Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସରକାରଙ୍କ ବଡ ପଦକ୍ଷେପ: ବ୍ୟାନ କଲେ ୨୫ଟି ଓଟିଟି ଆପ୍, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ALTT, ULLY, Desiflix, BigShots ଭଳି ୨୫ଟି OTT ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଆପଗୁଡ଼ିକ ଉପଭୋକ୍ତାମାନଙ୍କୁ ଅଶ୍ଳୀଳ ଏବଂ ବୋଲ୍ଡ ବିଷୟବସ୍ତୁ ପରିବେଷଣ କରୁଥିବା ଅଭିଯୋଗ ହୋଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଭାରତରେ ଏହି ୱେବସାଇଟ୍ ଏବଂ…

ଉନ୍ନତ ପ୍ରଯୁକ୍ତିବିଦ୍ୟା ଦ୍ବାରା ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟ ମଧୁର ଜଳ ବ୍ୟବହାରରେ ୪୦% ହ୍ରାସ କରିଛି

କଳିଙ୍ଗନଗର: ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟ ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିଗରେ ଷ୍ଟିଲ ଉଦ୍ୟୋଗରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି । ଉନ୍ନତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏହି ପ୍ଲାଣ୍ଟ ମଧୁର ଜଳ ବ୍ୟବହାରରେ ୪୦% ରୁ ଅଧିକ ହ୍ରାସ ଆଣିବା…

ଗୁଗୁଲ୍, ମାଇକ୍ରୋସଫ୍ଟ, ଫେସବୁକ୍…ଭାରତୀୟମାନଙ୍କୁ ଚାକିରି ଦିଅ ନାହିଁ, କାହିଁକି ଏମିତି କହିଲେ ଟ୍ରମ୍ପ….

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଗୁଲ୍, ମାଇକ୍ରୋସଫ୍ଟ ଏବଂ ଆପଲ୍ ଭଳି ଆମେରିକୀୟ ଟେକ୍ ଜାଏଣ୍ଟମାନଙ୍କୁ ଭାରତ ଏବଂ ଅନ୍ୟ ଦେଶରୁ କର୍ମଚାରୀ ନିଯୁକ୍ତି ବନ୍ଦ କରିବାକୁ ଆହ୍ୱାନ କରିଛନ୍ତି । ବୁଧବାର ୱାଶିଂଟନରେ ଏକ ଏଆଇ ସମ୍ମିଳନୀରେ ସେ କହିଛନ୍ତି ଯେ ଆମେରିକୀୟ…

ବିଜେଡି କର୍ପୋରେଟର୍ ଅମରେଶ ଜେନାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ଗିରଫ ନକଲେ ଆତ୍ମହୁତି ଧମକ

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନାରେ ଜଣେ ୧୯ ବର୍ଷୀୟା ଯୁବତୀର ଅଭିଯୋଗ ଆଧାରରେ ବିଜେଡି କର୍ପୋରେଟର୍ ଅମରେଶ ଜେନାଙ୍କ ବିରୋଧରେ ଧର୍ଷଣ, ଗର୍ଭପାତ ଏବଂ ଧମକର ମାମଲା ରୁଜୁ ହୋଇଛି, ଯେଉଁଥିରେ ସେ ବାହାନାରେ ନାବାଳିକା ଅବସ୍ଥାରୁ ତାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି।…

ଭାଙ୍ଗୁଛି ମାଓଗଡ଼: ପୁଣି ଆତ୍ମସମର୍ପଣ କଲେ ୬୬ ନକ୍ସଲ

ରାୟପୁର: ଛତିଶଗଡ଼ ପୋଲିସକୁ ପୁଣି ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଛତିଶଗଡ଼ର ୫ଟି ଜିଲ୍ଲା ପୋଲିସ ନିକଟରେ ୬୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ରହିଛନ୍ତି କେକେବିଏନ୍‌ (କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼) ଏରିଆ ମୁଖ୍ୟ ରାମନ୍ନା ଇରପା…

ଆଉଟସୋର୍ସିଂ ନିଯୁକ୍ତି ନେଇ ସରକାର ଜାରି କଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ଆଉଟସୋର୍ସିଂ ନିଯୁକ୍ତି ନେଇ ଓଡ଼ିଶା ସରକାର ସମସ୍ତ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଆଉଟସୋର୍ସିଂ ଭିତ୍ତିରେ କର୍ମଚାରୀ ନିଯୁକ୍ତି ପାଇଁ ଅର୍ଥ ବିଭାଗର ପୂର୍ବ ଅନୁମୋଦନ ବାଧ୍ୟତାମୂଳକ। ଏପରି କରି ରାଜ୍ୟ ସରକାର ଠିକା ବା କଣ୍ଟ୍ରାକ୍ଟଚୁଆଲ ନିଯୁକ୍ତି ରୋକିବା ଏବଂ ଆର୍ଥିକ…

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍‌; ସ୍ଥିତି ଦେଖି ଅଧିକ ଗେଟ୍‌ ଖୋଲାଯିବ

ସମ୍ବଲପୁର:ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ଫଳରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢୁଛି । ଫଳରେ ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଶୁକ୍ରବାର ସକାଳେ ଖୋଲାଯାଇଛି । ବର୍ତ୍ତମାନ ମୋଟ ୧୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।…

ବ୍ରିଟେନ ପରେ ମାଳଦ୍ବୀପରେ ପହଞ୍ଚିଲେ ମୋଦି: ଓହ୍ଲାଇବା ମାତ୍ରେ ଏମିତି ପାଛୋଟି ନେଲେ ରାଷ୍ଟ୍ରପତି ମୁଇଜୁ…..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୟୁକେ ଗସ୍ତ ସମାପ୍ତ କରିବା ପରେ ଶୁକ୍ରବାର ମାଳଦ୍ୱୀପରେ ପହଞ୍ଚିଛନ୍ତି । ମାଲେରେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏପରି ଭବ୍ୟ ସ୍ୱାଗତ କରିଛନ୍ତି ଯେ ଏହାକୁ ଦେଖି ଚୀନ ଏବଂ ପାକିସ୍ତାନ ମଧ୍ୟ…

ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଲେ ମୋଦି: ବନିଲେ ଦ୍ୱିତୀୟ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ…..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ରାଜନୈତିକ ମାଇଲଖୁଣ୍ଟ ଅତିକ୍ରମ କରି ଇନ୍ଦିରା ଗାନ୍ଧୀଙ୍କ ରେକର୍ଡକୁ ପଛରେ ପକାଇଛନ୍ତି । ଏକ ନିରବଚ୍ଛିନ୍ନ କାର୍ଯ୍ୟକାଳରେ ଭାରତର ଦ୍ୱିତୀୟ ସର୍ବାଧିକ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ବନିଛନ୍ତି ମୋଦି । ମୋଦି ଜୁଲାଇ ୨୫, ୨୦୨୫ ସୁଦ୍ଧା…