Latest Odisha News

BREAKING NEWS

Browsing Category

ଶରଦଶଶୀ

ବିିଜ୍ଞାନ ଖେଳ : ସୋଡାଷ୍ଟ୍ରରେ ପାଣି ନେବା ଚାଲେଞ୍ଜ

ଗୋଟିଏ ଗିଲାସରୁ ଅନ୍ୟ ଗ୍ଲାସକୁ ପାଣି ନେବ କିନ୍ତୁ ଗିଲାସକୁ ଛୁଇଁବନି, ଆଉ ଏକାମ କରିବା ଲାଗି ରହିଛି କେବଳ ଗୋଟିଏ ସୋଡାଷ୍ଟ୍ର । ଏହି ଚାଲେଞ୍ଜକୁ ଭାବିବା ବେଳକୁ କଷ୍ଟକର ଲାଗୁଛି । ସୋଡା ଷ୍ଟ୍ରର ଦୁଇ ମୁଣ୍ଡ ଖୋଲା, ତେଣୁ ନଳୀରେ ପାଣି ନେବା ମୁସ୍କିଲ । ଅବଶ୍ୟ ଏକାମ ବିଜ୍ଞାନର ଉପାୟ ଖଟାଇ…

ଗଣିତର ଖେଳ : ତ୍ରିଭୂଜର ତିନି କୋଣ୧୮୦ଂ

ତ୍ରିଭୂଜର ୩କୋଣର ସମଷ୍ଟି ୧୮୦ଂ । ଏହାକୁ ଆମେ ପ୍ରମାଣ କରିବା । ତେବେ ଏଥିପାଇଁ ସ୍କେଲ, ପେନସିଲ, କମ୍ପାସ କି କୋଣମାପକ ଦରକାର ନାହିଁ । ଖଣ୍ଡିଏ କାଗଜରୁ ତ୍ରିଭୂଜଟିଏ କାଟ । ଏହାର ଚିତ୍ରରେ ଦେଖା ଯାଇଥିବା ଭଳି ଉପର କୋଣକୁୁ ଭାଙ୍ଗି ତଳ ଧାର ଉପରେ ପକାଅ । ଏହା ଯେଉଁଠି ଛୁଇଁଲା ସେଠି…

ପବନର ବଳ ଏୟାର ଜ୍ୟାକ୍‌

ପବନର ବଳକୁ କାମରେ ଲଗାଇ ଆମେ କେତେ କଣ ଯନ୍ତ୍ରପାତି ତିଆରି କରିଛେ । ସେ ଭିତରୁ ଗୋଟିଏ ହେଉଛି ଏୟାର ଜ୍ୟାକ୍ । ଓଜନିଆ ଜିନିଷକୁ ସହଜରେ ଉପରକୁ ଉଠାଇବାକୁ ଏଥିରେ ପବନର ଶକ୍ତିକୁ କାମରେ ଲଗା ଯାଇଥାଏ । ଏହା କେମିତି କାମ କରେ ତାହା ଆମେ ଗୋଟିଏ ମଜାଦାର ଖେଳଣା ତିଆରି କରି ଦେଖି ପାରିବା ।…

ଗଣିତ ଖେଳ: କାଗଜ ଭଙ୍ଗାରୁ ତ୍ରିଭୁଜ

ବିଭିନ୍ନ ପ୍ରକାର ତ୍ରିଭୁଜ ସଂପର୍କରେ ଆମେ ଜାଣିଛେ । ସମକୋଣୀ, ସମବାହୁ, ସମଦ୍ୱିବାହୁ, ସ୍ଥୂଳକୋଣୀ, ସୂକ୍ଷ୍ମକୋଣୀ ତ୍ରିଭୁଜ । ଏସବୁ ଆମେ ସ୍କେଲ, ପେନସିଲ ଏବଂ କମ୍ପାସ ଲଗାଇ କାଗଜରେ ଆଙ୍କିଥାଏ । ହେଲେ ଏସବୁ ବ୍ୟବହାର ନକରି ମଧ୍ୟ କାଗଜକୁ ଭାଙ୍ଗି ତ୍ରିଭୁଜ ତିଆରି କରି ହେବ ଏବଂ ଏଥିରୁ…

ବିିଜ୍ଞାନ ଖେଳ : କେମିତି କାଗଜରେ ପ୍ରସ୍ତୁତ କରିବେ ଫାଇଟର ପ୍ଲେନ

ଏୟାର ସୋ ରେ ସମୟରେ ଦେଖିଥିବ କିରି ବିଭିନ୍ନ ପ୍ରକାର ଏରୋଲନ୍ ସେମାନଙ୍କ କଳା କୌଶଳ ଦେଖାନ୍ତି । ସେମାନଙ୍କ ଆକାର ପ୍ରକାର ଭିନ୍ନ ଭିନ୍ନ । କାହାକ ଡେଣା ଚଉଡା ତ ପୁଣି କାହାର ମୁହଁ ଗୋଜିଆ । କିଏ ଦ୍ରୁତ ଗତିର ଉଡୁଥାଏ ତ କିଏ ପୁଣି ଆକାଶରେ ମାଙ୍କଡ ଚିତ ମାରୁଥାଏ । ଏମିତି କଳା କୌଶଳ…

