Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

SAFF U17 Championship 2025 : ବାଂଲାଦେଶକୁ ମାତ୍ ଦେଇ ୭ମ ଥର ପାଇଁ ଟାଇଟଲ ହାସଲ କଲା ଭାରତ

ନୂଆଦିଲ୍ଲୀ: ୧୭ ବର୍ଷରୁ କମ୍ SAFF ଚାମ୍ପିଅନସିପ୍ ୨୦୨୫ରେ ଭାରତୀୟ ଦଳର ବାଜିମାତ୍ । କଲମ୍ବୋଠାରେ  ଖେଳାଯାଉଥିବା ଫାଇନାଲ ମୁକାବିଲାରେ ପେନାଲ୍ଟି ସୁଟଆଉଟରେ ବାଂଲାଦେଶକୁ ୪-୧ ଗୋଲରେ ପରାସ୍ତ କରି ଭାରତୀୟ ଫୁଟବଲ୍ ଦଳ ତା'ର ସପ୍ତମ SAFF U17 ଚାମ୍ପିଅନସିପ୍ ଟାଇଟଲ ଜିତିଛି। ଫାଇନାଲରେ…

Vijay Rally Stampede: ମୋର ହୃଦୟ ଭାଙ୍ଗି ଯାଇଛି…ରାଲିରେ ଦଳାଚକଟା ଉପରେ ଅଭିନେତା ବିଜୟଙ୍କ ଆସିଲା ପ୍ରଥମ…

ଚେନ୍ନାଇ: ଶନିବାର ତାମିଲନାଡୁର କରୁର ଜିଲ୍ଲାରେ ସାଉଥ୍ ସୁପରଷ୍ଟାର୍ ବିଜୟଙ୍କ ରାଲିରେ ଦଳାଚକଟା ଘଟିଛି । ଏବେ ସୁଦ୍ଧା ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ଓ ୫୦ ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ରାଲି ସମୟରେ ହୋଇଥିବା ଦଳାଚକଟାକୁ ନେଇ ଅଭିନେତା ବିଜୟଙ୍କ ପ୍ରଥମ…

୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

ପୁରୀ: ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁରୀ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୀ ନୀଳଚକ୍ର ନଗରର ସୁକାନ୍ତି ପଣ୍ଡା ଏବଂ ଜଳେଶ୍ବର ଅଞ୍ଚଳର ମହମ୍ମଦ ସାଜଦ୍ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା…

Permanent UNSC Seat: ଭାରତକୁ UNSCରେ ସ୍ଥାୟୀ ଆସନ ମିଳିବା ଉଚିତ…ଏହି ପଡ଼ୋଶୀ ଦେଶ କଲା ଖୋଲା ସମର୍ଥନ

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦ (UNGA)ର ୮୦ତମ ଅଧିବେଶନରେ ଭୁଟାନର ପ୍ରଧାନମନ୍ତ୍ରୀ ସେରିଂ ତୋବଗେ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ବିସ୍ତାର ପାଇଁ ସମର୍ଥନ କରିଛନ୍ତି । ତୋବଗେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିବର୍ତ୍ତିତ ବିଶ୍ୱ ବାସ୍ତବତାକୁ ଦୃଷ୍ଟିରେ ରଖି, ଭାରତ ଏବଂ ଜାପାନ ଭଳି…

ବିସ୍ଫୋରକ ଓ ବନ୍ଧୁକ ତିଆରି କାରଖାନାକୁ ଧ୍ବଂସ କଲେ ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ପୋଲିସକୁ ମିଳିଛି ବଡ ସଫଳତା । ସୁକମା ଜିଲ୍ଲାର ମେଟାଗୁଡା ଜଙ୍ଗଲରେ ଏକ ବଡଧରଣର ହମଲାକୁ ବିଫଳ କଲେ ଯବାନ ମାନେ । ଜଂଗଲରେ ନକ୍ସଲ ତିଆରି କରିଥିବା ବନ୍ଧୁକ କାରଖାନା ଚାଲିଥିଲା । ଏହି କାରଖାନାରେ ବାରୁଦ, ବନ୍ଧୁକ ତିଆରି କରିବା ସାମଗ୍ରୀ…

