Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାଶ୍ମୀର ଘାଟିରେ ପ୍ରଥମ ମାଲ୍ ପରିବହନ, ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: କାଶ୍ମୀରରେ ରେଳ ପରିବହନ ନିରନ୍ତର ବୃଦ୍ଧି ପାଉଛି। ଦୁର୍ଗମ ଅଞ୍ଚଳଗୁଡ଼ିକୁ ସୁଡ଼ଙ୍ଗ ଏବଂ ସେତୁ ମାଧ୍ୟମରେ ସଂଯୋଗ କରାଯାଉଛି। ଆଉ ଏବେ ସାମଗ୍ରୀ ପରିବହନରେ ରେଳବାଇ ଏକ ମାଇଲଖୁଣ୍ଟ ଛୁଇଁଛି। ଯେତେବେଳେ ପ୍ରଥମ ମାଲବାହୀ ଟ୍ରେନ୍ ଜମ୍ମୁ କାଶ୍ମୀରର ଅନନ୍ତନାଗରେ ପହଞ୍ଚିଲା,…

ଆସୁଛି ଆଉ ଏକ ଲଘୁଚାପ; ୧୩ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଅଗଷ୍ଟ ୧୨ ତାରିଖରୁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। କାରଣ ୧୩ ତାରିଖ ପାଖାପାଖି ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଅଗଷ୍ଟ ୧୨-୧୩…

ସାଇବର ଠକଙ୍କ ନୂଆ ଅସ୍ତ୍ର ପାଲଟିଛି eSIM ଠକେଇ; ଏଥିରୁ କିପରି ପାଇବେ ରକ୍ଷା ଜାଣନ୍ତୁ…

ନୂଆଦିଲ୍ଲୀ: ସାଇବର ଅପରାଧୀମାନେ ଏବେ ଠକେଇ କରିବାର ଏକ ନୂଆ ଉପାୟ ଖୋଜି ପାଇଛନ୍ତି । ଲୋକମାନେ ସଚେତନ ମଧ୍ୟ ନୁହଁନ୍ତି ଏବଂ ସେମାନଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଓ୍ବିଡ୍ର ହେଉଛି । ସିମ୍ ସ୍ୱାପ୍ ପରେ ଏବେ eSIM ଠକେଇ ଘଟଣା ସାମ୍ନାକୁ ଆସୁଛି । ମୁମ୍ବାଇରେ ସମାନ ଏକ ଘଟଣା ସାମ୍ନାକୁ…

Samsung Galaxy S26 Edge ହେବ ବିଶ୍ୱର ସବୁଠାରୁ ପତଳା ଫୋନ୍!

ନୂଆଦିଲ୍ଲୀ: ଅନେକ ଲୋକଙ୍କୁ ପତଳା ଫୋନ ଧରିବାକୁ ଭଲ ଲାଗେ । ସେଥିପାଇଁ ଅଧିକ ଟଙ୍କା ଖର୍ଚ୍ଚ କରି ଲୋକମାନେ ଖୋଜି ଖୋଜି ପତଳା ଫୋନ ଧରିଥାନ୍ତି । ତେବେ ଲୋକଙ୍କ ଇଚ୍ଛାକୁ ପୂରଣ କରିବାକୁ ସାମସଙ୍ଗ ମୋବାଇଲ କମ୍ପାନୀ Samsung Galaxy S26 Edge ନାମକ ଏକ ଫୋନ ଲଞ୍ଚ କରିବାକୁ ଯାଉଛି । ଯାହା…

ହୃଦୟବାନ ରଙ୍ଗମ୍ମା; ଭିକ୍ଷା ମାଗି ମନ୍ଦିର ନିର୍ମାଣ ପାଇଁ ଦାନ କଲେ ୧.୮୩ ଲକ୍ଷ ଟଙ୍କା…

ବେଙ୍ଗାଲୁରୁ: ଦାନ କରିବା ପାଇଁ ଧନୀ ହେବା ଜରୁରୀ ନୁହେଁ, କିନ୍ତୁ ଆପଣ ହୃଦୟରୁ କେତେ ଧନୀ ତାହା ଗୁରୁତ୍ୱପୂର୍ଣ୍ଣ । ଆପଣ ପ୍ରତିଦିନ ଜୀବନରେ ଏପରି ଉଦାହରଣ ଶୁଣିଥିବେ କିନ୍ତୁ କର୍ଣ୍ଣାଟକର ରାୟଚୁରର ଜଣେ ୬୦ ବର୍ଷୀୟା ମହିଳା ଏହାକୁ ସତ୍ୟ ପ୍ରମାଣିତ କରିଛନ୍ତି । ମହିଳା ଜଣକ ନିଜେ ଭିକ୍ଷା…

