Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Odisha Police SI: ଓଡିଶା ପୋଲିସ ଏସଆଇ ଚାକିରୀ ଜାଲିଆତି ପଦାରେ ପଡ଼ିଲା, ୫, ୬ରେ ହେବାକୁ ଥିବା ଲିଖିତ ପରୀକ୍ଷା…

ଭୁବନେଶ୍ୱର: ସ୍ଥଗିତ ହେଲା ଓଡ଼ିଶାରେ ହେବାକୁ ଥିବା ପୋଲିସ SI ପରୀକ୍ଷା ଲିଖିତ ପରୀକ୍ଷା। ଆସନ୍ତା ଅକ୍ଟୋବର ୫ ଏବଂ ୬ ରେ ହେବାକୁ ଥିବା ପରୀକ୍ଷା ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ଆଗାମୀ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି । ତେବେ…

ପୁରୀରେ ହବିଷ୍ୟାଳୀ କେନ୍ଦ୍ରରେ ହେବେ ପୋଲିସ ମୁତୟନ

ପୁରୀ: ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଏହି ଅବସରରେ ପୁରୀରେ ବହୁ ମାତ୍ରାରେ ହବିଷ୍ୟାଳିମାନଙ୍କ ଆଗମନ ହେବା ସହିତ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେବ । ଏହାକୁ ଦୃଷ୍ଟିରେ ହବିଷ୍ୟାଳି ମାଆମାନଙ୍କ ପାଇଁ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା ସହ ସମସ୍ତ ହବିଷ୍ୟାଳି କେନ୍ଦ୍ରରେ ପୋଲିସ…

“ଆମେରିକା ଅଟକାଇଥିଲା…” ମୁମ୍ବାଇ ଆକ୍ରମଣକୁ ନେଇ ଚିଦମ୍ବରମଙ୍କ ବଡ଼ ସ୍ଵିକାରୋକ୍ତି, କହିଲେ, ‘୧୭…

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦମ୍ବରମ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ଏକ ବଡ ଖୁଲାସା କରିଛନ୍ତି । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସେ କହିଥିଲେ ଯେ ତତ୍କାଳୀନ ୟୁପିଏ ସରକାର ପ୍ରବଳ ଆନ୍ତର୍ଜାତୀୟ ଚାପରେ ଥିଲା।…

Asia Cup final drama: ‘ସେ ଟ୍ରଫି ନେଇ ପଳାଇଗଲେ’, ଭାରତ ଫେରିବା ପରେ, ଫାଇନାଲ ରାତିର ସତ ବଖାଣିଲେ…

ନୂଆଦିଲ୍ଲୀ: ଭାରତ ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍ ଜିତିଛି। ତଥାପି, ଟାଇଟଲ ଜିତିବା ସତ୍ତ୍ୱେ, ଟିମ୍ ଇଣ୍ଡିଆ ଏସିଆ କପ୍ ଟ୍ରଫି ସହିତ ଉତ୍ସବ ପାଳନ କରିପାରି ନଥିଲା କାରଣ ACC ଏବଂ PCB ମୁଖ୍ୟ ମୋହସିନ ନକଭି ତାଙ୍କ ସହିତ ଟ୍ରଫି ଏବଂ ପଦକ ନେଇଯାଇଥିଲେ। ଫଳସ୍ୱରୂପ, ଟିମ୍ ଇଣ୍ଡିଆକୁ…

Donald Trump’s Trade Battle: ଟ୍ରମ୍ପଙ୍କ ଟାରିଫ୍ ଛାଟ: ଭାରତ, ଚୀନ୍, ରୁଷ ଏବଂ ବ୍ରାଜିଲ୍ ମିଶି…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଏବେ ଆମେରିକା ଉପରେ ଓଲଟା ପ୍ରଭାବ ପକାଇଛି, କାରଣ ଆମେରିକୀୟ ମକା ଏବଂ ସୋୟାବିନ୍ କିଏ କିଣିବ ସେ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଟାରିଫ୍ ପରେ ଏବେ ଆମେରିକା ପ୍ରତି ଚୀନ୍, ରୁଷ, ବ୍ରାଜିଲ୍ ଏବଂ ଭାରତ କଠୋର ମନୋଭାବ ଗ୍ରହଣ କରିଛନ୍ତି।…