Stampede at Vijay’s rally: ସାଉଥ୍ ସୁପରଷ୍ଟାର୍ ବିଜୟଙ୍କ ରାଲିରେ ଦଳାଚକଟା:୩୦ରୁ ଅଧିକ ମହିଳା ଓ ଶିଶୁଙ୍କ…

ଚେନ୍ନାଇ: ତାମିଲନାଡୁର କରୁର ଜିଲ୍ଲାରେ ସାଉଥ୍ ସୁପରଷ୍ଟାର୍ ବିଜୟଙ୍କ ରାଲିରେ ଦଳାଚକଟା ଘଟି ୩୧ ଜଣଙ୍କର ମୃତ୍ୟୁ ହୋଇଛି। 'ତାମିଝାଗା ଭେଟ୍ରି କାଝଗମ୍’ (TVK) ନେତା ତଥା ଅଭିନେତା ବିଜୟ ଏହି ରାଲିର ଆୟୋଜନ କରିଥିଲେ। ରାଲି ସମୟରେ ଦଳାଚକଟା ହୋଇଥିଲା। ମୃତକଙ୍କ ମଧ୍ୟରେ ମହିଳା ଏବଂ…

ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ, ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍‌ । ଫଳରେ ଶନିବାର ସନ୍ଧ୍ୟା ସୁଦ୍ଧା ୬ଟି ଗେଟ୍‌ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି । ହୀରାକୁଦରେ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଥିବାବେଳେ ଶନିବାର କାଳେ ୪ଟି ଏବଂ ମଧ୍ୟାହ୍ନରେ ୬ଟି ଗେଟ୍‌ ବନ୍ଦ କରିଦିଆଯାଇଥିଲା ।…

ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, ଦ୍ବିତୀୟ ଥର ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ବାଲେଶ୍ଵର: ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ ଦ୍ବିତୀୟ ଥର ପାଇଁ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଶନିବାର କ୍ରାଇମବ୍ରାଞ୍ଚ ପକ୍ଷରୁ ବାଲେଶ୍ୱର ଏସଡିଜେମଙ୍କ କୋର୍ଟରେ ଦ୍ୱିତୀୟ ଥର ପାଇଁ ଚାର୍ଜସିଟ ଦାଖଲ କରାଯାଇଛି । ଏହା ପୂର୍ବରୁ ସେପ୍ଟେମ୍ବର…

ହାଣ୍ଡିଆ ଟିକକ ପାଇଁ ସ୍ତ୍ରୀକୁ ବାଡ଼େଇ ବାଡ଼େଇ ମାରିଦେଲା ସ୍ୱାମୀ

ମୟୂରଭଞ୍ଜ:ଘରେ ଥିବା ସାମାନ୍ୟ ହାଣ୍ଡିଆ ସବୁ ସ୍ତ୍ରୀ ପିଇ ଦେବାରୁ କାଠ ଫାଳିଆରେ ବାଡ଼େଇ ବାଡ଼େଇ ମାରିଦେଲା ସ୍ୱାମୀ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଉପରତାଳଡିହା ଗାଁରୁ ଆସିଛି ଅଭିଯୋଗ । ମୃତକ ହେଲେ ଗୁରୁ ପ୍ରସାଦ ସିଂଙ୍କ ସ୍ତ୍ରୀ ସୀତା ସିଂ । ସୂଚନାଯୋଗ୍ୟ ଯେ, ଗୁରୁପ୍ରସାଦ କାମରୁ…

ନକଲି ବିଦେଶୀ ମଦ କାରଖାନା ଠାବ ଘଟଣାରେ ବଡ଼ ଖୁଲାସା କଲେ ଅନୁଗୁଳ ଏସ୍‌ପି

ଅନୁଗୁଳ: ଅନୁଗୁଳ ସହରର ଶିକ୍ଷକପଡ଼ାରୁ ନକଲି ବିଦେଶୀ ମଦ କାରଖାନା ଠାବ ଘଟଣା। ଏହି ପ୍ରସଙ୍ଗରେ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ବଡ଼ ଖୁଲାସା କରିଛନ୍ତି। ଅନୁଗୁଳ ପୋଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ଚଢ଼ାଉ କରି ବଡ଼ ଧରଣର ନକଲି ମଦ କାରଖାନା ଠାବ କରିଛି ବୋଲି ସେ କହିଛନ୍ତି। ବିଭିନ୍ନ…