Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିହାରରେ ଭୋଟର ତାଲିକାରୁ କୌଣସି ଯୋଗ୍ୟ ଭୋଟରଙ୍କୁ ବାଦ୍‌ ଦିଆଯିବ ନାହିଁ: ନିର୍ବାଚନ କମିଶନ

ଭୁବନେଶ୍ୱର: ବିହାରରେ କୌଣସି ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ୍‌ ଦିଆଯିବ ନାହିଁ। ନିର୍ବାଚନ କମିଶନ ସୁପ୍ରିମକୋର୍ଟଙ୍କୁ ଏହା ସ୍ପଷ୍ଟ କରିଛି। ଅଗଷ୍ଟ ୧ରେ ପ୍ରକାଶିତ ଭୋଟର ତାଲିକାରୁ କାହାର ନାଁ ବାଦ୍‌ ଦେବା ପୂର୍ବରୁ ସେମାନଙ୍କୁ ନୋଟିସ୍‌ ଦିଆଯିବ। ସେମାନଙ୍କୁ ନିଜ ପକ୍ଷ ରଖିବାର…

୩ ଦିନିଆ ଓଡିଶା ଗସ୍ତରେ ଆସିବେ ମୋହନ ଭାଗବତ

ଭୁବନେଶ୍ୱର:୩ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ । ସୂଚନାମୁତାବକ ଅଗଷ୍ଟ ୧୩ ତାରିଖ ଦିନ ସଂଧ୍ୟାରେ ଭୁବନେଶ୍ୱରରେ ପହଁଚିବେ । ସେ ତିନି ଦିନିଆ ଓଡିଶା ପ୍ରବାସ ସାରି ଅଗଷ୍ଟ ୧୫ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସଂଘର…

ଭାରତ ପାଇଁ ଏୟାରସ୍ପେସ୍ ବନ୍ଦ କରିବା ପାକିସ୍ତାନକୁ ପଡିଲା ଭାରୀ,ସହିଲା ୧୨୭ କୋଟି କ୍ଷତି

ନୂଆଦିଲ୍ଲୀ: ଭାରତ ପାଇଁ ଏୟାରସ୍ପେସ୍ ବନ୍ଦ କରିବା ପାକିସ୍ତାନ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛି। ଭାରତୀୟ ବିମାନ ପାଇଁ ପାକିସ୍ତାନର ଆକାଶ ସୀମା ବନ୍ଦ ହେବା ଯୋଗୁଁ ଦୁଇ ମାସରେ ପ୍ରାୟ ୧୨୭ କୋଟି ଟଙ୍କା କ୍ଷତି ହୋଇଛି ବୋଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରକାଶ କରିଛି।…

ନେଲପଲିସ୍ ପସନ୍ଦ କରୁଥିବା ମହିଳାମାନେ ହୋଇଯାଆନ୍ତୁ ସତର୍କ; ଏହା କର୍କଟ ରୋଗର…

ଭୁବନେଶ୍ବର: ଆଜିକାଲି ନେଲପଲିସ୍ ଲଗାଇବା ମହିଳାମାନଙ୍କ ପାଇଁ ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ ପାଲଟିଛି। ପୂର୍ବରୁ ଏହାକୁ ଏକ ଫ୍ୟାଶନ୍ ହିସାବରେ ଦେଖାଯାଉଥିଲା । କିଛି ଝିଅଙ୍କର ପ୍ରତିଦିନ ଭିନ୍ନ ଭିନ୍ନ ନେଲପଲିସ୍ ଲଗାଇବାର ଅଭ୍ୟାସ ଥାଏ। କିନ୍ତୁ ସେ ଜାଣନ୍ତି ନାହିଁ ଯେ ନେଲପଲିସରେ ଏପରି…

ପଟ୍ଟାମୁଣ୍ଡାଇ ଘଟଣା: ପୁରୁଷ ବନ୍ଧୁଙ୍କ ନାଁରେ ଏତଲା ଦେଲେ ମୃତ ଯୁବତୀଙ୍କ ବାପା

କେନ୍ଦ୍ରାପଡା:ପଟ୍ଟାମୁଣ୍ଡାଇରେ ଜିଅନ୍ତା ଜଳି ଯୁବତୀଙ୍କ ମୃତ୍ୟୁ ଘଟଣା । ଏହି ଘଟଣାରେ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସୂଚନାନୁସାରେ ପୁରୁଷ ବନ୍ଧୁଙ୍କ ନାଁରେ ଏତଲା ଦେଇଛନ୍ତି ଯୁବତୀଙ୍କ ବାପା । ମାନସିକ ନିର୍ଯାତନାରୁ ଯୁବତୀଙ୍କ ମୃତ୍ୟୁ…

