୍ର" ଏବଂ ସାତଟି କବିତା ପୁସ୍ତକର ଏକତ୍ରିତ ରୂପ 'ସପ୍ତବର୍ଣ୍ଣା' ରାଜ ଭବନ ପରିସରରେ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏକକାଳୀନ ଏତେ ସଂଖ୍ୟକ ପୁସ୍ତକ ପାଇଁ ରାଜ୍ୟପାଳ କବୀଙ୍କୁ ଅଭିନନ୍ଦନ…

ଜୀବନ ସଉଦା’ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର : ବିଶିଷ୍ଟ ସମାଜସେବୀ ତଥା ଜନନେତା ମୁରଲୀଧର ରଥଙ୍କ କର୍ମମୟ ଜୀବନ ଉପରେ ଲିଖିତ ପୁସ୍ତକ ‘ଜୀବନ ସଉଦା’ ରାଜଭବନ ପରିସରରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଜୀବନୀ ପୁସ୍ତକ ପରବର୍ତ୍ତୀ ପୀଢ଼ି ପାଇଁ ମାର୍ଗ ଦର୍ଶନ କରେ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିବା ସହ…

ବ୍ୟାସକବିଙ୍କ ୧୦୫ ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ବର : ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୦୫ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଂସଦ ପକ୍ଷରୁ ବାଣୀବିହାର ପରିସରରେ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଏକ ସାରସ୍ଵତ ସଭା…

‘ଫକୀରମୋହନ ସେନାପତି : ଦ ମେକିଂ ଅଫ ଆନ ଅଥର’ ଉନ୍ମୋଚିତ

ବନେଶ୍ବର : ବ୍ୟାସକବି ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟ ସଂଗ୍ରହାଳୟ ପରିସରର ସମ୍ମିଳନୀ କକ୍ଷରେ ଦେବେନ୍ଦ୍ର କୁମାର ଦାଶ ଓ ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ରଚିତ ଇଂରାଜୀ ପୁସ୍ତକ 'ଫକୀରମୋହନ ସେନାପତି: ଦ ମେକିଙ୍ଗ ଅଫ ଆନ ଅଥର' ଉନ୍ମୋଚିତ ହୋଇଯାଇଛି । ଓଡ଼ିଆ ଭାଷା,…

ନାରାୟଣ ମହାନ୍ତିଙ୍କ ସମ୍ପାଦିତ ‘ରିଫ୍ଲେକସନ୍ସ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଦର୍ଶନ ଶାସ୍ତ୍ରବିତ୍ ନାରାୟଣ ମହାନ୍ତିଙ୍କ ସମ୍ପାଦିତ ପୁସ୍ତକ 'ରିଫ୍ଲେକସନ୍ସ' ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନଠାରେ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକରେ ୧୪ଜଣ ବିଶିଷ୍ଟ ଦର୍ଶନଶାସ୍ତ୍ରବିତ୍, ଚିକିତ୍ସାବିଜ୍ଞାନୀ, ଅର୍ଥନୀତିଜ୍ଞ ଓ ରାଜନୀତିବିଜ୍ଞାନୀଙ୍କ…

ଲକ୍ଷ୍ମଣ ସାହୁ ‘ନୀଳଚକ୍ର ସମ୍ମାନ’ରେ ସମ୍ମାନିତ

କଟକ : ନୟା ସବେରା ନିମାପଡା ୟୁଥ ଟ୍ରଷ୍ଟ ପକ୍ଷରୁ ନିମାପଡ଼ା ଟାଉନ୍ ହଲ ପରିସରରେ କଟକ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ସାହୁଙ୍କୁ 'ନୀଳଚକ୍ର ସମ୍ମାନ-୨୦୨୩ ' ପ୍ରଦାନ କରାଯାଇଛି ।ଏହି ଅବସରରେ ସାହିତ୍ୟ ଆଲୋଚନାରେ ବିଶ୍ୱ ଦରବାରରେ ରଥ ଯାତ୍ରା ଶୀର୍ଷକ ଉପରେ…