Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

୧୬ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ମୋହନ ସରକାର । ନିବନିଯୁକ୍ତି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଆୟୋଜିତ ସ୍ବତନ୍ତ୍ର…

ଉତ୍କଳ ବିଶ୍ଵବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା । ଏ ନେଇ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି। ପିଜି କାଉନସିଲ୍ ଅଫିସରେ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ର। ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା । କିନ୍ତୁ ଏକ ବିଭାଗରେ ଓ୍ବେଟିଂ ଲିଷ୍ଟରେ ମଧ୍ୟ ନାମ…

ରାଜ୍ୟରେ ଆରମ୍ଭ ହେଲା ‘ପିଏମ ଉଷା’

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପିଏମ୍ ଉଷା । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଗୁଣବତ୍ତା ବୃଦ୍ଧି କରିବା ପାଇଁ ଆଜି କୃଷି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ପିଏମ୍ ଉଷା ଯୋଜନା ଶୁଭାରମ୍ଭ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,…

ପୁଣି ସଂଶୋଧନ ହେବ ବିଶ୍ବବିଦ୍ୟାଳୟ ଆଇନ, ଫେରିବ ସିନେଟ୍

ଭୁବନେଶ୍ବର: ପୁଣି ସଂଶୋଧନ ହେବ ୨୦୨୦ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ୍ । ଗୃହରେ ବିଜେଡି ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ମନ୍ତ୍ରୀ କହିଛନ୍ତି, ପୁଣି ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ହେବ । ପୁରୁଣା…

ବୋର୍ଡ ଅଫିସ ଆଗରେ ଧାରଣା ଦେଲେ ଓଟିଇଟି ପରୀକ୍ଷାର୍ଥୀ

କଟକ: ବୋର୍ଡ ଅଫିସ ଆଗରେ ଧାରଣାରେ ବସିଲେ ଓଟିଇଟି ପରୀକ୍ଷାର୍ଥୀ । ଦାବି କଲେ ଗ୍ରେସ ମାର୍କ । ଚଳିତ ଓଟିଇଟି ପରୀକ୍ଷାରେ ଉପୁଜିଥିବା ସମସ୍ୟାକୁ ନେଇ ଆଜି କଟକ ବୋର୍ଡ ଅଫିସ ଆଗରେ ଓଟିଇଟି ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନାରାବାଜି କରିଛନ୍ତି । ବିଭିନ୍ନ ଜିଲ୍ଲାରୁ…

ଯୁକ୍ତ ୩ରେ ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ମନ୍ତ୍ରୀ ଦେଲେ ଖୁସି ଖବର

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷରେ ଯୁକ୍ତ ୩ ନାମଲେଖାରୁ ବଞ୍ଚିତ ହୋଇଯାଇଛିନ୍ତି କି? ତାହାଲେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପାଇଁ ଖୁସି ଖବର ଆଣିଛନ୍ତି ମନ୍ତ୍ରୀ । ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ଏନେଇ ପ୍ରେସମିଟ କରି ଉଚ୍ଚଶିକ୍ଷା ମନ୍ତ୍ରୀ…

ବଦଳିଲା ଯୁକ୍ତ-୨ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା: ଏଣିକି ୩୦ ନୁହେଁ ୨୪ ମାର୍କ ରଖିଲେ ପାସ୍

ଭୁବନେଶ୍ବର: ବଦଳିଲା ଯୁକ୍ତ ୨ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା । ଏଣିକି ୩୦ ନୁହେଁ ୨୪ ରଖିଲେ ପାସ୍ । । କାରଣ ଏବେ ଆଉ ୧୦୦ ମାର୍କର ପରୀକ୍ଷା ନହୋଇ ସବୁ ବିଷୟରୁ ୮୦ ମାର୍କର ପରୀକ୍ଷା ହେବ । କିଛି ଏମିତି ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ । କଳା, ବିଜ୍ଞାନ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ପାଇଁ ଚିଠି…

ଏନଆଇଆରଏଫ ରାଙ୍କିଂ; ଜାଣନ୍ତୁ କେଉଁ ସ୍ଥାନରେ ରହିଛି କେଉଁ ଅନୁଷ୍ଠାନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମୱାର୍କ (ଏନଆଇଆରଏଫ) ସୋମବାର ବିଭିନ୍ନ ବର୍ଗରେ ସମ୍ମାନଜନକ ରାଙ୍କିଂ ତାଲିକା ପ୍ରକାଶ କରିଛି। ଇଞ୍ଜିନିୟରିଂରେ ଭାରତୀୟ ରାଙ୍କିଂ ଅନୁଯାୟୀ, ଶ୍ରେଷ୍ଠ ୨୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ…

ନିଟ୍ ପୁନର୍ବାର ପରୀକ୍ଷାରେ ସୁପ୍ରିମକୋର୍ଟଙ୍କ ରାୟ: କିଛି ଏମିତି କହିଲେ ଶିକ୍ଷା ମନ୍ତ୍ରୀ…

ନୂଆଦିଲ୍ଲୀ: ଶୁକ୍ରବାର ନିଟ୍ ପୁନଃ ପରୀକ୍ଷା ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହା ପୂରା ଶିକ୍ଷା ବ୍ୟବସ୍ଥାର ଭୁଲ୍ ନୁହେଁ । ପ୍ରଶ୍ନପତ୍ର ଲିକ୍ ବଡଧରଣର ହୋଇନଥିବା କହି, ଏହା କେବଳ ପାଟନା ଓ ହଜାରୀବାଗରେ ଲିକ୍‌ ହୋଇଛି ବୋଲି କହିଛନ୍ତି କୋର୍ଟ । ଏହାସହିତ ପୁନଃ- ପରୀକ୍ଷା…