Latest Odisha News

BREAKING NEWS

Browsing Category

Science

ଏହି ଟେକ୍ନୋଲୋଜିରେ ଇସ୍ରୋକୁ ମିଳିଲା ବଡ ସଫଳତା, ମହାକାଶକୁ ମନୁଷ୍ୟ ପଠାଇବା ହେବ ସହଜ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଦୀର୍ଘ ଦିନ ଧରି ଭାରତରୁ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ପାଇଁ କାର୍ଯ୍ୟ କରିଆସୁଛି। ସମ୍ପ୍ରତି ସରକାର ଏଥିପାଇଁ ମିଶନ ୨୦୪୦ ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯେତେବେଳେ ଗଗନଯାନ ସାହାଯ୍ୟରେ ଭାରତ ମଣିଷକୁ ମହାକାଶକୁ ପଠାଇବାରେ ସକ୍ଷମ…

ଶତ୍ରୁଙ୍କ ହୋସ୍ ଉଡେଇବ ଭାରତୀୟ ସେନାର’ଖଡଗ୍’ କାମିକାଜ୍ ଡ୍ରୋନ୍

ନୂଆଦିଲ୍ଲୀ: ଭାରତୀୟ ସେନା 'ଖଡଗ୍' କାମିକାଜ୍ ଡ୍ରୋନ୍ ବିକଶିତ କରିଛି। ଏହା ଗୁଇନ୍ଦା ଏବଂ ସର୍ଭିଲାନ୍ସ ଭୂମିକାରେ ନିୟୋଜିତ ହୋଇପାରିବ | ଅଧିକାରୀ କହିଛନ୍ତି ଯେ, ଏହି ଡ୍ରୋନ୍ ହେଉଛି ଏକ ହାଇ ସ୍ପିଡ୍ ଏବଂ କମ୍ ଓଜନ ବିଶିଷ୍ଟ ଡ୍ରୋନ୍ ଯାହା ପ୍ରତି ସେକେଣ୍ଡରେ ୪୦ମିଟର ବେଗରେ ଗତି କରିଥାଏ।…

ଏକ୍ସଏଆଇ : ଏଲୋନ୍ ମସ୍କ ଲଞ୍ଚ କଲେ ଅରୋରା, ସହଜରେ ତିଆରି ହେବ ଏଆଇ ପ୍ରତିଛବି

ନୂଆଦିଲ୍ଲୀ: ଏଲୋନ୍ ମସ୍କଙ୍କ କମ୍ପାନୀ ଏକ୍ସଏଆଇ ଅରୋରାକୁ ଲଞ୍ଚ କରିଛି । ଯାହାକି କମ୍ପାନୀର ଏଆଇ ପ୍ରତିଛବି ଜେନେରେଟର ଟୁଲ୍ ଅଟେ | ରିପୋର୍ଟ ଅନୁସାରେ, ଅରୋରା ନିକଟରେ ଲାଇଭ୍ ହୋଇଥିଲା କିନ୍ତୁ ପରେ କମ୍ପାନୀ ଏହାକୁ ଡାଉନ କରିଥିଲା । ଏବେ ପୁନର୍ବାର ଏହାକୁ ଲଞ୍ଚ କରିଦିଆଯାଇଛି | ଅରୋରା…

ମଙ୍ଗଳ ଗ୍ରହରେ ଜଳ ବିନା ଜୀବନ ସମ୍ଭବ କି? କ’ଣ କହୁଛି ବିଜ୍ଞାନ…

ଗତ କିଛି ବର୍ଷ ମଧ୍ୟରେ, ମଙ୍ଗଳ ଗ୍ରହରେ ଜଳର ଉପସ୍ଥିତି ଯୋଗୁଁ ଏହି ପ୍ରଶ୍ନ ଆହୁରି ଅଧିକ ପ୍ରତିଷ୍ଠିତ ହୋଇପାରିଛି। କିନ୍ତୁ ଜଳ ବିନା ମଙ୍ଗଳ ଗ୍ରହରେ ଜୀବନ ସମ୍ଭବ କି? ବିଜ୍ଞାନ ଆଧାରରେ ଏହି ପ୍ରଶ୍ନର ଉତ୍ତର ଜାଣିବା... ମଙ୍ଗଳ ଆମର ସୌର ଜଗତର ଚତୁର୍ଥ ଗ୍ରହ ଏବଂ ଏହାକୁ ରେଡ୍ ପ୍ଲାନେଟ୍…

ଦୁର୍ଘଟଣାରୁ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ପନ୍ତ

ନୂଆଦିଲ୍ଲୀ: ୨୦୨୨ ମସିହାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କର ଏକ କାର ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହେବାସହ କାରରେ ନିଆଁ ମଧ୍ଯ ଲାଗିଯାଇଥିଲା। ସେହି ସମୟରେ ତାଙ୍କୁ ଦୁଇ ଜଣ ଲୋକ ଉଦ୍ଧାର କରିଥିଲେ। ପନ୍ତ ତାଙ୍କ ଜୀବନ ରକ୍ଷା…

