Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Urea black marketing: ୟୁରିଆ କଳାବଜାରୀ ସରକାର ରୋକନ୍ତୁ; ନଚେତ କାର୍ଯ୍ୟାଳୟ ଘେରାଉ ହେବ: ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: ଏବର୍ଷ ଭଲ ମୌସୁମୀ ବର୍ଷା ଯୋଗୁଁ ଚାଷ ଭଲ ହେବ ବୋଲି ଚାଷୀକୁଳ ଆଶା ବାନ୍ଧି ବସିଥିବା ବେଳେ ମଝିରେ ମଝିରେ ସରକାରୀ ଅପାରଗତା ଆଗରେ ତାଙ୍କୁ ପଛେଇଯିବାକୁ ପଡୁଛି। ପ୍ରଥମେ ଚାଷୀ ଚାଷକାମ ପାଇଁ ବିଲରେ ଥିବାବେଳେ ଇ-କେୱାଇସି ପାଇଁ ଧାଡିରେ ଦିନଦିନ ରହିବାକୁ ପଡିଲା। ଏବେ ରୁଆବେଉଷଣ…

Odisha Congress: ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବଡ଼ ବୈଠକ; ଯୋଗ ଦେବେ ପିସିସି ସଭାପତି

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବଡ଼ ବୈଠକ ହେବ । ଏହି ବୈଠକ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ବୈଠକରେ ଯୋଗଦେବେ ପିସିସି ସଭାପତି ଭକ୍ତ ଦାସ ଓ ଓଡ଼ିଶା ପ୍ରଭାରୀ ଅଜୟ ଲଲୁ । ସଙ୍ଗଠନ ସୃଜନର ୩୫ଜଣ ସଦସ୍ୟ ମଧ୍ୟ ବୈଠକରେ ଉପସ୍ଥିତ ରହିବେ।…

Aizawl Connected To Railway: ପ୍ରଥମ ଥର ପାଇଁ ଭାରତୀୟ ରେଳ ମାନଚିତ୍ର ସହିତ ଯୋଡ଼ିହେବ ମିଜୋରାମ, ଆସନ୍ତା ୧୩ରେ…

ଆଇଜୋଲ: ମିଜୋରାମର ରାଜଧାନୀ ଆଇଜୋଲ ପ୍ରଥମ ଥର ପାଇଁ ଭାରତୀୟ ରେଳ ମାନଚିତ୍ର ସହିତ ଯୋଡ଼ି ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ଆସନ୍ତା ମାସରେ ବୈରାବି ସାଇରଙ୍ଗ ରେଳ ଲାଇନର ଉଦଘାଟନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ…

Nandankanan Zoological Park: ମୌସୁମୀର ଧଳା ଶାବକର ମୃତ୍ୟୁ; ଧଳା ବାଘ ସଂଖ୍ୟା ୫କୁ ହ୍ରାସ

ବାରଙ୍ଗ: ନନ୍ଦନକାନନରେ ଏକ ଅଣ୍ଡିରା ଧଳା ବାଘ ଶାବକର ମୃତ୍ୟୁ । ଗତ ଜୁନ୍‌ ମାସ ୭ ତାରିଖରେ ଶାବକଟି ଧଳା ବାଘୁଣୀ ମୌସୁମୀ ଗର୍ଭରୁ ଜନ୍ମ ନେଇଥିଲା। କିନ୍ତୁ ଜନ୍ମ ବେଳରୁ ଶାବକଟି ରୁଗ୍‌ଣ ଥିଲା । ଧଳା ଅଣ୍ଡିରା ବାଘ ଶାବକ ଓଜନ କମ୍ ଥିବାବେଳେ ଗୁରୁତର ହୋଇଯାଇଥିଲା । ତେଣୁ ମା' ଠାରୁ…

Fish Farming: ରାଜ୍ୟରେ କେମିତି ମାଛ ଚାଷ ବୃଦ୍ଧି ହେବ ସେ ନେଇ ଏକ ପ୍ରୋଜେକ୍ଟ ତିଆରି କରାଯାଉ: ରାଜ୍ୟପାଳ

