Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଠକେଇ-ବ୍ଲାକ୍‌ମେଲିଂ ଘଟଣା:ଉତ୍ତରାଖଣ୍ଡରୁ ୨ ଅଭିଯୁକ୍ତ ଗିରଫ, ଅଜଣା ଲିଙ୍କ୍ ଉପରେ କ୍ଲିକ୍ ନ କରିବା ପାଇଁ…

ସମ୍ବଲପୁର:ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏନେଇ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ମୁକେଶ କୁମାର ଭାମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ପୋଲିସ…

ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ଗିରଫ;ଆୟ ବହିର୍ଭୂତ ସମ୍ପତ୍ତି ନେଇ ତଦନ୍ତ ଚଳାଇଛି ଭିଜିଲାନ୍ସ

କଟକ:ଲାଞ୍ଚ ନେବା ଅଭିଯୋଗରେ ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ । ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ। ଅଫିସ ଗାଡ଼ିରେ ବିଲ ପାସ୍‌ ଟଙ୍କା ନେଇ ଘରକୁ ଯାଉଥିଲାବେଳେ ରାସ୍ତାରେ ଧରିଥିଲା…

ସରକାରୀ କାର୍ଯ୍ୟାଳୟର ସାଇନବୋର୍ଡରେ ସଂଶୋଧିତ ବନାନ ୭ଦିନ ଭିତରେ ସାରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ ଭାବେ ବ୍ୟବହାର ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।…

ସବଜେଲରେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ;ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ପରିବାର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସବ ଜେଲରେ ଜଣେ ବିଚାରଧୀନ କଏଦୀ (UTP)ଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ମୃତକ ହେଉଛନ୍ତି ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ତାଙ୍କଲା ସାହିର ରୁନା ବଡ଼ ରଇତ(୩୧)। ଅଗଷ୍ଟ ୧୦ ତାରିଖରେ ଏକ ପୋସ୍କୋ କେସ ଅଭିଯୋଗରେ ରାୟଗଡ ପୋଲିସ…

Odisha e-detection system:ସ୍ୱୟଂଚାଳିତ ଭାବେ ଇ-ଚାଲାଣ କଟିବ;ରାସ୍ତାକୁ ବାହାରିବା ପୂର୍ବରୁ PUCC ଓ ବୀମା ଯାଞ୍ଚ…

ଭୁବନେଶ୍ବର:ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUCC)କିମ୍ବା ବୀମା ନଥିଲେ ଏବେ ଆଉ ବର୍ତ୍ତି ପାରିବେ ନାହିଁ । ରାଜ୍ୟରେ ସେପ୍ଟେମ୍ବର ୧ ରୁ ଇ-ଡିଟେକ୍ସନ୍ ସିଷ୍ଟମ୍ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUCC), ଫିଟନେସ୍, ରୋଡ୍ ଟ୍ୟାକ୍ସ ଏବଂ ବୈଧ ବୀମା…

Building collapses in Delhi: ଭୁଶୁଡ଼ିଲା କୋଠା; ଅନେକ ଫସିଥିବା ଆଶଙ୍କା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଅନ୍ତର୍ଗତ ସତ୍ୟ ନିକେତନ ଅଞ୍ଚଳରୁ ଏକ ବଡ଼ ଧରଣର ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ସେଠାରେ ହଠାତ୍ ଏକ  ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ସତ୍ୟ ନିକେତନ…

ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କଠାରୁ ଅଟଳ ବିହାରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ନାଗରମଲ୍ଲ ବାଜୋରିଆ ଆଉ…

ପାଟନା: ଭାରତୀୟ ନିର୍ବାଚନ ଇତିହାସରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା ପ୍ରସିଦ୍ଧ ବ୍ୟକ୍ତିତ୍ୱ ନାଗରମଲ୍ଲ ବାଜୋରିଆ, ଯିଏ 'ଧର୍ତିପକଡ଼' ଭାବରେ ସାରା ଦେଶରେ ପରିଚିତ ଥିଲେ, ୯୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ବିହାରର ଭାଗଲପୁର ନିବାସୀ ଏହି ବ୍ୟବସାୟୀ ଜଣେ କିମ୍ବଦନ୍ତୀ ନିର୍ବାଚନ…

