Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ଆରତୀ କରଙ୍କ ‘ପୁଣ୍ୟାତ୍ମା ଗୋପବନ୍ଧୁ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ପୂର୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ଦ୍ୱାରା ପ୍ରକାଶିତ , ଡ. ଆରତୀ କରଙ୍କ ରଚିତ ପୁଣ୍ୟାତ୍ମା ଗୋପବନ୍ଧୁ ପୁସ୍ତକ ରାଜ ଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକ ପାଇଁ ରାଜ୍ୟପାଳ ଲେଖିକା ତଥା ନ୍ୟାସୀ ମଣ୍ଡଳର…

ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦର ମୁଖପତ୍ର ‘କଥାନ୍ତର’ର ପ୍ରଥମ ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦର ମୁଖପତ୍ର 'କଥାନ୍ତର'ର ପ୍ରଥମ ସଂଖ୍ୟା ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଯାଇଛି। ଏହି ସଂଖ୍ୟାରେ ବିଭିନ୍ନ ଭାରତୀୟ ତଥା ବିଦେଶୀ ଭାଷାର ୨୯ଟି ଗଳ୍ପ ସହିତ ପୁସ୍ତକ ସମୀକ୍ଷା ମଧ୍ୟ ସ୍ଥାନ ପାଇଛି। ଏହି…

ନିରଞ୍ଜନ ଶତପଥୀଙ୍କ ରଚିତ ‘ଜିଜ୍ଞାସା’ ଉନ୍ମୋଚିତ

ଭୁବନେଶ୍ୱର : ନିରଞ୍ଜନ ଶତପଥୀଙ୍କ ରଚିତ 'ଜିଜ୍ଞାସା' ପୁସ୍ତକ ରାଜ୍ୟପାଲ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ମଣିଷର ଆଦିମ କର୍ତ୍ତବ୍ୟ ହେଉଛି ଜିଜ୍ଞାସା ବୋଲି ରାଜ୍ୟପାଳ ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଡକ୍ଟର ପ୍ରବୋଧ କୁମାର ମିଶ୍ର ସ୍ୱାଗତ ଭାଷଣ…

୧୩ ଟି ଦେଶରେ ପ୍ରକାଶ ପାଇଛି ଅନିନ୍ଦିତାଙ୍କ କବିତା ସଙ୍କଳନ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ସହରର ଯୁବ ଲେଖିକା ଅନିନ୍ଦିତା ଜାହ୍ନବୀ ସୁଆରଙ୍କ ତୃତୀୟ କବିତା ସଙ୍କଳନ ୧୩ଟି ଦେଶରେ ପ୍ରକାଶ ପାଇଛି। ଏହି କବିତା ସଙ୍କଳନ 'ପ୍ରିଲ୍ୟୁଡସ ଅଫ ଲଭ'ରେ ରହିଛି ୩ଟି କବିତା । ଏହା ମୁମ୍ବାଇର ପେନ୍ସିଲ ପବ୍ଲିଶର ଦ୍ୱାରା ପ୍ରକାଶିତ । ଏହା ପୂର୍ବରୁ…

ଆର୍. ପି ଗୁପ୍ତାଙ୍କ ‘ଟର୍ଣ୍ଣ ଆରାଉଣ୍ଡ ଇଣ୍ଡିଆ ୨୦୨୦’ ଉନ୍ମୋଚିତ

ଭୁବନେଶ୍ୱର : ଭୁବନେଶ୍ୱର ରାଜଭବନ ପରିସରରେ ଆର୍ .ପି ଗୁପ୍ତାଙ୍କ ପୁସ୍ତକ 'ଟର୍ଣ୍ଣ ଆରାଉଣ୍ଡ ଇଣ୍ଡିଆ ୨୦୨୦' ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଯୋଗ ଦେଇ କହିଲେ ଯେ ବ୍ୟକ୍ତି ବିକାଶ ହିଁ ରାଷ୍ଟ୍ର ନିର୍ମାଣର ଆଧାର ହେବା ଆବଶ୍ୟକ। ଅନ୍ୟତମ ଅତିଥି…

ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦର ୧୩ତମ ରାଜ୍ୟସ୍ତରୀୟ କବି ଓ ଲେଖକ ସମ୍ମିଳନୀ ଆୟୋଜିତ

ପୁରୀ : ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦ ପକ୍ଷରୁ ୧୩ତମ ରାଜ୍ୟ ସ୍ତରୀୟ କବି ଓ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କବୀ ପ୍ରତିମା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୬୦ଜଣ କବି…

ଭଞ୍ଜଭାରତୀର ଓଡ଼ିଆ ସାହିତ୍ୟ ସମାରୋହ ଉଦଘାଟିତ

ଭୁବନେଶ୍ୱର : ସାରସ୍ୱତ ଅନୁଷ୍ଠାନ ଭଞ୍ଜଭାରତୀ ପକ୍ଷରୁ ଆୟୋଜିତ ତିନିଦିନିଆ ଓଡ଼ିଆ ସାହିତ୍ୟ ସମାରୋହର ପ୍ରଥମ ଦିନରେ 'ଭଞନିକୁଞ୍ଜ' ଉଦଘାଟନ ହୋଇ ଯାଇଛି। ଅନୁଷ୍ଠାନର ସଭାପତି ନୀଳାଦ୍ରି ମୋହନ ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ସଞ୍ଜୀବ କୁମାର…

ଅଜ୍ଞାତ କବି କାଳୁ ଚରଣଙ୍କୁ ବଣମଲ୍ଲୀ ସମ୍ମାନ ଅବସରରେ ସାହିତ୍ୟ ସଭା

ଗଂଜାମ : ଗୁଣ୍ଠପଡା ଗ୍ରାମର ଜଣେ ଅଜଣା କବି ପ୍ରତିଭା କାଳୁ ଚରଣ ପ୍ରଧାନଙ୍କୁ 'ବଣମଲ୍ଲୀ ସମ୍ମାନ - ୨୦୨୧' ପ୍ରଦାନ ଅବସରରେ ସାହିତ୍ୟର ଗଣତନ୍ତ୍ରୀକରଣ ବିଷୟରେ ଏକ ଆଲୋଚନାଚକ୍ର ଓ୍ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କବି କାଳୁ ଚରଣ ପ୍ରଧାନଙ୍କର ଗୋଟିଏ କବିତା…

ସ୍ୱାଗତିକା ସ୍ୱାଇଁ ପାଇବେ ପ୍ରଥମ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ପୁରସ୍କାର

ଭୁବନେଶ୍ୱର : ଆଦ୍ୟା ପ୍ରକାଶନୀ ପକ୍ଷରୁ ପ୍ରଥମ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ପୁରସ୍କାର ଘୋଷଣା କରାଯାଇଛି । ପ୍ରକାଶନୀର ପ୍ରତିଷ୍ଠାତା ଅକ୍ଷୟ ଚନ୍ଦ୍ର ରାୟଙ୍କ ସ୍ମୃତିରେ ଏହି ପୁରସ୍କାର ପାଇଁ ଔପନ୍ୟାସିକା ସ୍ଵାଗତିକା ସ୍ୱାଇଁଙ୍କ "ଦ୍ରୋହକାଳ" ଉପନ୍ୟାସକୁ ଚୟନ କରାଯାଇଛି ।ପ୍ରତିଭା ରାୟ…

କଥା ପତ୍ରିକାର ନବ ପ୍ରତିଭା ପୁରସ୍କାର ସମାରୋହ ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଗଳ୍ପର ନବ ଜାତକ କଥା ପତ୍ରିକାର ୩୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ପ୍ରକାଶକ ତଥା ଦିଲ୍ଲୀ ପ୍ରେସର ମୁଖ୍ୟ ସମ୍ପାଦକ ପରେଶ ନାଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ବରିଷ୍ଠ ସାହିତ୍ୟିକ ବଳରାମ…