Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାରିପଦା ସହରର ହେବ ନବୀକରଣ; ନଗର ଉନ୍ନୟନ ମନ୍ତ୍ରୀଙ୍କ ବ୍ଲୁ ପ୍ରିଣ୍ଟ

ମୟୂରଭଞ୍ଜ: ବାରିପଦା ସହରର ହେବ ନବୀକରଣ। ନଗର ଉନ୍ନୟନ ମନ୍ତ୍ରୀଙ୍କ ବ୍ଲୁ ପ୍ରିଣ୍ଟ। ଏନେଇ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀଙ୍କ ଆଲୋଚନା ହୋଇଛି। ବାରିପଦାରେ ରିଙ୍ଗ୍‌ ରୋଡ ସହିତ ବୁଢ଼ାବଳଙ୍ଗ ନଦୀରେ ବ୍ୟାରେଜ ନିର୍ମାଣ ହେବ। ସେହିପରି ସ୍ବରେଜ ସିଷ୍ଟମ ସହ ବିକଶିତ ହେବ…

୨୦୨୫ରେ ସରିବ ପାନୀୟ ଜଳ ପ୍ରକଳ୍ପ, ଜଳଯୋଗାଣରେ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ: ମନ୍ତ୍ରୀ

ଭୁବନେଶ୍ୱର: ଆଜି ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ପାନୀୟ ଜଳ ବ୍ୟବସ୍ଥା ଆଜି ମଧ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି । ୨୦୭ ମେଗା ପ୍ରକଳ୍ପ ଦ୍ୱାରା ପାଣି ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ୧୮ଟି ପ୍ରକଳ୍ପରେ ସବୁ ଘରକୁ ଘର ଜଳ…

ଏବେ ଆକାଶରେ ହିଁ ଧ୍ୱଂସ ହେବ ଶତ୍ରୁ: ଭାରତକୁ ଅଧିକ ଶକ୍ତିଶାଳୀ କରିବ ଡ୍ରୋନ୍-ନିକ୍ଷେପିତ କ୍ଷେପଣାସ୍ତ୍ର ULPGM-V3

ଅମରାବତୀ: ଆନ୍ଧ୍ରପ୍ରଦେଶର କୁର୍ନୁଲରେ ଏକ ବଡ଼ ସଫଳତା ମିଳିଛି, ଯାହା ଦେଶର ସୁରକ୍ଷାକୁ ଆହୁରି ମଜବୁତ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଡ୍ରୋନରୁ ଉତକ୍ଷେପଣ କରାଯାଇଥିବା ଆଡଭାନ୍ସଡ୍ ପ୍ରିସିସନ୍ ଗାଇଡେଡ୍ ମିସାଇଲ୍ ULPGM-V3 ର ସଫଳ ପରୀକ୍ଷଣ କରିଛି। ଏହି…

ବୁଣାକାର ଶ୍ରମିକଙ୍କ ପାଇଁ ଖୁସି ଖବର; ଭତ୍ତା ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ବଢ଼ିଲା ବୁଣାକାର ଶ୍ରମିକଙ୍କ ଭତ୍ତା । ବୁଣାକାର ଶ୍ରମିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର । ତେବେ ପୁରୁଷ ବୁଣାକାର ଶ୍ରମିକଙ୍କ ଭତ୍ତା ୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ, ମହିଳା ବୁଣାକାର ଶ୍ରମିକଙ୍କ ଭତ୍ତା ୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ,…

ରଖାଇନ କରିଡରରେ ମହାଶକ୍ତିଙ୍କ ଟକ୍କର

ନୂଆଦିଲ୍ଲୀ: ରଖାଇନ୍ କରିଡରରେ ଦମ୍ ଦେଖାଇବାକୁ ବଡ଼ ଟକ୍କର । ଭାରତ, ଚୀନ୍, ଆମେରିକା ପରି ମହାଶକ୍ତି ମୁହାଁମୁହିଁ । ମିଆଁମାରରେ ବଙ୍ଗୋପସାଗର ଉପକୂଳରେ ଥିବା ମାନବୀୟ ସହାୟତା ମାର୍ଗ ରଖାଇନ୍ କରିଡ଼ର ଏବେ ବଡ଼ ଗେମପ୍ଲାନର କେନ୍ଦ୍ର ହୋଇଛି । ଏଠାରେ ଧୀରେ ଧୀରେ ଅରାକାନ ଆର୍ମିର ନିୟନ୍ତ୍ରଣ…