କାର୍ଗୋ ସ୍ପେସକ୍ରାଫ୍ଟ କଣ ? ସୁନିତା ୱିଲିୟମ୍ସଙ୍କୁ ବଞ୍ଚାଇ ପାରିବ କି ଏହି ମହାକାଶଯାନ…

ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ପ୍ରାୟ ୬ ମାସ ମହାକାଶରେ ବିତାଇଛନ୍ତି। ସେ ଜୁନ୍ ୫ ତାରିଖରୁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ଉପସ୍ଥିତ ଅଛନ୍ତି। ଏତେ ଦିନ ପର୍ଯ୍ୟନ୍ତ ମହାକାଶରେ ଥିବାରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି। ସମ୍ପ୍ରତି, ମହାକାଶରୁ…

ଦ୍ୱିଶତକ ସତ୍ୱେ ସେହ୍ୱାଗ ପୁଅ ଆର୍ଯ୍ୟବୀରଙ୍କୁ ଦେବେନି ସ୍ୱତନ୍ତ୍ର ଉପହାର

ନୂଆଦିଲ୍ଲୀ: ଭାରତୀୟ କ୍ରିିକେଟ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଏବେ ଚର୍ଚ୍ଚାରେ ରହିଛନ୍ତି । ଶୁକ୍ରବାର କୁଚ ବିହାର ଟ୍ରଫି କ୍ରିକେଟରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଆର୍ଯ୍ୟବୀର ମେଘାଳୟ ବିପକ୍ଷରେ ୨୯୭ ରନର ଚମକପ୍ରଦ ଇନିଂସ ଖେଳିଥିଲେ ।…

ଓଡିଶାର କଶିକା ମିଶ୍ର ଜିତିଲେ ଆଇଜିୟୁ ଟାଇଟଲ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଗଲ୍ଫ ଖେଳାଳି କଶିକା ମିଶ୍ର ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡିଆ ଭାବେ ଇଣ୍ଡିଆନ ଗଲ୍ଫ ୟୁନିୟନ ଚାମ୍ପିୟନଶିପରେ ଟାଇଟଲ ହାସଲ କରିଛନ୍ତି । ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ଏହା ଜେପି ଗ୍ରୀନରେ ଖେଳାଯାଇଥିଲା । ୧୫ରୁ ୧୮ ବର୍ଷ କାଟାଗୋରୀ ଏବଂ ସିନିୟର ଆମେଚର…

ରିଭର୍ସ ଏଜିଂ କଣ ? ସତରେ କଣ ଫେରିଆସେ କି ବୃଦ୍ଧାବସ୍ଥାରୁ ଯୌବନ ଅବସ୍ଥା…

ଆମେ ସମସ୍ତେ ବାର୍ଦ୍ଧକ୍ୟ ପ୍ରକ୍ରିୟା ଦେଇ ଗତି କରୁ। ସମୟ ସହିତ ଆମର ଚର୍ମ ଢିଲା ହୋଇଯାଏ, କେଶ ଧୂସର ହୋଇଯାଏ ଏବଂ ଆମର ଶାରୀରିକ ଦକ୍ଷତା ହ୍ରାସ ହୁଏ। କିନ୍ତୁ ଆପଣ ଜାଣନ୍ତି କି ବୈଜ୍ଞାନିକମାନେ ବର୍ତ୍ତମାନ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ଓଲଟାଇବାକୁ କାର୍ଯ୍ୟ କରୁଛନ୍ତି। ହଁ, ଏହା ସତ!…

କେବଳ ମସ୍ତିସ୍କ ନୁହେଁ, ବୃକକ୍ ବି ଗଚ୍ଛିତ କରେ ସ୍ମୃତି..

ଭୁବନେଶ୍ବର: ବିଜ୍ଞାନ କୁହେ, ଶରୀରର କମାଣ୍ଡର ବା ନିର୍ଦ୍ଦେଶକ ହେଉଛି ଆମ ମସ୍ତିସ୍କ । ଏହା ଆମ ଇନ୍ଦ୍ରିୟକୁ ପରିଚାଳିତ କରିଥାଏ । ଏଥିସହିତ ଇନ୍ଦ୍ରିୟ ଦ୍ବାରା ହେଉଥିବା କାର୍ଯ୍ୟକୁ ମଧ୍ୟ ମସ୍ତିସ୍କ ଗଚ୍ଛିତ କରି ରଖିଥାଏ । ମସ୍ତିସ୍କ ହିଁ ହେଉଛି ସେହି ଅଙ୍ଗ, ଯେଉଁଥିରେ ସବୁ ମେମୋରିଜ୍…