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଜ୍ଞାନିକ ବିଶ୍ୱବିଦ୍ୟାଳୟର ୬୪ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା କୁଳପତି ଡକ୍ଟର୍ ହରିବାବୁ କମ୍ଭମପତି, ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ…

IBCA: ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଆନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ’ କ’ଣ?, ନେପାଳ ବଢାଇଲା…

ନୂଆଦିଲ୍ଲୀ: ନେପାଳ ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା 'ଆନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ'ରେ ମଧ୍ୟ ଯୋଗ ଦେଇଛି । ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସାତଟି ପ୍ରମୁଖ ପ୍ରଜାତି ବଡ଼ ବିଲେଇ ସଂରକ୍ଷଣ ପାଇଁ ଏକ ବିଶ୍ୱସ୍ତରୀୟ ପଦକ୍ଷେପ ଭାବରେ ଆରମ୍ଭ…

Champai Soren: ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ, ପୁଅ ବାବୁଲାଲ ବି ହେପାଜତରେ, RIMS-2 ଜମିରେ ହଳ କରିବାକୁ ଯାଉ ଯାଉ…

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ତାଙ୍କ ରାଞ୍ଚି ବାସଭବନରେ ଗୃହବନ୍ଦି କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସଦର ଡିଏସପି ଦ୍ୱାରା ନିଆଯାଇଛି । ରାଞ୍ଚିର କାଙ୍କେରେ ପ୍ରସ୍ତାବିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (RIMS-2) ପାଇଁ ରାଜ୍ୟ…

Spend Money In Air: ପବନରେ ୧୯ ହଜାର ଟଙ୍କା ଉଡାଇ ଦେଲେ ପର୍ଯ୍ୟଟକ….ଲୋକେ କାବା…ଭାଇରାଲ ହେଉଛି ଭିଡିଓ

ସିମଲା: ହିମାଚଳ ପ୍ରଦେଶର ସିମଲାରେ ଜଣେ ବ୍ୟକ୍ତି ହଜାର ହଜାର ଟଙ୍କା ପବନରେ ଉଡ଼ାଇ ଦେଇଛନ୍ତି । ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ନୋଟ୍ ଉଡାଇବାର ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ସିମଲାର ରିଜ୍ ଗ୍ରାଉଣ୍ଡର। ପୋଲିସଠାରୁ ମିଳିଥିବା ସୂଚନା…

Russia-Ukraine War: ପାରିଲେନି ଟ୍ରମ୍ପ, ଏବେ ଭାରତ ଫେରାଇ ଆଣିବ ଶାନ୍ତି!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବହୁ ଚେଷ୍ଟା ପରେ ବି ରୁଷ- ୟୁକ୍ରେନ ମଧ୍ୟରେ ଶାନ୍ତି ଫେରିପାରିଲା ନାହିଁ । ଏପର୍ଯ୍ୟନ୍ତ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ସମ୍ପର୍କରେ କୌଣସି ଆଲୋଚନା ହୋଇପାରି ନାହିଁ। ଆଲାସ୍କାରେ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ପୁଟିନିଙ୍କ…

Mahindra BE 6 Batman Editionର ନୂଆ ରେକର୍ଡ; ୧୩୫ ସେକେଣ୍ଡରେ ୯୯୯ ୟୁନିଟ୍ ବିକ୍ରି

ନୂଆଦିଲ୍ଲୀ:ଭାରତୀୟ ଅଟୋମୋବାଇଲ୍ ଶିଳ୍ପରେ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ମହିନ୍ଦ୍ରା କିଛି ଦିନ ତଳେ ନିଜର ସ୍ୱତନ୍ତ୍ର BE 6 ବ୍ୟାଟମ୍ୟାନ୍ ଏଡିସନ୍ (BE 6 Batman Edition )ଇଲେକ୍ଟ୍ରିକ୍ SUV ଲଞ୍ଚ କରିଛି, ଯାହା ଦି ଡାର୍ଟ ନାଇଟ୍ ଟ୍ରିଲୋଜି (The Dark Knight Trilogy) ଦ୍ୱାରା…