Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜୀବନ୍ତ ଜଳିଗଲେ ଯୁବତୀ, ପ୍ରେମିକ ବ୍ଲାକ୍‌ମେଲିଂ କରୁଥିବା ଅଭିଯୋଗ

କେନ୍ଦ୍ରାପଡ଼ା: ଘର ଭିତରେ ଜୀବନ୍ତ ଜଳିଗଲେ ଯୁବତୀ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଗାଁରେ। ସୂଚନାନୁସାରେ କିରୋସିନ ଢାଳି ହୋଇ ଛାତ୍ରୀଜଣଙ୍କ ଜୀବନ ହାରିଛନ୍ତି। ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିବା ଜଣାପଡିଛି…

ସବୁ ସରକାରୀ ବିଲ୍ଡିଂ ହେବ ଗେରୁଆ ରଙ୍ଗ…

ଭୁବନେଶ୍ୱର: ଓଡ଼ିଶା ସରକାର ଏକ ବିଜ୍ଞପ୍ତି ଜାରି କରି ସମସ୍ତ ନୂତନ ଏବଂ ବିଦ୍ୟମାନ ସରକାରୀ କୋଠାର ମରାମତି ଏବଂ ନବୀକରଣ ସମୟରେ ଗେରୁଆ ରଙ୍ଗ କୋଡ୍ ବାଧ୍ୟତାମୂଳକ କରିଛନ୍ତି। ପୂର୍ତ ବିଭାଗ ଦ୍ୱାରା ଜୁଲାଇ ୩୦ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିରେ ବାହ୍ୟ କାନ୍ଥ ଏବଂ ସୀମା ଯଥାକ୍ରମେ…

ଜୈସ୍-ଏ-ମହମ୍ମଦ ମୁଖ୍ୟାଳୟର ଚାଲିଛି ପୁନଃନିର୍ମାଣ, ପାଣ୍ଠି ସଂଗ୍ରହ କରିବାରେ ବ୍ୟସ୍ତ ମସୁଦ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ପାକିସ୍ତାନରେ ପୁଣି ସକ୍ରିୟ ହେବାରେ ଲାଗିଛି। ପହଲଗାମ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୁର ଅଧୀନରେ ପାକିସ୍ତାନର ବହାୱଲପୁରରେ ଅବସ୍ଥିତ ଜୈସ୍-ଏ-ମହମ୍ମଦର ମୁଖ୍ୟାଳୟକୁ ଭାଙ୍ଗି ଦେଇଛି। କିନ୍ତୁ ଏବେ ଜୈସ୍-ଏ-ମହମ୍ମଦ ପୁଣି ଥରେ ଏହି…

ବିଦ୍ୟୁତ୍ ବିଲ୍ ବୃଦ୍ଧିକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗନାଲ୍, ଦିଲ୍ଲୀ ସମେତ ସାରା ଦେଶରେ ବଢିପାରେ ଦର!

ନୂଆଦିଲ୍ଲୀ: ବିଦ୍ୟୁତ୍ ବିଲ୍ ଶୁଳ୍କ ବୃଦ୍ଧିକୁ ଗ୍ରୀନ ସିଗନାଲ ଦେଲେ ସୁପ୍ରିମକୋର୍ଟ । ଦେଶର ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି ହୋଇପାରେ। ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ…

କିଏ ସେହି ପାକିସ୍ତାନୀ ବଂଶୋଦ୍ଭବ ମହିଳା? ଯିଏ ୩୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧି…

ଅହମ୍ମଦାବାଦ: ଆଉ ଦିନ କେଇଟା ପରେ ସମଗ୍ର ଦେଶ ପାଳିବ ରକ୍ଷା ବନ୍ଧନ । ଏହି ଦିନ ଭଉଣୀ ତାର ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ, ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଏହା ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ ।…

ଦେଶର ବିମାନବନ୍ଦରରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା!BCAS ସୁରକ୍ଷା ବୃଦ୍ଧି କରିବାକୁ ଦେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ବିମାନବନ୍ଦରଗୁଡ଼ିକରେ ସମ୍ଭାବ୍ୟ ଆତଙ୍କବାଦୀ ବିପଦ ସମ୍ପର୍କରେ ସତର୍କ ସୂଚନା ଜାରି କରାଯାଇଛି ଏବଂ ସୁରକ୍ଷା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବର ୨୨ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଏକ ଆତଙ୍କବାଦୀର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ବ୍ୟୁରୋ ଅଫ୍ ସିଭିଲ…