କାହିଁକି ନିର୍ବାଚନ ‘ବୟକଟ୍’ କଥା କହୁଛନ୍ତି ତେଜସ୍ବୀ?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ନେଇ ବଡ଼ ଗୋଟି ! କାହିଁକି ନିର୍ବାଚନ ବୟକଟ୍ କରିବାକୁ କହୁଛନ୍ତି ତେଜସ୍ବୀ? ଭୋଟର ତାଲିକା ସଂଶୋଧନକୁ ବିହାରରେ ବଡ଼ ପ୍ରସଙ୍ଗ କରିଛନ୍ତି ବିରୋଧୀ । ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ବା ଏସଆଇଆରକୁ ନେଇ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି…

ଜୁଆ ଆଡ୍ଡା ଉପରେ ଚଢାଉ: ୧୯ ଗିରଫ

ଗଞ୍ଜାମ: ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା। ହଠାତ ଚଢଉ କଲା ପୋଲିସ। ଏହା ଘଟଣାରେ ୧୯ ଜଣ ଗିରଫ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ୪ ଲକ୍ଷ ୪ ହଜାର ଟଙ୍କା ସହ ୨ ଟି କାର୍, ୫ ଟି ବାଇକ୍, ୧୯ ଟି ମୋବାଇଲ ଜବତ…

ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି କାର୍ଯ୍ୟରେ ଯୋଗଦେଲେ ପୁରୀର ନୂଆ ଜିଲ୍ଲାପାଳ

ପୁରୀ: ପୁରୀର ନୂତନ ଜିଲ୍ଲାପାଳ ଭାବେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି ଦିବ୍ୟ ଜ୍ୟୋତି ପରିଡା । କାର୍ଯ୍ୟରେ ଯୋଗଦାନ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରି ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଅତିରିକ୍ତ…

ଚଳିତବର୍ଷ କାହିଁକି ଆରବ ସାଗରରେ ପାଳନ କରାଯିବ ନୌସେନା ଦିବସ ?

ନୂଆଦିଲ୍ଲୀ: ଭାରତୀୟ ନୌସେନା ଚଳିତ ବର୍ଷ ଡିସେମ୍ବର ୪ ତାରିଖରେ ତିରୁବନନ୍ତପୁରମରେ ନୌସେନା ଦିବସ ୨୦୨୫ ପାଳନ କରିବ। ନୌସେନା ଦିବସର ମୁଖ୍ୟ ଆକର୍ଷଣ ହେବ ଆରବ ସାଗର, ଯାହା ଭାରତର ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏକ ରଣନୈତିକ ସାମୁଦ୍ରିକ କ୍ଷେତ୍ର । ଅନ୍ୟପଟେ ଯାହା ପରୋକ୍ଷ…

ଓଡ଼ିଶା ଟେକ୍ସର ଶୁଭାରମ୍ଭ; ଓଡ଼ିଶାର ବସ୍ତ୍ର ସମଗ୍ର ଦେଶରେ ପହଞ୍ଚିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟେକ୍ସଟାଇଲ ଶିଳ୍ପର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ଶୁକ୍ରବାର ଲୋକସେବା ଭବନରେ ‘ଓଡ଼ିଶା ଟେକ୍ସ ୨୦୨୫’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬ ଗୋଟି ଟେକ୍ସଟାଇଲ୍ ଓ ଆପାରେଲ୍ ପାର୍କର ଉଦଘାଟନ କରିଛନ୍ତି । କଟକ,…