Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Puri Srimandir: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିବାରୁ ମହାସ୍ନାନ ହେବ। ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ ହେଉଛି। ବଡ଼ ମହାସ୍ନାନ ଯୋଗୁଁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି। ପାଖାପାଖି ଘଣ୍ଟାଏ ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। । ଶ୍ରଦ୍ଧାଳୁମାନେ…

Vice Presidential election: ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ବିରତ ନେଇ ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ଭାରତର ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ। ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟଗ୍ରହଣ। ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି କରାଯାଇ ଫଳ ଘୋଷଣା କରାଯିବ। ହେଲେ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଏବେ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। କାରଣ…

ସୋସିଆଲ୍ ମିଡିଆ ଉପରୁ ବ୍ୟାନ ହଟାଇଲେ ନେପାଳ ସରକାର

କାଠମାଣ୍ଡୁ: ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର। ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ପରେ ନିଷ୍ପତ୍ତି ନେଲେ ସରକାର। ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବେ ନାହିଁ ବୋଲି ସୂଚନା ମିଳିଛି। ସୋସିଆଲ୍ ମିଡିଆ ବ୍ୟାନ୍‌ ବିରୋଧରେ କାଠମାଣ୍ଡୁରେ…

Weather Update: ପୁଣି ଆସୁଛି ଆଉ ଏକ ଲଘୁଚାପ, ୧୩ ଯାଏ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ଵର : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଏହାରି ଭିତରେ ପୁଣି ଆସୁଛି ଆଉ ଏକ ଲଘୁଚାପ । ଫଳରେ ୧୦ରୁ ବଢିବ ବର୍ଷାର ପରିମାଣ। ୧୩ ଓ ୧୪ ତାରିଖ ବେଳକୁ କେନ୍ଦ୍ରୀୟ ତଥା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ଅଧିକ ପ୍ରଭାବ ଦକ୍ଷିଣ…

ବିଜେଡିର ନବନିଯୁକ୍ତ ଯୁବ ଛାତ୍ର ସଭାପତିଙ୍କ ଦାୟିତ୍ୱ ଗ୍ରହଣ; ନବୀନ ପଟ୍ଟନାୟକଙ୍କୁ ପୁଣି ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର:ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିକଟରେ ମନୋନୀତ ହୋଇଥିବା ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାପତି ଇପ୍ସିତା ସାହୁ ଆଜି ଶତାଧିକ ଯୁବ ଛାତ୍ର କର୍ମୀଙ୍କ ସହ ଏକ ପଟୁଆରରେ ଆସି ଶଙ୍ଖ ଭଵନରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଶଙ୍ଖ ଭଵନରେ ଦୁଇ ନେତାଙ୍କୁ…

ନେପାଳରେ ହିଂସା; ଭାରତ ସୀମାରେ ହାଇ ଆଲର୍ଟ 

ନୂଆଦିଲ୍ଲୀ: ନେପାଳ ସରକାର ୨୬ରୁ ଅଧିକ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଯୁବପିଢି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୋମବାର ସନ୍ଧ୍ୟାରେ ନେପାଳ-ଭାରତ ସୀମା ଅନ୍ତର୍ଗତ ଝାପା ଜିଲ୍ଲାର ବିର୍ତା ମୋଡରେ ଏକ ବଡ଼ ଧରଣର ହିଂସାତ୍ମକ କାଣ୍ଡ ଘଟିଥିବା ସୂଚନା ମିଳିଛି।…

ଆତଙ୍କବାଦୀ ଆକ୍ରମଣ, ବସ୍ ଉପରେ ଆଖିବୁଜା ଗୁଳିଚାଳନା; ୬ ମୃତ , ୧୫ ଆହତ

ନୂଆଦିଲ୍ଲୀ:ଇସ୍ରାଏଲର ଜେରୁସେଲମରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣ ସମୟରେ ଏକ ବସ୍ କୁ ଟାର୍ଗେଟ କରାଯାଇଥିଲା। ସୋମବାର ଜେରୁସେଲମର ରାମୋଟ୍ ଜଙ୍କସନରେ ଏକ ବସ୍ ଷ୍ଟପରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଗୁଳିକାଣ୍ଡରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ୧୫ ଜଣ ଆହତ…

Women’s Asia Cup Gongshu 2025: ଭାରତୀୟ ଦଳ ସିଙ୍ଗାପୁରକୁ ୧୨-୦ ପରାସ୍ତ କରି ସୁପର -୪ରେ ମାରିଲା ଏଣ୍ଟ୍ରି

ନୂଆଦିଲ୍ଲୀ: ସିଙ୍ଗାପୁର ବିପକ୍ଷରେ ୧୨-୦ ଗୋଲରେ ବିଜୟ ହାସଲ କରି ଭାରତୀୟ ମହିଳା ହକି ଦଳ, ଚୀନରେ ଆୟୋଜିତ ମହିଳା ଏସିଆ କପ୍ ୨୦୨୫ (Women’s Asia Cup 2025)ର ସୁପର ୪ରେ ନିଜ ସ୍ଥାନ ପକ୍କା କରିଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ପାଇଁ କେବଳ ୨ ଜଣ ଖେଳାଳି ୬ଟି ଗୋଲ ଦେଇଛନ୍ତି । ଦଳର ଷ୍ଟାର…

ଖୁବଶୀଘ୍ର ସ୍ୱଦେଶୀ କାବେରୀ ଇଞ୍ଜିନକୁ LCA ତେଜସରେ କରାଯିବ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତର ମହାକାଶ ଜଗତରେ ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛି । DRDO ସୂତ୍ର ଅନୁସାରେ, ସ୍ୱଦେଶୀ କାବେରୀ ଇଞ୍ଜିନକୁ ଖୁବ୍ ଶୀଘ୍ର ଲାଇଟ କମ୍ବେଟ ଇଞ୍ଜନ (LCA) ତେଜସରେ ପରୀକ୍ଷଣ କରାଯିବ । ଏହା ପ୍ରଥମ ଥର ହେବ ଯେତେବେଳେ ଭାରତର ନିଜସ୍ୱ ବିକଶିତ ଇଞ୍ଜିନକୁ ବିମାନରେ ପରୀକ୍ଷଣ…

ଏନଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ, ଜମ୍ମୁ-କଶ୍ମୀର ସମେତ ୫ଟି ରାଜ୍ୟର ୨୨ ସ୍ଥାନରେ ଚଢ଼ାଉ

ଶ୍ରୀନଗର: ସୋମବାର ସକାଳୁ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚଢାଉ କରିଛି । ଏହା ସହିତ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଚଢାଉ କରାଯାଉଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦେଶର ପ୍ରାୟ ୨୨ଟି ସ୍ଥାନରେ ଚଢାଉ କରାଯାଇଛି । ଏହି ସମସ୍ତ ମାମଲା ଆଭ୍ୟନ୍ତରୀଣ…