Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭାରତୀୟ ସେନାକୁ ମିଳିବ ‘ଉଡ଼ନ୍ତା ସାଥୀ’: ଆସୁଛି CATS ଯୋଦ୍ଧା, ବିନା ପାଇଲଟରେ ହେବ ମିଶନ

ନୂଆଦିଲ୍ଲୀ: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) CATS ୱାରିଅର ନାମକ ଏକ ସ୍ୱତନ୍ତ୍ର ଡ୍ରୋନ ବିକଶିତ କରିଛି, ଯାହା ଏକ ମାନବହୀନ ଯୁଦ୍ଧ ବିମାନ (UCAV)। ସୂତ୍ର ଅନୁସାରେ, ଏହା ଖୁବ୍ ଶୀଘ୍ର ଏହାର ପ୍ରଥମ କମ୍-ସ୍ପିଡ୍ ଟ୍ୟାକ୍ସି ପରୀକ୍ଷଣ ପାଇଁ ପ୍ରସ୍ତୁତ। CATS ୱାରିଅରକୁ ଏପରି…

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ହକି କୋଚଙ୍କୁ ଉଠାଇ ନେଲା ପୋଲିସ

ଯାଜପୁର: ଏବେ ଅଶାନ୍ତ ହୋଇପଡିଛି ଓଡିଶା । ଲଗାତାର କିଛି ଦିନ ହେବ ଚାରିଆଡୁ ଖାଲି ଦୁଷ୍କର୍ମ ଓ ହତ୍ୟା ଘଟଣା ସାମ୍ନାକୁ ଆସୁଛି । ନିକଟରେ ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଘଟଣା ହେଉ କି ସେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଧୀନ ବଳଙ୍ଗାର ଯୁକ୍ତ ଦୁଇ ଛାତ୍ରୀଙ୍କୁ ପୋଡିବା ଘଟଣା । ଏହି…

ଇସ୍କନ ରେସ୍ତୋରାଁରେ ଚିକିନ୍ ଖାଇଲେ ଯୁବକ, ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ…

ନୂଆଦିଲ୍ଲୀ: ଲଣ୍ଡନ ଇସ୍କନ ରେଷ୍ଟୁରାଣ୍ଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ ଥିବା ଇସ୍କନର ଏକ ନିରାମିଷ ରେସ୍ତୋରାଁରେ ଜଣେ ବିଦେଶୀ ନାଗରିକ ଆମିଷ ଖାଉଥିବା ଦେଖିବାକୁ ମିଳିଛି । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା…

ବଡଧରଣର ଧର୍ମାନ୍ତରୀକରଣ ଗ୍ୟାଙ୍ଗର ପର୍ଦ୍ଦାଫାସ୍ ; ଆମେରିକା ଏବଂ କାନାଡାରୁ ଆସୁଥିଲା ପାଣ୍ଠି, ISIS ଶୈଳୀରେ…

ଉତ୍ତରପ୍ରଦେଶ: ୟୁପି ପୋଲିସ ଏକ ବଡ ଧର୍ମାନ୍ତରୀକରଣ ସିଣ୍ଡିକେଟ୍ ର ପର୍ଦ୍ଦାଫାସ୍ କରିଛି। ଏହି ଗ୍ୟାଙ୍ଗରେ  ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା ସମୟରେ ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଆଗ୍ରାରେ ପୋଲିସ ଏକ ବଡ଼ ଅବୈଧ ଧର୍ମାନ୍ତରୀକରଣ ସିଣ୍ଡିକେଟ୍‌ର…

ଟ୍ରମ୍ପଙ୍କ ନୂଆ ଭିିଡିଓ, ନୂଆ ବିବାଦ

ନୂଆଦିଲ୍ଲୀ: ଭିଡିଓ ପୋଷ୍ଟ କରି ନୂଆ ବିବାଦ ସୃଷ୍ଟି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ନିକଟରେ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଏକ ଏଆଇ ଜେନେରେଟେଡ୍ ଭିଡିଓ ସେୟାର କରିଛନ୍ତି । ୪୫ ସେକେଣ୍ଡର ଏହି ଡିପଫେକ୍ ଭିଡିଓରେ ପୂର୍ବତନ ରାଷ୍ଟ୍ରପତି ବାରାକ…