ଖାଲି ପେଟରେ ପିଜୁଳି ପତ୍ର ଖାଇଲେ ମିଳେ ଏହି ସବୁ ଲାଭ…

ଭୁବନେଶ୍ବର:ପିଜୁଳି ଏକ ଏପରି ଫଳ ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି। ପିଜୁଳିରେ ମାଙ୍ଗାନିଜ୍, ପୋଟାସିୟମ୍, ଭିଟାମିନ୍, ଭିଟାମିନ୍ ସି, ଖଣିଜ ପଦାର୍ଥ, ଲାଇକୋପିନ୍, ଫାଇବର ଭଳି ଗୁଣ ରହିଛି। ଆୟୁର୍ବେଦରେ ମଧ୍ୟ ପିଜୁଳିର ଗୁଣ ବିଷୟରେ ଉଲ୍ଲେଖ କରାଯାଇଛି। କେବଳ ପିଜୁଳି ନୁହେଁ, ଏହାର…

ଶ୍ରୀ ଭାଗବତ ସାର ୧୨୪: ଚାରି ହଜାର ଦେବ କନ୍ୟା ଦ୍ୱାପରରେ ଗୋପୀ ହେବାର ଆଶୀଷ ପାଇଲେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ଏକ ମୁଖ୍ୟ ଭକ୍ତି ରସ ଯୁକ୍ତ ପ୍ରସଙ୍ଗ ଗୋପୀ ଭାବ। ଆମେ ଜାଣିଲେ ଶ୍ରୁତିଗଣ ବା ଦେବ କନ୍ୟା ଗଣ ବିରାଟପୁରୁଷଙ୍କ କମନୀୟ ରୂପ ଦର୍ଶନ କରିବା ପାଇଁ ପାର୍ଥନା କଲେ, ଏବଂ ପରମାତ୍ମା ସେମାନଙ୍କୁ ଆଗାମୀ ସୃଷ୍ଟିରେ ଏହି…

ଭଉଣୀ ହାତ ଦେଇଥିଲା, ରାକ୍ଷୀ ବାନ୍ଧି ଋଣ ସୁଝିଲେ ମୁସଲିମ ଝିଅ

ନୂଆଦିଲ୍ଲୀ: ରକ୍ଷାବନ୍ଧନର ପର୍ବ ସମସ୍ତ ଭାଇ ଭଉଣୀଙ୍କ ପାଇଁ ବହୁତ ସ୍ୱତନ୍ତ୍ର। ଯେତେବେଳେ ଜଣେ ମୁସଲିମ ଝିଅ ଅନମତା ଅହମ୍ମଦ ହିନ୍ଦୁ ପୁଅ ଶିବମ ମିସ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ, ସେତେବେଳେ ସେଠାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତିଙ୍କ ଆଖି ଲୁହରେ ଭିଜି ଯାଇଥିଲା। ଏହି ଦୁଇ…

ପୋଷ୍ଟ ଅଫିସର ୫ବର୍ଷର ଦମଦାର ଯୋଜନା, ପ୍ରତି ମାସରେ ୫୫୦୦ ଟଙ୍କା ରୋଜଗାର କରିବେ

ଭୁବନେଶ୍ବର: ଡାକଘର ସଞ୍ଚୟ ଯୋଜନାଗୁଡ଼ିକ ସାରା ଦେଶରେ ବହୁତ ଲୋକପ୍ରିୟ, ବିଶେଷକରି ଗରିବ ଏବଂ ମଧ୍ୟବିତ୍ତ ପରିବାର ମଧ୍ୟରେ। ଏହାର ମୁଖ୍ୟ କାରଣ ହେଉଛି ସ୍ଥିର ରିଟର୍ଣ୍ଣ ସହିତ ସୁରକ୍ଷିତ ନିବେଶ। ଏଥିମଧ୍ୟରୁ ଗୋଟିଏ ହେଉଛି ପୋଷ୍ଟ ଅଫିସ ମାସିକ ଆୟ ଯୋଜନା (POMIS-Post Office Monthly…

କାଶ୍ମୀର ଘାଟିରେ ପ୍ରଥମ ମାଲ୍ ପରିବହନ, ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: କାଶ୍ମୀରରେ ରେଳ ପରିବହନ ନିରନ୍ତର ବୃଦ୍ଧି ପାଉଛି। ଦୁର୍ଗମ ଅଞ୍ଚଳଗୁଡ଼ିକୁ ସୁଡ଼ଙ୍ଗ ଏବଂ ସେତୁ ମାଧ୍ୟମରେ ସଂଯୋଗ କରାଯାଉଛି। ଆଉ ଏବେ ସାମଗ୍ରୀ ପରିବହନରେ ରେଳବାଇ ଏକ ମାଇଲଖୁଣ୍ଟ ଛୁଇଁଛି। ଯେତେବେଳେ ପ୍ରଥମ ମାଲବାହୀ ଟ୍ରେନ୍ ଜମ୍ମୁ କାଶ୍ମୀରର ଅନନ୍ତନାଗରେ ପହଞ୍ଚିଲା,…