Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଇଆରଟିଏସ ଅଧିକାରୀ କୌସ୍ତୁଭ ବାଣିଜ୍ୟ ଏବଂ ପରିବହନ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ଭାରତୀୟ ରେଳ ଟ୍ରାଫିକ୍ ସେବା (ଆଇଆରଟିଏସ) ଅଧିକାରୀ କୌସ୍ତୁଭ ଦୀପ୍ତ ପାଣିଙ୍କୁ ବାଣିଜ୍ୟ ଏବଂ ପରିବହନ ବିଭାଗର ଯୁଗ୍ମ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ମଙ୍ଗଳବାର ଜାରି ଏକ ବିଜ୍ଞପ୍ତି ଅନୁଯାୟୀ,…

‘Mera Joota Hai Japani’ in Moscow: ହିନ୍ଦୀ ଗୀତର ଫ୍ୟାନ୍ ହେଲେ ପୁଟିନ୍!, ବିଜୟ ଦିବସରେ ବାଜିଲା ‘ମେରା…

ନୂଆଦିଲ୍ଲୀ: ଭାରତ ଏବଂ ରୁଷର ବନ୍ଧୁତାକୁ ସଂଯୋଗ କରୁଥିବା ଅନେକ ଜିନିଷ ଅଛି। ଯାହା ଉପରେ ଉଭୟ ଦେଶର ଲୋକମାନେ ଗର୍ବ କରିପାରିବେ। ଦୁଇ ଦେଶ ମଧ୍ୟରେ ହଜାର ହଜାର କିଲୋମିଟର ଦୂରତା ଅଛି। ତଥାପି, ଉଭୟ ଦେଶ ବନ୍ଧୁତାର ଏତେ ପତଳା ସୂତ୍ରରେ ବାନ୍ଧି ହୋଇଛନ୍ତି, ଯାହାକୁ ଅନେକ ପଶ୍ଚିମ ଦେଶ ପସନ୍ଦ…

ସଚିବାଳୟ କ୍ୟାଡର୍‌ ସହ ସମାନ ହେବେ ଓପିଏସ୍‌ସି କର୍ମଚାରୀ, ତୁରନ୍ତ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସଚିବାଳୟ କ୍ୟାଡର୍‌ ସହ ସମାନ ହେବେ ଓପିଏସ୍‌ସି କର୍ମଚାରୀ। କାରଣ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର କର୍ମଚାରୀଙ୍କ କାମ ରାଜ୍ୟ ସଚିବାଳୟ କର୍ମଚାରୀଙ୍କଠାରୁ କିଛି କମ୍‌ ନୁହେଁ। ଓପିଏସ୍‌ସି ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପରିଚାଳନା କରିଥାଏ। ଚାକିରି ତଥା ନିଯୁକ୍ତି କ୍ଷେତ୍ରରେ…

Clean Air Programme: ପ୍ରଦୂଷଣ ରୋକିବା ପାଇଁ ସରକାର ଆରମ୍ଭ କରିବେ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ: ପ୍ରଥମେ ସଫା ହେବ…

ଭୁବନେଶ୍ୱର: ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP)ର ସଫଳତା ପରେ, ଓଡ଼ିଶା ସରକାର ରାଜ୍ୟର ୧୨ଟି ସହରକୁ ନେଇ ଏକ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (SCAP) ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ଶିଳ୍ପ କେନ୍ଦ୍ର, ଯେଉଁଥିରେ ଝାରସୁଗୁଡ଼ା, ବ୍ରଜରାଜନଗର,…

୯୧୩ଟି ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟିତ

ଭୁବନେଶ୍ବର: ରାଜ୍ୟରେ ଉଦଘାଟନ ହେଲା ନବନିର୍ମିତ ୯୧୩ଟି ଅଙ୍ଗନବାଡ଼ି କେନ୍ଦ୍ର । ସମସ୍ତ କେନ୍ଦ୍ରକୁ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ଡବ୍ଲୁସିଡିର ସମ୍ମିଳନୀ କକ୍ଷଠାରେ ଆଭାସୀ ମାଧ୍ୟମରେ ଏହାକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ । ଏଥିମଧ୍ୟରେ ରହିଛି ଅନୁଗୁଳର…

