Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅନଲାଇନରେ ଚାଲିଥିଲା ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣ ରାକେଟ; ଚଢାଉ ବେଳେ ୧୦୦ କୋଟିର…

ନୂଆଦିଲ୍ଲୀ: ଅନଲାଇନରେ ଚାଲିଥିଲା ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣ କାରବାର । ଏହି ରାକେଟ କୁ ଠାବ କଲା ଦିଲ୍ଲା ପୋଲିସ । ଏହି ଘଟଣାରେ ନାଇଜେରୀୟ କିଙ୍ଗପିନ କାଲିଷ୍ଟସ ସମେତ ୫ ବିଦେଶୀ ମାଫିଆଙ୍କୁ ପୋଲିସ ଗିରଫ କରିଛି । ଏହା ସହ ସେମାନଙ୍କ ନିକଟରୁ ୧୦୦ କୋଟି ଟଙ୍କାର କୋକେନ ଏବଂ ଗଞ୍ଜେଇ…

ଭୁଲ ରାସ୍ତା ଦେଖାଇଲା ଗୁଗଲ୍ ମ୍ୟାପ୍, କାର ସହ ନଦୀ ଭିତରକୁ ଖସି ପଡ଼ିଲେ ମହିଳା

ମୁମ୍ବାଇ: ଗୁଗୁଲ୍ ମ୍ୟାପ୍ ଯୋଗୁଁ ପୁଣି ଥରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଚାଳକ ଜଣକ ଗୁଗୁଲ୍ ମ୍ୟାପ୍ ଭରସାରେ ଗାଡି ଚଳାଉଥିବାବେଳେ, ହଠାତ୍ ନଦୀ ଭିତରକୁ ଖସିପଡିଥିଲା କାର୍ ଟି । ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ନଭି ମୁମ୍ବାଇର ବେଲାପୁର ଅଞ୍ଚଳରେ । ଖବରମୁତାବକ, ଜଣେ…

ଯବାନ- ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି; ୪ ନକ୍ସଲ ନିହତ

ଛତିଶଗଡ଼: ନକ୍ସଲ ପ୍ରଭାବିତ ବିଜାପୁରରେ DRG ଯବାନମାନେ ପୁଣି ଥରେ ଏକ ବଡ଼ ସଫଳତା ହାସଲ କରିଛନ୍ତି।  ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଜାରି ରହିଛି । ଏନକାଉଣ୍ଟର ସମୟରେ ଚାରି ଜଣ ନକ୍ସଲ ନିହତ ହୋଇଛନ୍ତି। ବର୍ତ୍ତମାନ ସର୍ଚ୍ଚ ଅପରେସନ୍ ଜାରି…

ମର୍ମନ୍ତୁଦ ସଡକ ଦୁର୍ଘଟଣା;ବାଇକ୍‌କୁ ରକ୍ଷା କରିବାକୁ ଯାଇ ଦୁଇ ଟ୍ରକ୍ ମଧ୍ୟରେ ଧକ୍କା,୩ ମୃତ

ୟାଗଡ଼: ଏକ ବାଇକ୍‌କୁ ରକ୍ଷା କରିବା ପାଇଁ ଦୁଇ ଜଣ ଟ୍ରକ୍‌ ଚାଳକ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ଟାକେରା ନିକଟସ୍ଥ ଅସନିବେରେଣା ରାସ୍ତା ନିକଟରେ ଏକ ବାଇକ୍‌କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ ବୋଝେଇ ଟ୍ରକ୍‌ ମଧ୍ୟରେ…

ନାରୀ ନିର୍ଯାତନାର ବୃଦ୍ଧି ପ୍ରସଙ୍ଗକୁ ନେଇ ଡିଆଇଜିଙ୍କ ଅଫିସ ସମ୍ମୁଖରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟରେ ନାରୀ ନିର୍ଯାତନାର ଅହେତୁକ ବୃଦ୍ଧି ପ୍ରସଙ୍ଗକୁ ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ଅଫିସ ଆଗରେ ବିଜେଡିର ବିକ୍ଷୋଭ । କୋରାପୁଟ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଅହେତୁକ ଭାବେ ନାରୀ ନିର୍ଯାତନା ବୃଦ୍ଧି ପାଇଥିବା ଯୋଗୁଁ ବିଜୁ ଜନତା ଦଳ ତରଫରୁ ଶନିବାର ଦକ୍ଷିଣ…

