Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଧବଳେଶ୍ୱରଙ୍କ ପୀଠରେ ନଭେମ୍ବର ୩ରେ ବଡ଼ଓଷା..୫ରେ ଡ଼ଙ୍ଗା ଭସା

କଟକ: କଟକର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ନଭେମ୍ବର ୩ ସୋମବାର ବଡ଼ଓଷା ପାଳନ ହେବ । ନଭେମ୍ବର ୪ ମଙ୍ଗଳବାର ସକାଳୁ ଗଜଭୋଗ ବିତରଣ କରାଯିବ। ନଭେମ୍ବର ୧ରୁ ୫ ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯିବ । ଏନେଇ ଧବଳେଶ୍ୱର ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।…

ନାବାଳକର ଦୁଃସାହାସ! ବିମାନ ଚକରେ ବସି କାବୁଲରୁ ଆସିଲା ଭାରତ

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ଅନେକ ଥର ବିମାନରେ ଯାତ୍ରା କରିଥିବେ। କିନ୍ତୁ ଆପଣ କେବେ ବିମାନର ଚକରେ କୌଣସି ବ୍ୟକ୍ତିଙ୍କୁ ବସି ଯାତ୍ରା କରୁଥିବା ଦେଖିଛନ୍ତି କି ? ଯଦିଓ ଜଣେ ବ୍ୟକ୍ତି ଏପରି କରିବାକୁ ଚାହିଁବ ତେବେ ସେ ଖୋଲା ଆକାଶରେ ପଡିଯିବାର ଭୟ ରହିବ। ୩୦ ହଜାର ଫୁଟ ଉଚ୍ଚରେ ୧…

ପ୍ରଶ୍ନପତ୍ର ଲିକ୍ ରୋକିବାକୁ ସରକାର ନେଲେ ବଡ ପଦକ୍ଷେପ

ଭୁବନେଶ୍ୱର: ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣା ଅନେକ ସମୟରେ ଚର୍ଚ୍ଚାରେ ରହୁଛି । ପ୍ରଶ୍ନପତ୍ର ଲିକ୍ କାରଣରୁ ଛାତ୍ରଛାତ୍ରୀ ନିରାଶ ହେଉଛନ୍ତି । ନିଯୁକ୍ତି ପରୀକ୍ଷା ବିଭ୍ରାଟ ରୋକିବାକୁ ସରକାର ଏବେ ଏହାର ସମାଧାନର ବାଟ ବାହାର କରିଛନ୍ତି । ପରୀକ୍ଷା ପରିଚାଳନା କରୁଥିବା…

୮୫ କୋଟି ଟଙ୍କାରେ ରାଇରଙ୍ଗପୁରରେ ହେବ ନୂଆ ଆୟୁର୍ବେଦିକ କଲେଜ

ଭୁବନେଶ୍ୱର: ଆୟୁର୍ବେଦ ହେଉଛି, ସାରା ବିଶ୍ବକୁ ଭାରତର ଏକ ଅମୂଲ୍ୟ ଅବଦାନ। ଆମ ଉଦ୍ଦେଶ୍ୟ ହେଉଛି ଆୟୁର୍ବେଦକୁ କେବଳ ଏକ ଚିକିତ୍ସା ପ୍ରଣାଳୀ ନୁହେଁ ବରଂ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଆମର ଜ୍ଞାନ ଓ ଦାର୍ଶନିକ ଦୃଷ୍ଟିକୋଣକୁ ଉପସ୍ଥାପିତ କରିବା। ରାଜ୍ୟସ୍ତରୀୟ ଜାତୀୟ ଆୟୁର୍ବେଦ ଦିବସ…

Odia Signboard: ଓଡ଼ିଆରେ ନାମ ଫଳକ ନ ଲେଖିଲେ ହେବ ମୋକଦ୍ଦମା, ହୋଇଯାଆନ୍ତୁ ସାବଧାନ!

ଭୁବନେଶ୍ୱର: ଓଡ଼ିଆରେ ନାମଫଳକ ନ ଲେଖିଥିଲେ ସାବଧାନ୍ । ଆପଣଙ୍କ ନାଁରେ ରୁଜୁ ହୋଇପାରେ ମାମଲା । ଓଡ଼ିଆରେ ନାମ ଫଳକ ନଲେଖିଲେ ହେବ ମୋକଦ୍ଦମା। ଖିଲାପକାରୀ ୧୦୦ ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କ ନାଁରେ ହେବ ମୋକଦ୍ଦମା। ୧୬୦୬ ପ୍ରତିଷ୍ଠାନକୁ ଓଡ଼ିଆରେ ନାମଫଳକ ଲେଖା ନ ଥିବାରୁ ନୋଟିସ୍…

କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ବଡ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ ବଡ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଯେ, କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ । ଆଜି ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ମନ୍ତ୍ରୀ । ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ…

ବିଜେଡିର ପ୍ରତିବାଦ; ବିକ୍ଷୋଭକାରୀଙ୍କ ଉପରକୁ ପୋଲିସର ପାଣି ମାଡ଼

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି । ଏ ନେଇ ବିଧାନସଭା ସମ୍ମୁଖରେ ଜୋରଦାର୍‌ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏହି ସମୟରେ ବିଜେଡି କର୍ମୀ ୨ଟି ବ୍ୟାରିକେଡ ଭାଙ୍ଗିଥିବବା ଦେଖିବାକୁ ମିଳିଛି।…

Odisha Assembly: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେଡି ସଦସ୍ୟଙ୍କ ହୋହଲ୍ଲା, ନାରାବାଜି। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ପ୍ରତିବାଦ। ବିଜେଡି ଗୃହ ଚଳାଇ ଦେଉ ନଥିବା ଅଭିଯୋଗରେ କଂଗ୍ରେସର ପ୍ରତିବାଦ। ବାଚସ୍ପତିଙ୍କ…

Encounter: ଏନକାଉଣ୍ଟରରେ ଦୁଇ ଟପ୍ ମାଓ କମାଣ୍ଡର ନିହତ; ମୁଣ୍ଡରେ ଥିଲା ୮୦ଲକ୍ଷ ପୁରସ୍କାର

ରାୟପୁର: ବସ୍ତରରେ ନକ୍ସଲମାନଙ୍କ ବିରୁଦ୍ଧରେ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି। ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତରେ ଥିବା ଅବୁଝମାଡ ଜଙ୍ଗଲରେ ସୋମବାର ଏକ ବଡ଼ ଧରଣର ନକ୍ସଲ ଏନକାଉଣ୍ଟର ହୋଇଥିଲା।ଏହି ଏନକାଉଣ୍ଟରରେ ଦୁଇ ଜଣ ବରିଷ୍ଠ ନକ୍ସଲ କମାଣ୍ଡର ନିହତ ହୋଇଥିଲେ। ପ୍ରତ୍ୟେକ…

ଭୂସ୍ଖଳନ ଯୋଗୁଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେଲା କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ; ଏପଟେ ବଣ୍ଡାଘାଟିକୁ…

ମାଲକାନଗିରି:ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ମାଙ୍କଡ଼ଝୋଲା ଝରଣା ନିକଟରେ ଭୂସ୍ଖଳନ । ମାଙ୍କଡ଼ ଝୋଲା ଠାରୁ ମୁଦୁଲିପଡା ବଣ୍ଡାଘାଟିକୁ ଯାଇଥିବା ମୁଖ୍ୟ ରାସ୍ତାରୁ ଅତଡା ଖସି ବଣ୍ଡାଘାଟିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଖଇରପୁଟ ବିଡିଓ  ,ତହସିଲଦାର ନ…