Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଛାତ୍ର କଂଗ୍ରେସ ସଭାପତି ଦୁଷ୍କର୍ମ ମାମଲାରେ ଗିରଫ, ଭକ୍ତ ଦାସଙ୍କ ଇସ୍ତଫା ଦାବି କରି ଘେରିଲା ଏବିଭିପି

ଭୁବନେଶ୍ବର: ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗରେ ମଞ୍ଚେଶ୍ବର ଥନା ପୋଲିସ ତାଙ୍କୁ ଗିରଫ କରିଛି। ଏହି ଘଟଣାକୁ ଗୁରୁତର ସହ ନେଇ ଜାତୀୟ ଛାତ୍ର କଂଗ୍ରେସ (NSUI) ଉଦିତଙ୍କୁ ସଭାପତି ପଦ ଓ ଦଳରୁ ନିଲମ୍ବିତ କରିଛି। ଏହାସହ ପ୍ରଦେଶ କଂଗ୍ରେସ ଏହି…

ଇସ୍ରାଏଲ ଆକ୍ରମଣରେ ହମାସ କମାଣ୍ଡର ନିହତ; ୭୫ଟି ଆତଙ୍କବାଦୀ ଆଡ୍ଡା ଧ୍ବଂସ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆକ୍ରମଣ ଏବେ ବି ଜାରି ରହିଛି। ତେବେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଦାବି କରିଛି ଯେ, ସେମାନେ ହମାସ କମାଣ୍ଡର ବଶର ଥାବେଟଙ୍କୁ ହତ୍ୟା କରିଛନ୍ତି।ସେମାନେ ହମାସର ଅସ୍ତ୍ରଶସ୍ତ୍ର ଉତ୍ପାଦନ ମୁଖ୍ୟାଳୟରେ ଏହାର ବିକାଶ ଏବଂ ପ୍ରକଳ୍ପ ବିଭାଗର…

୨ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପୁଣି ଆତଙ୍କ ଖେଳାଇଲେ ଲାଲବାହିନୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରର ତର୍ରେମ ଥାନା ଛଟୁବାଇ ଓ ବଡେ ତର୍ରେମ ଗାଁରେ ମାଓବାଦୀ ମାନେ ୨ ଜଣ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ଦୁଇ ମୃତକ ହେଲେ ଛୁଟବାଇ ଗାଁର ୫୦ ବର୍ଷୀୟ…

ଓଟିଇଟି ପରୀକ୍ଷା ବାତିଲ: କଟକ ବୋର୍ଡ ଅଫିସ ଆଗରେ ବିଜେଡିର ବିକ୍ଷୋଭ, ମନ୍ତ୍ରୀଙ୍କ ଇସ୍ତଫା ଦାବି

କଟକ: ସ୍ୱତନ୍ତ୍ର ଓଟିଇଟି (OTET) ପରୀକ୍ଷା ବାତିଲ ହେବାକୁ ନେଇ ବିଜୁ ଜନତା ଦଳ (ବିଜେଡି) ସୋମବାର କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି। ରବିବାର ହେବାକୁ ଥିବା ଏହି ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ଅଭିଯୋଗ ପରେ…

ପୁରୀରୁ ସାଂଘାତିକ ଅଭିଯୋଗ: ପଇସା ନଦେଲେ ଜଳାଭିଷେକ କରିପାରିବନି; ପୂଜାରୀ ଓ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ପୁରୀ: ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ ଓଡ଼ିଶାର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି। କିନ୍ତୁ ପୁରୀର ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ଅବ୍ୟବସ୍ଥା ଓ ଅନୈତିକ କାର୍ଯ୍ୟକଳାପ ନେଇ ଭକ୍ତମାନେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମନ୍ଦିରର ପୂଜାରୀ ଓ ପୁଲିସ ଶିବଲିଙ୍ଗରେ ଜଳାଭିଷେକ ପାଇଁ…

ଖୋଲାରେ ପେଟ୍ରୋଲ ନଦେବାକୁ ପେଟ୍ରୋଲିୟମ ସଂଘର ନିଷ୍ପତ୍ତି, ସରକାର ଡାକିଲେ ବୈଠକ; ଏମାନଙ୍କୁ ଘାରିଲା ଚିନ୍ତା

ଭୁବନେଶ୍ୱର: ବାଲେଶ୍ୱର ଓ ବଳଙ୍ଗାରେ ପେଟ୍ରୋଲ ଦୂରୁପଯୋଗ ସମ୍ପର୍କିତ ଅଘଟଣ ପରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି। ଖୋଲା ପାତ୍ର କିମ୍ବା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ କଟକଣା ଲଗାଇବା ପାଇଁ ନୂଆ ଗାଇଡ଼ଲାଇନ ପ୍ରସ୍ତୁତ କରାଯାଉଛି। ଏନେଇ ଆଜି ସନ୍ଧ୍ୟା…

ଉଦିତ ପ୍ରଧାନ ଗିରଫ ଘଟଣା: ଅନୁଧ୍ୟାନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ କମିଟି ଗଠନ

ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୋଗରେ ଗିରଫ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ପଦ ଓ ଦଳରୁ ନିଲମ୍ବନ କରାଯାଇଛି। ଅନ୍ୟପଟେ ଏହି ଘଟଣାର ଅନୁଧ୍ୟାନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ସସ୍ମିତା ବେହେରାଙ୍କ ନେତୃତ୍ବରେ ୬ ଜଣିଆ କମିଟି ଗଠନ କରାଯାଇଛି। ଏହି…

ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ

ଭୁବନେଶ୍ଵର: ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଉଦିତ ପ୍ରଧାନ ନିଲମ୍ବିତ। ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ। ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି। ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଦଳରୁ ନିଲମ୍ବିତ ହୋଇଛନ୍ତି ଉଦିତ ପ୍ରଧାନ। ଜଣେ ଯୁବତୀଙ୍କୁ ନିଶା…

ତଦନ୍ତ ଏଜେନ୍ସିକୁ ବଡ଼ ଝଟକା: ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ଘଟଣାରେ ସମସ୍ତ ୧୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ: ସୋମବାର ବମ୍ବେ ହାଇକୋର୍ଟ ୨୦୦୬ ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏହି ରାୟ ଅନୁଯୟୀ ସମସ୍ତ ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ବୋମ୍ବେ ହାଇକାର୍ଟ। ଏହି ନିଷ୍ପତ୍ତି ଜଷ୍ଟିସ୍ ଅନିଲ କିଲୋର ଏବଂ ଜଷ୍ଟିସ୍…

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣା: ସଂପୃକ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର: ଗତକାଲି ହେବାକୁ ଥିବା ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ ରହିଛି। ରାତି ଅଧରେ ପ୍ରଶ୍ନପତ୍ର ପ୍ରଘଟ ଦର୍ଶାଇ ପରୀକ୍ଷାକୁ ବାତିଲ କରାଯାଇଥିବାରୁ ଶିକ୍ଷକମାନେ ମର୍ମାହତ ହୋଇଛନ୍ତି। ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ। ଦୁଇଟି ସିଟିଂରେ…