Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ: ପୁରୁଣା କଣ୍ଟ୍ରାକ୍ଟ ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ବର: ମେଟ୍ରୋ ପ୍ରକଳ୍ପ ପାଇଁ ହୋଇଥିବା କଣ୍ଟ୍ରାକ୍ଟ ବାତିଲ । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ସହ କଣ୍ଟ୍ରାକ୍ଟ ବାତିଲ କରିଛନ୍ତି ରାଜ୍ୟ ସରକାର । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪…

ସଫେଇ କର୍ମଚାରୀଙ୍କୁ ବଡ ଉପହାର; ୧୦ ଲକ୍ଷ ଟଙ୍କାର ଜୀବନ ବୀମା, ଜୀବନହାନୀ ପାଇଁ ୩୦ ଲକ୍ଷ ସହାୟତା

ଭୁବନେଶ୍ବର: ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଲୋକସେବା ଭବନରେ ‘ଗରିମା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରି କହିଛନ୍ତି ଯେ, ୧୦ ଲକ୍ଷର ଜୀବନବୀମା ପାଇବେ ସଫେଇ କର୍ମଚାରୀ । କର୍ମ କ୍ଷେତ୍ରରେ ଜୀବନହାନୀ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା…

ଶତ୍ରୁଙ୍କ ନିଦ ହଜାଇବେ ରୁଦ୍ର, ଭୈରବ !

ନୂଆଦିଲ୍ଲୀ: ସୀମାରେ ଥରିବ ଶତ୍ରୁ । ପ୍ରଚଣ୍ଡ ପ୍ରହାର କରିବେ ରୁଦ୍ର, ଭୈରବ । ଭାରତୀୟ ସେନାର ରୁଦ୍ର ବ୍ରିଗେଡ୍ ଓ ଭୈରବ ଲାଇଟ୍ କମାଣ୍ଡୋ ବାଟାଲିୟନ ନୂଆ କ୍ରାନ୍ତିର ଶୁଭାରମ୍ଭ କରିବେ । ମିସାଇଲ୍ ଓ ସ୍ପେଶାଲ ଫୋର୍ସଙ୍କ ସହ ଏହି ଦୁଇ ୟୁନିଟ୍ ସୀମାରେ ଶତ୍ରୁଙ୍କୁ ମାତ୍ ଦେବାକୁ ପ୍ରସ୍ତୁତ ।…

ବିହାର ରାଜନୀତିରେ କମୁଛି ବାହୁବଳୀଙ୍କ ପ୍ରଭାବ

ନୂଆଦିଲ୍ଲୀ: ଦିନ ଥିଲା ବିହାର ରାଜନୀତିରେ ବାହୁବଳୀଙ୍କ ଦବଦବା ରହିଥିଲା । ଅପରାଧୀଙ୍କ ସହ ରାଜନୀତିର ଯୁଗଳବନ୍ଦୀ କରି ବାହୁବଳୀ ଦମ୍ ଦେଖାଉଥିଲେ । ହେଲେ ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ନିର୍ବାଚନୀ ଦୃଶ୍ୟପଟ୍ଟରୁ ଏକପ୍ରକାର ଗାଏବ ରହିଛନ୍ତି ବାହୁବଳୀ । ନା…

ସାଙ୍ଗକୁ ହାଣି ବିଲରେ ଫୋପାଡ଼ି ଦେଲା ସାଙ୍ଗ;ଅଭିଯୁକ୍ତ ଫେରାର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଢୋ ଗାଁରେ ଅଭାବନୀୟ ଘଟଣା । ସାଙ୍ଗକୁ ହାଣି ବିଲରେ ଫୋପାଡ଼ି ଦେଲା ସାଙ୍ଗ । ଉଦଳା ଥାନା ରାଢୋଗାଁରୁ ଗୁରୁତର ଯୁବକ ଉଦ୍ଧାର । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର । ଗତକାଲି ସନ୍ଧ୍ୟାବେଳେ ଗାଁର ଯତିନ୍ଦ୍ର ପାତ୍ର ଘର ପାଖରେ ବସିଥିଲେ। ଏହି ସମୟରେ…

ହୋମଗାର୍ଡ ପରୀକ୍ଷାରେ ଚେତାଶୂନ୍ୟ ହେଲେ ମହିଳା: ଚିକିତ୍ସା ପାଇଁ ନେଲା ବେଳେ ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ….