ଏଣିକି ସ୍କୁଲରେ ପିଲା ପଢିବେ ‘ଅପରେସନ ସିନ୍ଦୂର’ର ବୀରତ୍ଵ ଗାଥା…

ନୂଆଦିଲ୍ଲୀ: ଏନସିଇଆରଟି ଖୁବ୍ ଶୀଘ୍ର ସ୍କୁଲ ପାଠ୍ୟକ୍ରମରେ ଅପରେସନ ସିନ୍ଦୂରର ଗୌରବ କାହାଣୀକୁ ସାମିଲ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ସୂଚନା ଅନୁଯାୟୀ, ଏନସିଇଆରଟି ଉଚ୍ଚ ଶ୍ରେଣୀ ପାଇଁ ଅପରେସନ ସିନ୍ଦୂର ଉପରେ ଏକ ସ୍ୱତନ୍ତ୍ର ମଡ୍ୟୁଲ୍ ପ୍ରସ୍ତୁତ କରୁଛି। ଯାହା ପହଲଗାମ୍ ଆତଙ୍କବାଦୀ…

ବିପୁଳ ପରିମାଣର କଫ ସିରଫ ଜବତ, ୩ ଅଭିଯୁକ୍ତ ଗିରଫ

ବରଗଡ଼: ବରଗଡ ସହରରେ ନିଶା ବେପାରୀଙ୍କ ଉତ୍ପାତ ବଢୁଥିବା ଦେଖି ଏମାନଙ୍କ ମେରୁଦଣ୍ଡରେ ପ୍ରହାର କରିବା ପାଇଁ ଅଣ୍ଟା ଭିଡିଛି ବରଗଡ଼ ପୋଲିସ l ପୁଣି ବିପୁଳ ପରିମାଣର କଫ ସିରଫ ଜବତ କରିଛି ବରଗଡ଼ ଟାଉନ ପୋଲିସ । ବରଗଡ଼ରେ ନିଶା କାରବାର ରୋକିବା ଦିଗରେ ବରଗଡ଼ ପୋଲିସ ପକ୍ଷରୁ ବିଭିନ୍ନ…

ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ଏକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦଶ ବର୍ଷ ପୂର୍ବେ ଜଣେ ସରକାରୀ ଡାକ୍ତରଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଲାଞ୍ଚ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗଜପତି ଜିଲ୍ଲାର ଗୁରାଣ୍ଡି କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି)ର ଇନଚାର୍ଜ ମେଡିକାଲ…

ରାଜପଥରେ ବସ୍ ଓଲଟି ୧୮ଜଣଙ୍କ ଚାଲିଗଲା ଜୀବନ, ୪୦ରୁ ଅଧିକ ଆହତ

ନୂଆଦିଲ୍ଲୀ:ପେରୁରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। ଲିମାରୁ ଆମାଜନ ଅଞ୍ଚଳକୁ ଯାଉଥିବା ଏକ ବସ୍ ଏଣ୍ଡିଜ୍ ପର୍ବତମାଳାରେ ରାଜପଥରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୮ ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ବସ୍ ଟି ଏକ ତୀକ୍ଷ୍ଣ…

ଜଳପ୍ରପାତରେ ବୁଡ଼ି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀ ମୃତ

ସମ୍ବଲପୁର: ଦେବଝରଣ ଜଳପ୍ରପାତରେ ଅଘଟଣ। ଆଜି ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତରେ ବୁଡ଼ି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀ ମୃତ । ମୃତକ ଦୁଇ ଜଣ ବୁର୍ଲା ଭୀମସାରର ବୋଲି ଜଣା ପଡିଛି। ମୃତ ଛାତ୍ରୀଙ୍କ ନାଁ ମୋନିକା ମୀନା ଓ ଛାତ୍ରଙ୍କ ନାଁ ସନ୍ଦୀପ ପୁରୀ। ଦୁଇ ମୃତକ ଭୀମସାରର ଶେଷ…