ITR ଫାଇଲ କରୁଥିବା ଲୋକଙ୍କ ପାଇଁ ବଡ଼ ଆଶ୍ୱସ୍ତି, ବଢିଲା ଆୟକର ରିଟର୍ଣ୍ଣ ଅବଧି

ନୂଆଦିଲ୍ଲୀ: ଆଇଟିଆର୍ ଫାଇଲ କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତି ଖବର। ଆୟକର ବିଭାଗ ଆଇଟିଆର୍ ଫାଇଲ୍ କରିବାର ଶେଷ ତାରିଖକୁ ଗୋଟିଏ ଦିନ ବୃଦ୍ଧି କରିଛି। ଅର୍ଥାତ୍, ଆପଣ ୧୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଫାଇଲ୍ କରିପାରିବେ। ଏହାର ବିଜ୍ଞପ୍ତିରେ, ବିଭାଗ କହିଛି ଯେ ଆୟକର…

Indian Railways: ଅକ୍ଟବର ପହିଲାରୁ ରେଳବାଇ ନିୟମରେ ବଡ଼ ପରିବର୍ତ୍ତନ, ସାଧାରଣ ଟିକେଟ ବୁକିଂ ବେଳେ ଆଧାର କାର୍ଡ…

ନୂଆଦିଲ୍ଲୀ: ଅନଲାଇନରେ ରେଳ ଟିକେଟ ବୁକିଂ ପାଇଁ ଥିବା ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ୧ ଅକ୍ଟୋବର ଠାରୁ, ଯେକୌଣସି ଟ୍ରେନ ପାଇଁ ଅନଲାଇନ୍ ବୁକିଂ ଖୋଲିବାର ପ୍ରଥମ ୧୫ ମିନିଟ୍ ମଧ୍ୟରେ କେବଳ ଆଧାର-ପ୍ରମାଣିତ ଉପଭୋକ୍ତାମାନେ IRCTC ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ସାଧାରଣ…

ଶ୍ରୀମନ୍ଦିର ବାଇଶି ପାହାଚରେ ପଡ଼ି ମହିଳା ମୃତ

ପୁରୀ: ପିଣ୍ଡ ଦାନ କରିବାକୁ ଆସି ଶ୍ରୀମନ୍ଦିର ବାଇଶି ପାହାଚରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ନୟାଗଡ଼ ଜିଲ୍ଲା ବାଇଗିଣିଆ ଅଞ୍ଚଳର ଚୈତନ୍ୟ ସାହୁଙ୍କ ପତ୍ନୀ ମଞ୍ଜୁଲତା ସାହୁ । ସେ ପିତୃପକ୍ଷ ପିଣ୍ଡଦାନ କରିବା ନିମନ୍ତେ ଶ୍ରୀମନ୍ଦିରକୁ ଆସି ବାଇଶି ପାହାଚରେ…

Kim Jong Un: ଟିଭିରେ ବିଦେଶୀ ଶୋ’ ଦେଖିଲେ ମିଳିବ ମୁତ୍ୟୁଦଣ୍ଡ!

ନୂଆଦିଲ୍ଲୀ: ନିଷ୍ଠୁର ହେବାରେ ଲାଗିଛନ୍ତି କିମ୍ ଜୋଙ୍ଗ ସରକାର । ଦିନକୁ ଦିନକୁ ଉତ୍ତର କୋରିଆରେ ଲୋକଙ୍କ ଉପରେ ସର୍ବୋଚ୍ଚ ନେତା କିମ୍ ଜଙ୍ଗ-ଉନଙ୍କ ଅତ୍ୟାଚାର ନିରନ୍ତର ବୃଦ୍ଧି ପାଉଛି । ଏହାରି ଭିତରେ ଏବେ ଜାତିସଂଘ ରିପୋର୍ଟରେ ଉନ୍ ସରକାରଙ୍କ ଆଉ ଏକ ନିଷ୍ଠୁରତା ପଦାକୁ ଆସିଛି ।…

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

ଭୁବନେଶ୍ବର: ଅସୁସ୍ଥ ହୋଇ ହସ୍ପିଟାଲ୍‌ ରେ ଭର୍ତ୍ତି ହେଲେ ଓଲିଉଡ୍‌ ର ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । କିଛି ଦିନ ହେବ ଜ୍ବର ଏକ କଫ ଜନିତ ସମସ୍ୟାରେ ପୀଡିତ ଥିଲେ । ଫୁସଫୁସ୍‌ ସଂକ୍ରମଣଜନୀତ ସମସ୍ୟା ପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିବା ଡାକ୍ତରମାନେ ପ୍ରାଥମିକ ଭାବେ ସୂଚନା…