ଇଣ୍ଡୋନେସିଆରେ ଜ୍ୱାଲାମୁଖୀ ବିସ୍ଫୋରଣର କାୟା: ଆକାଶରେ ୫୦ ହଜାର ଫୁଟ ପର୍ଯ୍ୟନ୍ତ ଛାଇଗଲା କଳା ପାଉଁଶର ମେଘ

ଜାକର୍ତ୍ତା: ପ୍ରକୃତିର ରୌଦ୍ରରୂପ ଦେଖିବାକୁ ମିଳିଛି ଇଣ୍ଡୋନେସିଆରେ । ଦେଶର ଜାଭା ଏବଂ ସୁମାତ୍ରା ଦ୍ୱୀପପୁଞ୍ଜ ମଧ୍ୟରେ ଅବସ୍ଥିତ ପ୍ରସିଦ୍ଧ ‘ଅନାକ କ୍ରାକାଟୋଆ’ ଜ୍ୱାଲାମୁଖୀରେ ଏକ ଭୀଷଣ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ପରେ ଆକାଶରେ ପ୍ରାୟ ୫୦ ହଜାର ଫୁଟ (୧୫ କିଲୋମିଟର) ଉଚ୍ଚତା…

ବିଶ୍ୱ ବଜାରରେ ହଲଚଲ: ଆମେରିକା ଏବଂ କାନାଡ଼ାରୁ ୮୬ ଟନ୍ ସୁନା ଲଣ୍ଡନ ସ୍ଥାନାନ୍ତର କଲା ନେଦରଲ୍ୟାଣ୍ଡ୍ସ

ଆମଷ୍ଟରଡାମ୍: ବିଶ୍ୱବ୍ୟାପୀ ବଢ଼ୁଥିବା ଭୂରାଜନୈତିକ ଅସ୍ଥିରତା, ବାଣିଜ୍ୟ ଯୁଦ୍ଧ ଏବଂ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କର ସୁନା ଭଣ୍ଡାରକୁ ସୁରକ୍ଷିତ ସ୍ଥାନକୁ ଆଣିବା ଆରମ୍ଭ କରିଛନ୍ତି । ଫ୍ରାନ୍ସ ଏବଂ ଜର୍ମାନୀ ପରେ ଏବେ ନେଦରଲ୍ୟାଣ୍ଡ୍ସ ମଧ୍ୟ ଏକ ବଡ଼ ପଦକ୍ଷେପ…

ପଶ୍ଚିମ ଏସିଆରେ ବଢ଼ୁଛି ଯୁଦ୍ଧ ଜ୍ୱାଳା: ଇରାନର ତେଲ ଟ୍ୟାଙ୍କରକୁ ଟାର୍ଗେଟ୍ କଲା ଆମେରିକା, ଅନ୍ତର୍ଜାତୀୟ ବଜାରରେ…

ୱାଶିଂଟନ୍/ତେହେରାନ: ମଧ୍ୟପ୍ରାଚ୍ୟରେ ଦିନକୁ ଦିନ ପରିସ୍ଥିତି ଅଧିକ ଜଟିଳ ଏବଂ ବିପଜ୍ଜନକ ହେବାରେ ଲାଗିଛି । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଦୀର୍ଘସ୍ଥାୟୀ ପ୍ରତିଦ୍ୱନ୍ଦ୍ୱିତା ଏବେ ଏକ ଜଘନ୍ୟ ସାମରିକ ସଂଘର୍ଷର ରୂପ ନେଉଛି । ସାମ୍ପ୍ରତିକ ବିକାଶ କ୍ରମରେ ଆମେରିକା ସେନା ପକ୍ଷରୁ…