Latest Odisha News

BREAKING NEWS

Browsing Category

Science

ଜୀବନର ସନ୍ଧାନ ପାଇଁ ବୃହସ୍ପତିର ଉପଗ୍ରହ ଅଭିମୁଖେ ‘ୟୁରୋପା କ୍ଲିପର’

ନୂଆଦିଲ୍ଲୀ: ମହାକାଶ ଓ ସୌର ମଣ୍ଡଳ ଗବେଷଣା ନେଇ ଆଉ ଏକ ରୋମାଂଚକର ଖବର । ବୃହସ୍ପତି ଗ୍ରହର ଉପଗ୍ରହ ୟୁରୋପାକୁ ମିଶନ ଲଂଚ୍ କରିଛି ନାସା । ୟୁରୋପା ଅଭିମୁଖେ ଯାତ୍ରାରମ୍ଭ କରିଛି ନାସା ମହାକାଶ ଯାନ । ୟୁରୋପାରେ ରହିଥିବା ବିଶାଳ ମହାସାଗରରେ ଜୀବନର ସନ୍ଧାନ କରିବ ମହାକାଶ ଯାନ ‘ୟୁରୋପା…

ଏଆଇ ଜେନେରେଟ୍ ଇମେଜ୍ ଓ ଡିପ୍‌ଫେକ୍ ଉପରେ ଲାଗିବ ରୋକ, ସାବାଡ କରିବ ଗୁଗୁଲର ନୂଆ ଟୁଲ

ନୂଆଦିଲ୍ଲୀ: ଟେକ୍ନୋଲୋଜି ଆମ ଜୀବନରେ ଅନେକ କାର୍ଯ୍ୟକୁ ଅତି ସହଜ କରିଛି। ଦୈନନ୍ଦିନ କାର୍ଯ୍ୟ ସମାପ୍ତ କରିବାକୁ, ଆମେ ବିଭିନ୍ନ ପ୍ରକାରର ଟେକ୍ନୋଲୋଜିର ସାହାଯ୍ୟ ନେଇଥାଉ। ଟେକ୍ନୋଲୋଜି ଆମ ପାଇଁ ଯେତିକି ଲାଭଦାୟକ, ଏହାର ଅନେକ ଅସୁବିଧା ମଧ୍ୟ ରହିଛି। ଆଜିର ସମୟରେ, ସ୍ମାର୍ଟଫୋନ୍ ଏବଂ…

‘ସ୍ପେସ୍ ଷ୍ଟେସନ୍’ରୁ ଲିକ୍ ହେଉଛି ବାୟୁ, ଟେନସନରେ ନାସା!

ପୃଥିବୀଠାରୁ ୪୦୦ କିଲୋମିଟର ଦୂରରେ ପୃଥିବୀ ଚାରିପଟେ ବୁଲୁଥିବା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ଅନେକ ଚାଲେଞ୍ଜର ସମ୍ମୁଖୀନ ହୋଇଛି। ଖବର ଅନୁଯାୟୀ, ଆଇଏସ୍ଏସର ଋଷୀୟ ସେଗମେଣ୍ଚରୁ ଲଗାତାରା ବାୟୁ ଲିକ୍ ହେବାରେ ଲାଗିଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏଥିପାଇଁ ଚିନ୍ତିତ…

କେବେ ପ୍ରଥମେ ପୋଷାକ ପିନ୍ଧିଲା ମଣିଷ…ଆଉ କାହିଁକି?

ଭୁବନେଶ୍ବର: ଇତିହାସ କହୁଛି ଆମ ପୂର୍ବପୁରୁଷ ଆଦିମ ମାନବ । ସେମାନେ ପାଖରେ ନା ଘର ଥିଲା ନା ପିନ୍ଧିବାକୁ ବସ୍ତ୍ର । କିନ୍ତୁ ତାଙ୍କ ପାଖରେ ଜ୍ଞାନ କୌଶଳ ଥିଲା । ସମୟ ସହିତ ଖାପ ଖୁଆଇ ଚଳିବାର କୌଶଳ ତାଙ୍କୁ ମାଲୁମ ଥିଲା । ପରିବର୍ତ୍ତିତ ପ୍ରକୃତି ସହିତ ସେ ବିଭିନ୍ନ ଜିନିଷ ନିଜେ କରି…

