Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଠକି ବନ୍ଧା ହେଲେ ଅଭିଯୁକ୍ତ

ଢେଙ୍କାନାଳ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଠକାମି ମାମଲାର ଅଭିଯୁକ୍ତ ଗିରଫ ହୋଇଛି। ଆଜି ଅଭିଯୁକ୍ତ ନିରଞ୍ଜନ ଶତପଥୀଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ଘର ଢେଙ୍କାନାଳ ସଦର ଥାନା ବଣସିଂହ ଗାଁରେ ଥିବା ଜଣାପଡିଛି। ଆଜି…

ଏକକାଳୀନ ୧୨ଟି ସ୍ଥାନରେ ଇଡିର ଚଢଉ, ରାଡାରରେ ଅଛନ୍ତି ନଗର ନିଗମ କମିଶନର

ମୁମ୍ବାଇ: ମଙ୍ଗଳବାର ଦିନ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଭସଇ, ନାସିକ ଏବଂ ପୁଣେରେ ମୋଟ ୧୨ଟି ସ୍ଥାନରେ ଚଢାଉ କରିଛି। ଭସଇ ଅଞ୍ଚଳରେ ହୋଇଥିବା ବେଆଇନ ନିର୍ମାଣ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ବାଙ୍କୋରେ ମାଓ ପୋଷ୍ଟର, ସ୍ଥାନୀୟ ଲୋକେ ଆତଙ୍କିତ

ରାଉରକେଲା: ଗୋଟେ ପଟେ କେନ୍ଦ୍ର ସରକାରଙ୍କ ମାଓ ଦମନ ନୀତି ଚାଲିଥିବା ଦେଖି ଅଧିକାଂଶ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ଅନ୍ୟପଟେ କିଛି ରାଜ୍ୟରେ ଏବେ ବି ଥମିନି ମାଓବାଦୀଙ୍କ ବର୍ବର କାଣ୍ଡ। ସମ୍ପ୍ରତିରେ ସୁନ୍ଦରଗଡ଼ ଜିଲ୍ଲା କ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଅଞ୍ଚଳରେ ମାଓ ପୋଷ୍ଟର…

ଆତଙ୍କବାଦୀଙ୍କୁ ନିର୍ଦ୍ଦୋଷ କହୁଛି ପାକିସ୍ତାନ !

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ୯୮ଦିନ ପରେ ୩ ଆତଙ୍କୀ ସଫା । ଲୋକସଭାରେ ଅପରେସନ୍ ସିନ୍ଦୂର ବିତର୍କରେ ସମ୍ବୋଧନ କରି ଗୃହମନ୍ତ୍ରୀ ଅମିତ ଶାହା ଏନେଇ ସୂଚନା ଦେଇଛନ୍ତି । ଏପ୍ରିଲ ୨୨ତାରିଖରେ ବୈସରନ ଘାଟିରେ ୨୬ଜଣଙ୍କୁ ହତ୍ୟା କରିଥିବା ଆତଙ୍କୀଙ୍କ ମାଷ୍ଟରମାଇଣ୍ଡ ହାସିମ ମୁସା ଓରଫ…

ଘର ଗୋଡ ପୋଛାରେ ଶ୍ରୀଜଗନ୍ନାଥଙ୍କ ଫଟୋ: ଦୁଇ ଅନଲାଇନ୍ ସଂସ୍ଥା ନାଁରେ ଏତଲା ଦେଲା ଜଗନ୍ନାଥ ସେନା

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ବ୍ୟବହାର କରି ଅନଲାଇନରେ ବିଭିନ୍ନ ସାମଗ୍ରୀ ବିକ୍ରି କରିଥିବା ସଂସ୍ଥା ନାଁରେ ଜଗନ୍ନାଥ ସେନା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି l ଜଗନ୍ନାଥ ସେନା ପକ୍ଷରୁ ମହାପ୍ରଭୁଙ୍କୁ ଅପମାନ କରିବା ଅଭିଯୋଗରେ ଅନଲାଇନ ସଂସ୍ଥା ନାଁରେ ସାଇବର ଥାନାରେ ଏତଲା…

