Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦୀର୍ଘଦିନର ଦାବି ପରେ ନିଲାମ ହେଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ; ବର୍ଷକୁ ରାଜସ୍ବ ବାବଦକୁ ଦେବେ ଏତିକି…

ହୁମା:ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନିଲାମ ପ୍ରକ୍ରିୟାରେ ୯ ଜଣ ବ୍ୟକ୍ତି ଭାଗ ନେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ରବୀନ୍ଦ୍ର ନାଥ ପ୍ରଧାନଙ୍କୁ…

ଏଗ୍ରିଷ୍ଟେକ୍ ଆଇଡିକୁ ନେଇ ବଡ଼ ସ୍ପଷ୍ଟୀକରଣ, ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ମିଳିବ ଟୋକନ

ଭୁବନେଶ୍ୱର : ଏଗ୍ରିଷ୍ଟେକ୍ ଆଇଡି ଦ୍ବନ୍ଦ୍ବ ଦୂର କଲେ ମନ୍ତ୍ରୀ। ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ ବୋଲି କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପଞ୍ଜୀକରଣରେ ଏଗ୍ରିଷ୍ଟେକ ଆଇଡିର କୌଣସି ସମ୍ପର୍କ ନାହିଁ । ଚାଷୀଙ୍କୁ ହଇରାଣ କରିବାକୁ ଚାହୁଁ ନାହାନ୍ତି ସରକାର ବୋଲି କହିଛନ୍ତି…

ମାଛ ଧରିବାକୁ ଯାଇ ବନ୍ୟାଜଳରେ ଭାସିଗଲେ ଯୁବ ଶିକ୍ଷକ

ବୈଶିଙ୍ଗା: ମାଛ ଧରିବାକୁ ଯାଇ ବନ୍ୟାଜଳରେ ଭାସିଗଲେ ଯୁବ ଶିକ୍ଷକ । ମୃତକ ହେଲେ ବୈଶିଙ୍ଗା ଥାନା ଅଧୀନ ଗଣ୍ଡର୍ଦା ଗ୍ରାମର ମନୋରଞ୍ଜନ ରାଉତଙ୍କ ୨୮ ବର୍ଷୀୟ ପୁଅ ପଙ୍କଜ ରାଉତ । ସେ ବାଲେଶ୍ୱରସ୍ଥିତ ଏକ ଘରୋଇ କଲେଜରେ ଶିକ୍ଷକତା କରୁଥିବା ଜଣାପଡ଼ିଛି । ବନ୍ୟାଜଳର ପ୍ରଖର ସ୍ରୋତରେ ଭାସିଯାଇ…

ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ

ଦେବଗଡ଼: ବାରକୋଟ ବ୍ଲକ ପଡିଆନାଲି ସ୍କୁଲରେ ଅଘଟଣ। ହଠାତ ଅସୁସ୍ଥ ହୋଇପଡିଲେ ୯ ଜଣ ଛାତ୍ରୀ। ଅସ୍ବାଭିକ ଆଚରଣ ସହ ଛାତ୍ରୀମାନେ କାନ୍ଦିବା ଆରମ୍ଭ କଲେ। ଏହି ଅସୁସ୍ଥ ଛାତ୍ରୀଙ୍କୁ ମେଡିକାଲ ନେଲେନି ଅଭିଭାବକ। ମେଡିକାଲ ପରିବର୍ତ୍ତେ ନିକଟସ୍ଥ ମହାମାୟୀ ମଣ୍ଡପକୁ ନେଇ କରାଗଲା ପୂଜାର୍ଚ୍ଚନା।…

ପତାକା ଉତ୍ତୋଳନ ବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଶିକ୍ଷକ ମୃତ

ସୋର: ବାଲେଶ୍ୱର ମଇତାପୁରର ଏକ ଘରୋଇ ସ୍କୁଲରେ ପତାକା ଉତ୍ତୋଳନ ବେଳେ ଅଘଟଣ। ବିଦ୍ୟୁତ ସଂସ୍ପର୍ଶରେ ଆସି କ୍ରୀଡ଼ା ଶିକ୍ଷକ ପ୍ରିୟବ୍ରତ ବେହେରା ମୃତ। ପତାକା ଖୁଣ୍ଟି ପୋତିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ…

ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ ନିଃଶୁଳ୍କ ପାଠ୍ୟପୁସ୍ତକ

ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ଛାତ୍ରୀଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ନିଃଶୁଳ୍କ ପାଠ୍ୟପୁସ୍ତକ ଦିଆଯିବା ନେଇ ଘୋଷଣା କରିଛନ୍ତି। ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ…

OCS Exam: ସିଭିଲ୍ ସର୍ଭିସ୍ ପରୀକ୍ଷା ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କୋହଳ ହେଲା ନିୟମ…

ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ଓଡ଼ିଶାର ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ସିଭିଲ୍ ସର୍ଭିସେସ୍‌ (OCS) ପରୀକ୍ଷାରେ ଥିବା ପ୍ରଚେଷ୍ଟା ସୀମା ବା ‘Attempt Limit’କୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଣିକି…

ଦୁର୍ବଳ ହେଉଛି ଲଘୁଚାପ: ଆଜିଠୁ ବର୍ଷା କମିବ, ରାଜ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବର୍ଷା ପ୍ରକୋପ କିଛି ମାତ୍ରାରେ କମିଛି । ସମ୍ଭବତଃ ଶନିବାର ଆହୁରି କମିବ। ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତ ଦୁର୍ବଳ ହୋଇଛି। ଏହା ଏବେ ଛତିଶଗଡ଼ ମୁହାଁ ହୋଇଛି, କିନ୍ତୁ ଏବେ ବି ଟଳିନି ବନ୍ୟା ଆଶଙ୍କା। ଅବପାତ…

Saptadhara: ୨୦୪୭ ପାଇଁ ମୋଦୀଙ୍କ ‘ସପ୍ତଧାରା’ ମନ୍ତ୍ର: ମ୍ୟାନୁଫ୍ୟାକ୍ଚରିଂରୁ ଗ୍ରୀନ୍ ଏନର୍ଜି, ଭାରତ ବଦଳାଇବ ଏହି ୭…

ନୂଆଦିଲ୍ଲୀ: ଦେଶର ୮୦ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାର ପ୍ରାଚୀରରୁ ଆଗାମୀ ଭାରତର ବିକାଶ ରୋଡମ୍ୟାପ୍ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଓ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲ ପାଇଁ ସେ ‘ସପ୍ତଧାରା’ ନାମରେ ୭ଟି ପ୍ରମୁଖ କ୍ଷେତ୍ରକୁ ଦେଶର ଆଗାମୀ…

‘ଭାରତ ଏବେ ଦ୍ରୁତତମ ଅର୍ଥନୀତି’: ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ। ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି। ଆକାଶ ମାର୍ଗରୁ ହେଲିକପ୍ଟର ସାହାଯ୍ୟରେ ପୁଷ୍ପ ବର୍ଷା କଲା ବାୟୁସେନା। ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ବଡ଼ ବାର୍ତ୍ତା ଦେଇଛନ୍ତି। ବିକାଶର…