Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବୋଇଂ ବିମାନର ଲ୍ୟାଣ୍ଡିଂ ଗିୟରରେ ଲାଗିଗଲା ନିଆଁ, ଅଳ୍ପକେ ବଞ୍ଚିଗଲେ ୧୭୯ ଯାତ୍ରୀ

ନୂଆଦିଲ୍ଲୀ:ଆମେରିକାରେ ଏକ ବଡ଼ ବିମାନ ଦୁର୍ଘଟଣା ଟଳିଯାଇଛି । ଶନିବାର ଦିନ ଆମେରିକାରେ ଡେନଭର ବିମାନବନ୍ଦରରେ ବିମାନରେ ଲାଗିଲା ନିଆଁ। ସୂଚନା ଅନୁଯାୟୀ, ଆମେରିକାର ଡେନଭର ବିମାନବନ୍ଦରରେ ଉଡ଼ାଣ ପୂର୍ବରୁ ଏକ ଯାତ୍ରୀବାହୀ ବିମାନର ଲ୍ୟାଣ୍ଡିଂ ଗିୟରରେ ସମସ୍ୟା ଦେଖାଦେଇଥିଲା। ଯାହା ଫଳରେ…

ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ;ଯୁବକ ଅଟକ

ବାଲେଶ୍ବର: ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । କ୍ୟାମ୍ପସ କ୍ବାର୍ଟର୍ସରେ ଏକା ଥିବାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି । ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ତ୍ରୀ ଶନିବାର ରେମୁଣା ଥାନାରେ ଅଭିଯୋଗ କରିବା ପରେ ନୀଳଗିରି…

୩ ନଦୀରେ ବନ୍ୟା ଜଳ ପ୍ରବାହିତ; ପାଣିଘେରରେ ଅନେକ ଗାଁ

ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକା ନଦୀର ଜଳସ୍ତର ବଢ଼ୁଛି। ଏପଟେ ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟା ଜଳ ପ୍ରବାହିତ ହେଉଛି । ଆଖୁଆପଦାଠାରେ ୧୮.୯୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ଅନେକ ଗାଁ…

ସକାଳେ ଖାଲି ପେଟରେ ଲେମ୍ବୁ ପାଣି ପିଇବା ସମସ୍ତଙ୍କ ପାଇଁ ଠିକ୍ କି?

ଭୁବନେଶ୍ବର:ଲେମ୍ବୁ ପାଣିକୁ ଏକ ପ୍ରାକୃତିକ ଏବଂ ସତେଜ ପାନୀୟ ଭାବରେ ବିବେଚନା କରାଯାଏ, ଯାହା ଶରୀରକୁ ଅନେକ ଲାଭ ଦେଇଥାଏ । ଏଥିରେ ଭିଟାମିନ୍ ସି ଭରପୂର ମାତ୍ରାରେ ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରେ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ,…

୩୦ବର୍ଷ ପରେ ସମସପ୍ତକ ଯୋଗ;ଏହି ରାଶିମାନେ ରୁହନ୍ତୁ ଅଧିକ ସତର୍କ…

ଭୁବନେଶ୍ବର:ଦୀର୍ଘ ୩୦ବର୍ଷ ପରେ ୨୮ ଜୁଲାଇରୁ ସମସପ୍ତକ ଯୋଗ ସୃଷ୍ଟି ହେଉଛି । ଏହି ଯୋଗରେ ଶନି ଏବଂ ମଙ୍ଗଳ ପରସ୍ପର ୧୮୦ଡିଗ୍ରୀ କୋଣରେ ଅବସ୍ଥିତ ହୋଇଥାନ୍ତି । ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରିଛନ୍ତି ଓ ମଙ୍ଗଳ କନ୍ୟା ରାଶିରେ ପ୍ରବେଶ କରୁଛନ୍ତି । ଏହିପରି ଏହି ଦୁଇଟି ଗ୍ରହ…