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ପୁରୀ: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ । ପୁରୀ ସଦର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଛକ ନିକଟରେ ଥିବା ରାଇଟ ଫ୍ୟୁଚର ନିଶା ନିବାରଣ କେନ୍ଦ୍ରରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ହେଉଛନ୍ତି ଚକ୍ରତୀର୍ଥ ରୋଡ ନୂଆ ସାହିର ଡି. ରାମ ମୁର୍ତ୍ତୀ ।‌ ଖବର ପାଇ ସଦର ଥାନା ପୋଲିସ ପହଞ୍ଚି…

ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ସମସ୍ୟାକୁ ନେଇ ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର : ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ସମସ୍ୟା ସମାଧାନ ହେବା ନେଇ ଆସନାକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ ବସିବ। ଆସନ୍ତାକାଲି ବୈଠକରେ ରେରା ସମ୍ବନ୍ଧୀୟ ବିଷୟଗୁଡିକର ସମୀକ୍ଷା ହେବ। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ, ଓରେରା ଅଧ୍ୟକ୍ଷ, ଜଙ୍ଗଲ…

କୁଆଡେ ଗଲା ୪୦୦୦ ଟନ୍ କୋଇଲା?, ମନ୍ତ୍ରୀ କହିଲେ, ‘ବର୍ଷାରେ ଧୋଇଗଲା…’

ଶିଲଂଗ୍: ମେଘାଳୟରେ ୪୦୦୦ ଟନ୍ କୋଇଲା ଗାଏବ ହେବା ଏବେ ଆଲୋଚନାର ବିଷୟ ପାଲଟିଛି । ଯାହାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଥିବା ବେଳେ ଏଥିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେଘାଳୟ ମନ୍ତ୍ରୀଙ୍କ ବୟାନ ଏବେ ଆଶ୍ଚର୍ଯ୍ୟ କରିଛି । ମନ୍ତ୍ରୀଙ୍କ ବୟାନ ଯେତିକି ହାସ୍ୟସ୍ପଦ, ଜଣେ ମନ୍ତ୍ରୀ…

ଧରାପଡିଲେ ୧ ଲକ୍ଷ ୮୧ ହଜାର ନକଲି ଚାଷୀ, ସମସ୍ତଙ୍କୁ ପଠାଗଲା ନୋଟିସ

ଭୁବନେଶ୍ବର: ଧରାପଡିଲେ ନକଲି ଚାଷୀ । ବର୍ଷ ବର୍ଷ ଧରି ରାଜସ୍ବ ଲୁଟ୍ କରି ଚାଲିଥିବା ଏହି ଚାଷୀ ମାନଙ୍କର ପର୍ଦ୍ଦାଫାସ ହୋଇଛି । ଯେଉଁମାନଙ୍କ ପାଇଁ ପ୍ରକୃତ ଚାଷ କରୁଥିବା ଲୋକ ଲାଭବାନ ହୋଇପାରୁନାହିଁ । ହେଲେ ଏମାନେ ମାଲାମାଲ ହେଇଛନ୍ତି ବୋଲି ଆଜି ଏଭଳି କହିଛନ୍ତି ସମବାୟ ମନ୍ତ୍ରୀ…

ଭୂମିକମ୍ପ ଥରିଲା ଦୁଇଟି ଦେଶ; ରିକ୍ଟର ସ୍କେଲରେ ତୀବ୍ରତା ୬ରୁ ଅଧିକ

ନୂଆଦିଲ୍ଲୀ: ଭୂମିକମ୍ପ ଥରିଲା ଦୁଇଟି ଦେଶ । ଗତକାଲି ରାତିରେ ଭାରତ ଏବଂ ଅଷ୍ଟ୍ରେଲିଆରେ ଭୂମିକମ୍ପ ହୋଇଥିଲା । ବଙ୍ଗୋପସାଗରରେ ମଧ୍ୟ ଏକ ବଡ଼ ଭୂମିକମ୍ପ ହୋଇଥିଲା । ଭାରତରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ହୋଇଥିଲା । ଅଷ୍ଟ୍ରେଲିଆରେ, ତାସମାନିଆରେ ଭୂମିକମ୍ପ ଯୋଗୁଁ…