ଲଣ୍ଡନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା, ତଦନ୍ତ ଦାବି…

ଲଣ୍ଡନ: ଲଣ୍ଡନର ଟାଭିଷ୍ଟକ୍ ସ୍କୋୟାରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣା ଭାରତୀୟଙ୍କୁ ମର୍ମାହତ କରିଛି। ଏଥିସହିତ ଭାରତୀୟ ଉଚ୍ଚଆୟୋଗ ଏହି ଲଜ୍ଜାଜନକ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛି ଏବଂ ଏହାକୁ ଅହିଂସାର ନୀତି ଉପରେ ଆକ୍ରମଣ ବୋଲି କହିିଛି। ଏହି ଘଟଣା…

ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସଂପନ୍ନ

ଭୁବନେଶ୍ୱର: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ବାର୍ଷିକ ଛତର ଯାତ୍ରା ଆଡମ୍ବର ସହିତ ପାଳିତ ହୋଇଯାଇଛି। ଏଥିରେ ଆଖପାଖ ଅଞ୍ଚଳ ଏବଂ ପଡ଼ୋଶୀ ରାଜ୍ୟରୁ ମଧ୍ୟ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ। ଶତାବ୍ଦୀ ପୁରୁଣା ଏହି ପରମ୍ପରାରେ ବହୁ ସଂଖ୍ୟକ ପଶୁ ଏବଂ ପକ୍ଷୀଙ୍କୁ…

Trump’s Gaza plan: ‘ଆଶା କରୁଛି ଯୁଦ୍ଧ ଶେଷ ହେବ…’: ଗାଜା ଶାନ୍ତି ପ୍ଲାନ୍ ପାଇଁ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ସାକ୍ଷାତ ପରେ ଏହାକୁ ଏକ "ଐତିହାସିକ ଦିନ" ବୋଲି କହିଥିଲେ। ଟ୍ରମ୍ପ ତା'ପରେ ଗାଜା ସମ୍ପର୍କରେ ଏକ ୨୦-ସୂତ୍ରୀ ଚୁକ୍ତିନାମା ଉପସ୍ଥାପନ କରିଥିଲେ। ଯାହା ଗାଜାରେ ଶାନ୍ତି ଫେରାଇ ଆଣିବାକୁ…

ଟ୍ରମ୍ପଙ୍କ ଟାରିଫ ଧମାକା; ବିଦେଶୀ ଫିଲ୍ମ ଉପରେ ୧୦୦% ଶୁଳ୍କ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଆମେରିକୀୟ ଚଳଚ୍ଚିତ୍ର ଶିଳ୍ପ ଉପରେ ବିଦେଶୀ ଫିଲ୍ମର ପ୍ରାଦୁର୍ଭାବ ଥିବା ନେଇ ଉଲ୍ଲେଖ କରିଛନ୍ତି। ଏପରିକି ଏହା ଏକ ପିଲାଠାରୁ ମିଠା ଛଡ଼ାଇ ନେବା ପରି। ଏହି ଦୀର୍ଘକାଳୀନ ସମସ୍ୟାର ସମାଧାନ ପାଇଁ ଟ୍ରମ୍ପ ସମସ୍ତ…

କତାର ପ୍ରଧାନମନ୍ତ୍ରୀଙ୍କୁ ଆମେରିକାରେ କାହିଁକି ଭୁଲ ମାଗିଲେ ବେଞ୍ଜାମିନ ନେତାନ୍ୟାହୁ…

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ହ୍ୱାଇଟ୍ ହାଉସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ଅବସରରେ ସେ କତାର ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମଧ୍ୟ ମାଗିଥିଲେ। ଇସ୍ରାଏଲ ଏହି ମାସର ଆରମ୍ଭରେ ହମାସ ନେତାମାନଙ୍କୁ ଟାର୍ଗେଟ କରି…