ଶତ୍ରୁ ଦେଶ ସାବଧାନ୍ ! ବଦଳୁଛି ଭାରତର ଯୁଦ୍ଧନୀତି

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରରେ ସାରା ବିଶ୍ବରେ ଦମ୍ ଦେଖାଇଛି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନ ଓ ପିଓକେରେ ୯ଟି ଆତଙ୍କବାଦୀ ଠିକଣାକୁ ଧ୍ବସ୍ତ କରିଥିଲା ଭାରତୀୟ ସେନା । ପୂରା ଅପରେସନରେ କମାଲ କରିଥିଲା ବ୍ରହ୍ମୋସ ମିସାଇଲ୍, ଆକାଶ ପ୍ରତିରକ୍ଷା ପ୍ରଣାଳୀ ପରି…

୪୬ ମିଶ୍ରଣ ସ୍କୁଲରୁ ତାଲା ଖୋଲିଲେ ରାଜ୍ୟ ସରକାର, ଆଗକୁ ଆଉ ୪ ସ୍କୁଲ ଖୋଲିବ…

ଭୁବନେଶ୍ବର: ଆଜି ଖୋଲିଲା ୪୬ଟି ମିଶ୍ରଣ ସ୍କୁଲ । ରାଜ୍ୟରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ ରାଜ୍ୟ ସରକାର ୪୬ଟିରୁ ତାଲା ଖୋଲିଛନ୍ତି । ଖୁବ୍‌ଶୀଘ୍ର ଆଉ ୪ଟି ସ୍କୁଲ ଖୋଲିବା ନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୪୬ ସ୍କୁଲ ମଧ୍ୟରୁ…

ଠକ ଏଜେଣ୍ଟ କଥାରେ ଫସିଗଲେ ନିଆଳିର ୪ ଯୁବକ;ମ୍ୟାମାରରୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି

ଭୁବନେଶ୍ବର:ଠକ ଏଜେଣ୍ଟ କଥାରେ ଫସିଗଲେ ଓଡିଆ ଯୁବକ । ନିଆଳିର ୪ଜଣ ଯୁବକଙ୍କୁ ହଙ୍ଗକଙ୍ଗ୍‌ର ଏକ ଫୁଡ୍ ପ୍ୟାକେଜିଂ କମ୍ପାନିରେ କାମ କରିବାକୁ କହି ଜଣେ ଏଜେଣ୍ଟ ନେଇଯାଇଥିଲେ।ଉକ୍ତ ଏଜେଣ୍ଟ ଅଧିକ ରୋଜଗାରର ଲୋଭ ଦେଖାଇ ସେମାନଙ୍କୁ ମ୍ୟାମାର୍‌ ଦେଶକୁ ନେଇ ସେମାନଙ୍କୁ ସାଇବର ଠକେଇ କାର୍ଯ୍ୟରେ…

ରେଭେନ୍ସା ରାଗିଂ ଘଟଣାର ନାଟକୀୟ ମୋଡ଼: କେହି ରାଗିଂ ଅଭିଯୋଗ କରିନାହାଁନ୍ତି କହିଲେ ପ୍ରଥମ ବର୍ଷ ଛାତ୍ର

କଟକ: ରେଭେନ୍ସା ଇଷ୍ଟ ହଷ୍ଟେଲ୍‌ରେ ରାଗିଂ ଅଭିଯୋଗର ନାଟକୀୟ ମୋଡ଼। କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଉଭୟ ଛାତ୍ରଙ୍କ ଧାରଣା। ଉଭୟ ୟୁଜି ପ୍ରଥମ ଓ ତୃତୀୟ ବର୍ଷ ଛାତ୍ର ଦେଇଛନ୍ତି ଧାରଣା। କେହି ରାଗିଂ ଅଭିଯୋଗ କରିନଥିବା କହିଲେ ପ୍ରଥମ ବର୍ଷ ଛାତ୍ର। ସୂଚନା ଅନୁସାରେ ୟୁଜି ପ୍ରଥମ ବର୍ଷ…

ପୁଣି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଲତା, ସରଣ୍ଡା ଜଙ୍ଗଲରୁ ଜବତ ହେଲା ମାଓ ବିସ୍ଫୋରକ ସାମଗ୍ରୀ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମା ସରଣ୍ଡା ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜବତ। ବିପୁଳ ଆଇଇଡି ସହ ହ୍ୟାଣ୍ଡ ଗ୍ରେନେଡ ଏବଂ ବିସ୍ଫୋରକ ପାଉଡର ଜବତ କଲା ସୁରକ୍ଷା ବାହିନୀ। ତେବେ ଏହାକୁ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ମାଓ ଗତିବିଦ୍ଧି ଉପରେ ନଜର…