ବିରିଡି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ: ଯୁବକଙ୍କୁ ନିସ୍ତୁକ ମାଡ଼ ସହ ଉଲଗ୍ନ ହେବାକୁ କହିଲା ପୋଲିସ… କିନ୍ତୁ…

ଜଗତସିଂହପୁର: ବିରିଡି ଥାନାରେ ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ। ଯୁବକଙ୍କୁ ନିସ୍ତୁକ ମାଡ଼ ସହ ଉଲଗ୍ନ ହେବାକୁ କହିଲା ପୋଲିସ। ଏସ୍‌ପିଙ୍କ ନିକଟରେ ବାଲିଆ କୃତିବାସ ପାଟଣା ଗାଁର ଯୁବକ ଏଭଳି ଅଭିଯୋଗ କରିଛନ୍ତି। ବିରିଡ଼ି ଥାନା ଅଧିକାରୀଙ୍କ ନାଁରେ ଯୁବକ ଆଣିଲେ ଏପରି ସାଙ୍ଘାତିକ ଅଭିଯୋଗ।…

ମାନହାନି ମାମଲାରେ ରାହୁଲଙ୍କୁ ଆଶ୍ବସ୍ତି, ଜାମିନ୍ ପ୍ରଦାନ କଲେ କୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ବଡ ଆଶ୍ବସ୍ତି ମିଳିଛି । ଝାଡଖଣ୍ଡର ଚାଇବାସା ସ୍ଥିତ ସାଂସଦ/ବିଧାୟକ କୋର୍ଟରେ ଆଜି ରାହୁଲ ହାଜର ହୋଇଥିବା ବେଳେ ତାଙ୍କୁ ମାନହାନି ମାମଲାରେ କୋର୍ଟ ବେଲ୍ ପ୍ରଦାନ କରିଛନ୍ତି ।  ତେବେ ୨୦୧୮ ମସିହାରେ…

୮୦ ବର୍ଷ ପୂର୍ବେ ବିଶ୍ୱ ଦେଖିଥିଲା ପରମାଣୁ ଅସ୍ତ୍ରର ବିନାଶକାରୀ ରୂପ, ଥରି ଉଠିଥିଲା ଜାପାନ

ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେତେବେଳେ ଆମେରିକା ଜାପାନ ଉପରେ ପରମାଣୁ ଅସ୍ତ୍ର ଆକ୍ରମଣ କରିଥିଲା । ଆଜି ହିରୋସିମା ଦିବସ, ଠିକ୍ ୮୦ ବର୍ଷ ପୂର୍ବେ ଆଜିର ଦିନ, ଅର୍ଥାତ୍ ୬ ଅଗଷ୍ଟ ୧୯୪୫ରେ, ହିରୋସିମା ଉପରେ ପରମାଣୁ ଆକ୍ରମଣ କରାଯାଇଥିଲା । ବିଶ୍ୱକୁ ଯୁଦ୍ଧ ଏବଂ ପରମାଣୁ…

ଛାଡ଼ପତ୍ରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ମହିଳାଙ୍କ ୧୨ କୋଟି ଟଙ୍କାର ଆଲିମୋନି ଦାବି ଖାରଜ

ନୂଆଦିଲ୍ଲୀ: ଏକ ହାଇ-ପ୍ରୋଫାଇଲ ବିବାହ ବିଚ୍ଛେଦ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ଜଣେ ମହିଳାଙ୍କର ୧୨ କୋଟି ଟଙ୍କାର ଆଲିମୋନି ଦାବି ଖାରଜ ହୋଇଛି। କୋର୍ଟ ନ୍ୟାୟ ସୁନିଶ୍ଚିତ କରିବେ ବୋଲି କହିଛନ୍ତି। କିନ୍ତୁ ଏହା ସ୍ୱାମୀଙ୍କୁ ଆର୍ଥିକ ଭାବେ ଧ୍ୱଂସ କରିବ ନାହିଁ। ଦମ୍ପତିଙ୍କ…