ମିନି-ମୁନ୍ କଣ ? ଖୁବଶୀଘ୍ର ପୃଥିବୀକୁ ମିଳିବ ଦ୍ଵିତୀୟ ଚନ୍ଦ୍ର

ନୂଆଦିଲ୍ଲୀ: ଆମ ଆକାଶରେ ସୂର୍ଯ୍ୟ ଏବଂ ଚନ୍ଦ୍ର ହେଉଛନ୍ତି ସବୁଠାରୁ ଅନନ୍ୟ। ଆମର ଦିନ ଏବଂ ରାତି, ପର୍ବପର୍ବାଣି ସୂର୍ଯ୍ୟ-ଚନ୍ଦ୍ର ଉପରେ ଆଧାରିତ। ସୂର୍ଯ୍ୟ ସ୍ଥିର ଏବଂ ପୃଥିବୀ ଏହାର ଚତୁର୍ଦ୍ଦିଗରେ ବୁଲେ। ସେହିପରି ଚନ୍ଦ୍ର ପୃଥିବୀ ଚାରିପଟେ ବୁଲେ। ତେଣୁ ବିଜ୍ଞାନ ଭାଷାରେ ଏହାକୁ…

ମାଡି ଆସୁଛି ବିପଦ, ପୃଥିବୀକୁ ଧ୍ୱଂସ କରିବ ‘ଆପୋଫିସ୍’!

ନୂଆଦିଲ୍ଲୀ: ପୃଥିବୀ ଆଡ଼କୁ ମାଡି ଆସୁଛି ବିପଦ । ଏକ ବିଶାଳକାୟ ଗ୍ରହାଣୁ ପୃଥିବୀ ଆଡ଼କୁ ମାଡିଆସୁଛି। ଏହାର ମୁକାବିଲା ଲାଗି ବିଶ୍ୱର ସବୁ ଦେଶ ଏବେଠୁ ପ୍ରସ୍ତୁତି ଚଳାଇଛନ୍ତି। ଭାରତ ମଧ୍ୟ ଏଥିରେ ସାମିଲ ହୋଇଛି। ଇସ୍ରୋ ମୁଖ୍ୟ ଡ. ଏସ୍. ସୋମନାଥ ଏହି ଗ୍ରହାଣୁକୁ ନେଇ ଚିନ୍ତା ପ୍ରକଟ…

ଚନ୍ଦ୍ରରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ !

ନୂଆଦିଲ୍ଲୀ: ଚନ୍ଦ୍ରରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ! ଶକ୍ତିଶାଳୀ ଋଷ ଏହି ପରମାଣୁ ଶକ୍ତି ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛି। ଆଉ ଏହାକୁ ସମର୍ଥ କରିବ ଭାରତ ଓ ଚୀନ। ୨୦୩୫ ସୁଦ୍ଧା ଋଷ ଚନ୍ଦ୍ରରେ ଆଣବିକ ଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରୁଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…

ପୃଥିବୀ ପୃଷ୍ଠକୁ କେବେ ଫେରିବେ ସୁନୀତା ୱିଲିୟମ୍ସ ?

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠକୁ ଫେରିବାକୁ ଆହୁରି କିଛି ମାସ ଅପେକ୍ଷା କରିବେ ସୁନୀତା ୱିଲିୟମ୍ସ। ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ୍‌)ରେ ଦୀର୍ଘ ୮୦ ଦିନ ଧରି ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋରଙ୍କ…

ଭାରତର ଚନ୍ଦ୍ର ବିଜୟକୁ ବର୍ଷେ: ପ୍ରସ୍ତୁତ ଅଛି ଚନ୍ଦ୍ରଯାନ-୪ର ଡିଜାଇନ, ୫ ବର୍ଷରେ ଲଞ୍ଚ କରିବ ୭୦ ସାଟେଲାଇଟ

ବେଙ୍ଗାଲୁରୁ: ଆଜି ସାରା ଦେଶ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ। ଗତବର୍ଷ ଆଜିର ଦିନରେ ଜହ୍ନ ରାଇଜରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩। ଚଳିତବର୍ଷର ଥିମ୍ ରହିଛି- "Touching Lives while Touching the Moon: India's Space Saga." । ଭାରତର ଚନ୍ଦ୍ର ବିଜୟକୁ ଆଜି ବର୍ଷେ ପୂରଣ ହୋଇଛି।…

ଇସ୍ରୋର କାଉଣ୍ଟ ଡାଉନ ଆରମ୍ଭ, ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ ଇଓଏସ-୦୮

ଅମରାବତୀ: ଆକାଶ ଗବେଷଣା କ୍ଷେତ୍ରରେ ଇସ୍ରୋ ରଚିବ ଇତିହାସ। ଆଜି ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ ଇଓଏସ-୦୮ (EOS-08)। ଶ୍ରୀହରିକଟୋରୁ ସକାଳ ୮ଟା ୫୦ରେ ହେବ ଲଞ୍ଚିଂ। ପରିବେଶ ପାଣିପାଗ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ହେବ ସହାୟକ। ISRO ଆଜି (ଶୁକ୍ରବାର)ସକାଳେ…