ଶ୍ରୀ ଭାଗବତ ସାର ୧୧୦: ସୃଷ୍ଟି ସର୍ଜନା ପାଇଁ ବ୍ରହ୍ମା, ସୃଷ୍ଟି ପାଳନ ପାଇଁ ବିଷ୍ଣୁ ଓ ସୃଷ୍ଟି ସଂହାର ପାଇଁ ଶିବ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅନେକ ଅଲୌକିକ କାହାଣୀର ଅବତାରଣା ମିଳେ। ସୃଷ୍ଟି ଆରମ୍ଭର କଥା ବ୍ରହ୍ମାଙ୍କ ଇଚ୍ଛା ଅନୁସାରେ ତାଙ୍କ ଚାରି ମାନସ ପୁତ୍ର ସନକ, ସନନ୍ଦନ, ସନାତନ ଓ ସନତ କୁମାର ସତ୍ୱ ଗୁଣର ଅଧିକାରୀ ହୋଇ ସୃଷ୍ଟି ପ୍ରକ୍ରିୟାରେ…

ଅଟଳ ଜୀଙ୍କ ଜୀବନର ଗାଥା ଭାରତ ରାଜନୈତିକ ଇତିହାସରେ ଅଦ୍ୱିତୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ଅଟଳ ଯୁବଶକ୍ତି, ଓଡ଼ିଶା ପକ୍ଷରୁ ଆୟୋଜିତ ଅଟଳ ପ୍ରତିଭା ସମ୍ମାନ-୨୦୨୫ ଉତ୍ସବ ଅବସରରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ଓଡିଶାର ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଭା ମାନଙ୍କୁ ସମ୍ମାନିତ କରିଥିଲେ । ନିଜ…

ଶିକ୍ଷାର୍ଥୀଙ୍କ ନିରାପତ୍ତା ନେଇ କେନ୍ଦ୍ର ପକ୍ଷରୁ ଗାଇଡଲାଇନ୍‌ ଜାରି  

ନୂଆଦିଲ୍ଲୀ: ଶିକ୍ଷାର୍ଥୀଙ୍କ ନିରାପତ୍ତା ନେଇ କେନ୍ଦ୍ର ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି। ପିଲାମାନଙ୍କ ସୁରକ୍ଷାକୁ ନଜରରେ ରଖି ଶିକ୍ଷା ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିଦ୍ୟାଳୟ ମାନଙ୍କରେ ବାଧ୍ୟତାମୂଳକ ଭାବେ ସୁରକ୍ଷା ଅଡିଟ୍ କରିବାକୁ ନିର୍ଦ୍ଦେଶ ଜାରି…

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ ସହଯୋଗୀ ଗିରଫ

ଭୁବନେଶ୍ୱର: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ ଜଣ ସହଯୋଗୀଙ୍କୁ ଗିରଫ କଲା ପୋଲିସ । ଅମରେଶ ଜେନାଙ୍କୁ ଫେରାର କରାଇବା ଅଭିଯୋଗ ଆସିବା ପରେ ଏହି ୫ ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । ଜାମିନ୍ ନାମଞ୍ଜୁର ପରେ ୫ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍ ପଠାଗଲା । ଅମରେଶ ଜେନାଙ୍କ…

ଆଡିସନାଲ୍‌ ଷ୍ଟାଣ୍ଡିଂ କାଉନସେଲ୍‌ ସମରେଶ ଜେନାଙ୍କ ନିଯୁକ୍ତି ରଦ୍ଦ

ଭୁବନେଶ୍ୱର: ଓଡ଼ିଶା ସରକାର ଶନିବାର ଦିନ ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟରେ ଆଡିସନାଲ୍‌ ଷ୍ଟାଣ୍ଡିଂ କାଉନସେଲ୍‌ ଭାବରେ ସମରେଶ ଜେନାଙ୍କ ନିଯୁକ୍ତିକୁ ତୁରନ୍ତ ବାତିଲ କରିଛନ୍ତି। ସମରେଶ ଜେନାଙ୍କୁ ଅକ୍ଟୋବର ୨୧, ୨୦୨୪ରେ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲା। ଓଡିଶାର ଆଡଭୋକେଟ୍…