Latest Odisha News
Browsing Category

ତଥାପି ଅପେକ୍ଷା

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ପିହୁ ନିଖୋଜ ହେବା ପରଠୁ ‘ରାକ୍ଷୀ ପୁର୍ଣ୍ଣିମା’ ପାଳୁନାହାଁନ୍ତି ପରିବାର ଲୋକେ

ଯାଜପୁର: ଆସୁଛି ସ୍ନେହ,ଶ୍ରଦ୍ଧା, ଭଲପାଇବା ଓ ପବିତ୍ର ବନ୍ଧନର ପର୍ବ ରକ୍ଷା ବନ୍ଧନ ବା ରାକ୍ଷୀ ପୁର୍ଣ୍ଣିମା । ଏହା ପ୍ରତ୍ୟେକ ଭାଈ ଓ ଭଉଣୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପର୍ବ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଈ ହାତରେ ରାକ୍ଷୀ ବାନ୍ଧେ ।  ଭଉଣୀ ଯେତେ ଦୂରରେ ଥିଲେ ବି ଭାଈ ପାଖକୁ ଚାଲିଆସେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ 'ତଥାପି ଅପେକ୍ଷା' : ଭାଗ ୧ ଭୋର ପାଞ୍ଚଟା।ଅକ୍ଟୋବର ମାସ। ହାଲୁକା ଥଣ୍ଡା ପବନ ଦେହମନକୁ ଛୁଇଁ ଯାଉଥାଏ। ହାତଘଣ୍ଟା ନୁହେଁ, ମୋବାଇଲରେ ଦେଖିଦେଲେ ହେଲା। ଅମୃତା ବାହାରକୁ ବାହାରିବା ପୂର୍ବରୁ ଆଣ୍ଟିଙ୍କର ସମସ୍ତ କାମ ସାରିଦେଇଥାଏ।କାମରେ ସୁନିପୂଣା…