ଗଣିତ ଖେଳ: କାଗଜରୁ କୋଣମାପକ (ପ୍ରୋଟ୍ରାକ୍ଟର)

ଆୟତାକାର କାଗଜ ଖଣ୍ଡକରୁ ଆମେ ୯୦ଂ କୋଣ ପାଇଯିବା । କାରଣ ଏହାର ପ୍ରତି କୋଣ ୯୦ଂ । ଏହି କୋଣକୁ ଦୁଇ ସମାନ ଭାଙ୍ଗ କରିଦେଲେ ଆମକୁ ୪୫ଂ ମିଳିଯିବ । ଠିକ ସେମିତି ଆୟତାକାର କାଗଜର ଯେକୌଣସି ଧାର ଉପରେ କୋଣର ପରିମାଣ ୧୮୦ଂ । ଏହାକୁ ୩ ସମାନ ଭାଙ୍ଗି କେମିତି ୬୦ ଡିଗ୍ରୀ ପାଇବା ତାହା ଆମେ ଦେଖିଛେ…

ବିିଜ୍ଞାନ ଖେଳ : ପେପର ଏରୋପ୍ଲେନ୍‌

ଆକାଶରେ କେମିତି ଉଡେ ଉଡାଜାହାଜ । ଏହା ଉପରେ ୪ ପ୍ରକାର ବଳ କାମ କରେ । ଏଥିରେ ଭର୍ତ୍ତି ହୋଇଥିବା ଇନ୍ଧନ ଜଳିଲେ ପଛ ପଟକୁ ଧୂଆଁ ବାହାରେ, ଫଳରେ ଉଡାଜାହାଜଟି ଆଗକୁ ଗତି କରେ । ଇଏ ହେଉଛି ଦୁଇ ପ୍ରକାର ବଳ । ତେବେ ଉଡାଜାହାଜ ଆକାଶରେ ଉଡି ରହେ କେମିତି, ମାଧ୍ୟାକର୍ଷଣ ବଳ ତାହାକୁ ଟାଣିଦିଏ…

ଶରଦଶଶୀ : ପିଲାଙ୍କ ତୂଳୀରୁ ….

ସ୍ୱସ୍ତି ମିଶ୍ର, ଷ୍ଟାଣ୍ଡାର୍ଡ-୯ , ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ ଇପ୍ସା ତ୍ରିପାଠୀ, ଷ୍ଟାଣ୍ଡାର୍ଡ -୧୨, ୟୁନିଟ -୮ ଡିଏଭି ସ୍କୁଲ ଆଦର୍ଶ ଅନୁରାଗ ହୋତା ଅପର କେଜି, ବିଜେବି ଇଂରାଜୀ ମାଧ୍ୟମ ସ୍କୁଲ ଅଭିଷେକ, ଷ୍ଟାଣ୍ଡାର୍ଡ -୨, ଡିଏଭି କଳିଙ୍ଗ ନଗର

ଆଜି ବାପୁଙ୍କ ଜନ୍ମ ଦିନ

ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସକୁ ଗାନ୍ଧୀ ଜୟନ୍ତୀ ବା ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଏ। ପ୍ରତିବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଳିତ ହୁଏ । ମହାତ୍ମା ଗାନ୍ଧୀ  ୧୮୬୯, ଅକ୍ଟୋବର ୨ରେ ଗୁଜୁରାଟର ପୋର ବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ…

ଗଣିତ ଖେଳ : କାଗଜ ଭଙ୍ଗାରୁ କୋଣ

ଆମ ଚାରିପାଖେ ଥିବା ବିଭିନ୍ନ ଜିନିଷରେ ଆମେ ଅତି ସହଜରେ ୯୦ଂ କୋଣ ଦେଖି ପାରିବା । ଟେବଲରୁ ଚାରି କୋଣକୁ ଦେଖ, କବାଟ ବା ଝରକାର ଚାରି କୋଣକୁ ଦେଖ । ଏସବୁରେ ୯୦ଂ ମିଳି ଯାଇ ପାରିବ । ତୁମ ପଢା ବହି ବା ଖାତାର କୋଣ ମଧ୍ୟ ୯୦ଂ । ଏବେ ଆମେ ଅନ୍ୟ କିଛି କୋଣ ତିଆରି କରିବା, ଯେମିତିକି ୪୫ଂ,…