ବନ୍ଧା ହେଲେ ୬ନିଶା ବେପାରୀ; ଜବତ ନିଶା ଦ୍ରବ୍ୟର ମୂଲ୍ୟ ୧୦ ଲକ୍ଷରୁ…

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ବ୍ୟାପକ ପରିମାଣର ନିଶା କାରବାର ଚାଲିଛି। ତେବେ ପୋଲିସ ଏକ ବ୍ୟାପକ ଚଢ଼ଉ ଅଭିଯାନ ବଳରେ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରିବା ସହିତ ୬ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି। ଏହାପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ସୂଚନାଥାଉକି, ଯୁବ…

ଅପେରସନ “ଗରୁଡ଼”; ‘ଅପରାଧ ଓ ଅପରାଧୀଙ୍କ ଉପରେ ରୋକ ଲଗାଇବାକୁ ଆହୁରି ଜୋରଦାର ହେବ…

ଭୁବନେଶ୍ବର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ "ଗରୁଡ଼" ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଚଳିତ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଗଣାମାଧ୍ୟକୁ…

ଖୁବଶୀଘ୍ର ଭୁବନେଶ୍ୱର ଓ ଜୟପୁର ମଧ୍ୟରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ

ଜୟପୁର: ଜୟପୁର ଏବଂ ଭୁବନେଶ୍ୱର ମଧ୍ୟରେ ଏକ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ପାଇଁ ଯୋଜନା ଥିବା ନେଇ ଶନିବାର କହିିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୁଭଦ୍ରା ଯୋଜନା ଅନ୍ତର୍ଗତ ତୃତୀୟ କିସ୍ତି ସହାୟତା ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସେ…

ଟ୍ରମ୍ପ ଏବଂ ପୁଟିନଙ୍କ ବୈଠକ ପୂର୍ବରୁ ଜେଲେନ୍ସକି ଖପ୍ପା, କହିଦେଲେ ବଡ କଥା…

ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଶନିବାର ଚେତାବନୀ ଦେଇଛନ୍ତି ଯେ ୟୁକ୍ରେନ ତା'ର ଭୂମି ଛାଡିବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିବା ପରେ ତାଙ୍କର ଏହି ବୟାନ ଆସିଛି । ଟ୍ରମ୍ପ କହିଥିଲେ ଯେ, ରୁଷ ସହିତ ଶାନ୍ତି ଚୁକ୍ତିନାମାରେ କିଛି ଅଞ୍ଚଳ…

ଆସନ୍ତା ୨୯ ଓ ୩୦ରେ ଓଡ଼ିଶାରେ ଆୟୋଜିତ ହେବ ଜାତୀୟସ୍ତରର ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ

ଭୁବନେଶ୍ବର: ଉନ୍ମୋଚନ ହୋଇଛି ଓଡ଼ିଶା ବିଧାନସଭାର ଏକ ନୂଆ ପୋର୍ଟାଲ । ରାଜ୍ୟ ସରକାରଙ୍କର ଆଇଟି ଏବଂ ଇଟି ଏବଂ କେନ୍ଦ୍ର ସରକାରଙ୍କ ଏନଆଇସି ଦ୍ବାରା ଏହା ଖୋଲାଯାଇଛି । ଏହି ପୋର୍ଟାଲରେ ବିଧାନସଭାର ତଥ୍ୟ, ବିଧାନସଭାର ବର୍ତ୍ତମାନ ଓ ଅତୀତର ସଦସ୍ୟଙ୍କ ତଥ୍ୟ, ସରକାରଙ୍କ ଯୋଜନା ଓ ଏହା କେତେ…