ପାଟନା: ଦେଶରେ ମହିଳା ଯେ କେତେ ଅସୁରକ୍ଷିତ ତାର ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ହୋମଗାର୍ଡ ପରୀକ୍ଷା ବେଳେ ଜଣେ ମହିଳା ଅଚେତ୍ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ଆମ୍ବୁଲାନ୍ସରେ ହିଁ ଗଣଦୁଷ୍କର୍ମ କରାଯାଇଛି । କିଛି ଏଭଳି ନିନ୍ଦନୀୟ ଖବର ଆସିଛି, ବିହାରର ବୋଧଗୟାରୁ ।…

ଭାରତର ସୀମା ମଧ୍ୟରେ କୌଣସି ମନ୍ଦ ଉଦ୍ଦେଶ୍ୟ ସଫଳ ହେବ ନାହିଁ: ସେନା ମୁଖ୍ୟ

ନୂଆଦିଲ୍ଲୀ: ଆଜି ହେଉଛି କାରଗିଲ ବିଜୟ ଦିବସ । ୧୯୯୯ ମସିହା ଜୁଲାଇ ୨୬ ତାରିଖ ଆଜିର ଦିନରେ କାରଗିଲର ଉଚ୍ଚ ଶୀଖର ପାହାଡ଼ରେ ପାକିସ୍ତାନ ସେନାକୁ ମାତ ଦେଇ ବିଜୟ ପତାକା ଉଡ଼ାଇଥିଲେ ଭାରତୀୟ ସେନା । ଏନେଇ ଆଜି ଦେଶର ଭିନ୍ନ ଭିନ୍ନ ସ୍ଥାନରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି । କାରଗିଲ୍‍…

ଆତ୍ମନିର୍ଭରଶୀଳ ହେଉଛି ଭାରତ: ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ୨୯ ହଜାର କୋଟିରୁ ଅଧିକ ଟଙ୍କା…

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେବ ଭାରତ । ତାହା ପୁଣି ସ୍ବଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା । ଏଥିପାଇଁ ଭାରତ ସରକାର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ପାଇଁ ଗତ ତିନି ବର୍ଷ ମଧ୍ୟରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ପାଇଁ…

ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ଓଡିଆ ସିନେମା ‘ଲହରୀ’

ଭୁବନେଶ୍ବର: ମେଲବୋର୍ଣ୍ଣରେ ପ୍ରଦର୍ଶିତ ହେବ ଓଡିଆ ସିନେମା ଲହରୀ । କଲିକତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପୁରସ୍କୃତ ହେବା ସହ ବିଚାରକ ତଥା ସମାଲୋଚକଙ୍କ ପ୍ରଶଂସା ସାଉଁଟି ଥିବା 'ଲହରୀ' ଏବେ ବିଦେଶରେ ପ୍ରଦର୍ଶିତ ହେବ । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଠାରେ ଆସନ୍ତା…

କାରଗିଲରୁ ଅପରେସନ ସିନ୍ଦୂର: ପ୍ରତିରକ୍ଷା କ୍ଷେତ୍ରରେ କେତେ ବଦଳିଛି ଭାରତ ଓ ଏହାର ଯୁଦ୍ଧାସ୍ତ୍ର?

ନୂଆଦିଲ୍ଲୀ: ଭାରତ ପାଳୁଛି କାରଗିଲରେ ବିଜୟର ୨୬ ବର୍ଷ। ୧୯୯୯ର ଗ୍ରୀଷ୍ମ ଋତୁରେ, ଭାରତୀୟ ସୈନିକମାନେ କାରଗିଲର ଦୁର୍ଗମ ଶିଖରରେ ପାକିସ୍ତାନ ବିରୁଦ୍ଧରେ ଏକ ଅତ୍ୟନ୍ତ କଷ୍ଟକର ଯୁଦ୍ଧ ଲଢ଼ିଥିଲେ । ମେ ୩ରୁ ଆରମ୍ଭ ହୋଇ ଏହି ଯୁଦ୍ଧ ଜୁଲାଇ ୨୬ରେ ଶେଷ ହୋଇଥିଲା । ଆଉ ଏହାର ୨୬ ବର୍ଷ ପରେ…