Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସ୍ୱର୍ଣ୍ଣ ମନ୍ଦିରକୁ ବୋମାରେ ଉଡ଼େଇବା ଧମକ; ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅଟକ

ପଞ୍ଜାବ: ପଞ୍ଜାବର ଅମୃତସରରେ ସ୍ୱର୍ଣ୍ଣ ମନ୍ଦିରକୁ ବୋମାରେ ଉଡ଼େଇ ଦେବା ଧମକ ମାମଲାରେ, ଅମୃତସର ପୋଲିସ ହରିୟାଣାର ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ଅଟକ ରଖିଛି। ଅଭିଯୁକ୍ତ ଜଣକ ଫରିଦାବାଦର ଶୁଭମ୍ ଦୁବେ ବୋଲି ଚିହ୍ନଟ କରାଯାଇଛି। ଅମୃତସର ପୋଲିସ କମିଶନର ଗୁରୁପ୍ରୀତ ସିଂହ ଭୁଲ୍ଲର…

ହୀରାକୁଦ ଡ୍ୟାମର ପୁଣି ଖୋଲିଲା ୨ଟି ଗେଟ୍‌

ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ ଶୁକ୍ରବାର ଅପରାହ୍ନରେ ୨ଟି ସ୍ଲୁଇସ୍‌ ଗେଟ୍‌ କୁ ଖୋଲିଦିଆଯାଇଛି । ବର୍ତ୍ତମାନ ମୋଟ ୪ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ…

ବ୍ରାଉନସୁଗାର ଜବତ ସହ ୩ ଜଣଙ୍କୁ ଗିରଫ କଲା ପୋଲିସ

ବରଗଡ: କିଛି ଦିନର ବ୍ୟବଧାନ ପରେ ବରଗଡ଼ରୁ ପୁଣି ଜବତ ହେଲା ବ୍ରାଉନସୁଗାର l ବିଶେଷ ସୂତ୍ରରୁ ଖବର ପାଇ ବରଗଡ଼ ଟାଉନ ଥାନା ପୋଲିସ ଘୁଳିପାଲି ଛକରେ ସମ୍ବଲପୁର ପଟୁ ଆସୁଥିବା ଏକ ସ୍କୁଟି ଉପରେ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ସ୍କୁଟିରୁ ୫୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ସହରର ୩ ଜଣଙ୍କୁ…

ଗାଁ ଦାଣ୍ଡରେ ବୁଲୁଛନ୍ତି କୁମ୍ଭୀର;ଆତଙ୍କିତ ଚଉଦ କୁଲାଟ ବାସିନ୍ଦା

କେନ୍ଦ୍ରାପଡା: ଘରେ ପାଣି, ଗାଁ ଚାରିପଟେ ପାଣି। ବନ୍ୟା ଯୋଗୁଁ କଲବଲ ହେଉଛନ୍ତି ଲୋକେ । ଏପଟେ ଗାଁ ଦାଣ୍ଡରେ ବୁଲୁଛନ୍ତି କୁମ୍ଭୀର। କେନ୍ଦ୍ରାପଡ଼ାରେ ବନ୍ୟା ବିଭୀଷିକା ଭିତରେ କୁମ୍ଭୀର ଭୟ ଦେଖାଦେଇଛି । ବ୍ରାହ୍ମଣୀ ନଦୀ ପାଣି ଗାଁ ଭିତରକୁ ପଶିଥିବାରୁ ଲୋକେ ଭୟଭୀତ ଅଛନ୍ତି । ଚଉଦ କୁଲାଟ…

ସପଲିଫଟିଂ କ’ଣ…ଚୋରି ନା ମାନସିକ ଅସୁସ୍ଥତା !

ନୂଆଦିଲ୍ଲୀ: ଆମେରିକାରେ ଜଣେ ଭାରତୀୟ ମହିଳା ଦୋକାନରୁ ଚୋରି କରୁଥିବା ଅଭିଯୋଗ ଆସିଛି । ଏହାର ଭିଡିଓ ଭାଇରାଲ୍ ବି ହୋଇଛି । ଭିଡିଓରେ ମହିଳା ଜଣକ ସଂଭ୍ରାନ୍ତ ପରିବାରର ଭଳି ଦେଖାଯାଉଥିବା ବେଳେ ଏଥିପାଇଁ କ୍ଷତିପୂରଣ ଦେବାକୁ ସଫେଇ ଦେଉଥିବା ଦେଖିବାକୁ ମିଳୁଛି । ଏହାପରଠୁ ଭାରତୀୟଙ୍କୁ…

ବ୍ରିଟେନରେ ଏଣିକି ୧୬ବର୍ଷ ହେଲେ ଦେବେ ଭୋଟ୍ !

ନୂଆଦିଲ୍ଲୀ: ୧୮ବର୍ଷ ନୁହେଁ ୧୬ବର୍ଷରେ ଦେଇପାରିବେ ଭୋଟ୍ ! ୨୦୨୯ ନିର୍ବାଚନରେ ହୋଇପାରେ ବଡ଼ ପରିବର୍ତ୍ତନ। ଗୁରୁବାର ଏନେଇ ଘୋଷଣା କରିଛନ୍ତି ବ୍ରିଟେନ୍ ସରକାର । ଗତ ନିର୍ବାଚନରେ ଲେବର ପାର୍ଟି ନିଜ ଘୋଷଣାପତ୍ରରେ ଏନେଇ ପ୍ରତିଶ୍ରୁତି ଦେଇଥିଲା । ଭୋଟ୍ ଦେବା ପାଉଁ ବୟସ ସୀମା ହ୍ରାସ କରିବା…

‘ମହିଳାମାନଙ୍କ ଅଭିଯୋଗକୁ ଅଣଦେଖା କଲେ ଆଗକୁ ଏସପି ଅଫିସ ଘେରାଉ କରିବ କଂଗ୍ରେସ’

ଅନୁଗୁଳ: ରାଜ୍ୟରେ ଗତ ଏକ ବର୍ଷ ୨ ମାସ ମଧ୍ୟରେ ବଢି ଚାଲିଛି ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ । ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହାର ଅନୁପାତ କିଛି କମ ନାହିଁ । ପୂର୍ବରୁ ଜିଲ୍ଲାର ନନ୍ଦିନୀପାଲି, ନିଶା ଥାନା ଅଞ୍ଚଳ, ତାଳଚେର, ବନ୍ତଳା ଆଦି ଅଞ୍ଚଳରେ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣା ସାମ୍ନାକୁ…

ବିହାରରେ ମୋଦି: ଟାର୍ଗେଟରେ କଂଗ୍ରେସ, ଆରଜେଡି, ‘ମଟନ୍ ପାର୍ଟି’ କଟାକ୍ଷ କଲେ ତେଜସ୍ବୀ….

ପାଟନା: ପ୍ରଧାନମନ୍ତ୍ରୀ ମୋଦି ଆଜି ବିହାରର ମୋତିହାରୀ ଜିଲ୍ଲା ଗସ୍ତ କରିଥିଲେ। ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିବା ବେଳେ କଂଗ୍ରେସ ଏବଂ ଆରଜେଡିକୁ କଡା ନିଶାନା ସାଧିଥିଲେ ମୋଦି । ଏଥିସହିତ ବିହାରକୁ ଅନେକ ଉପହାର ମଧ୍ୟ ଦେଇଥିଲେ। ଏହାକୁ ନେଇ ରାଷ୍ଟ୍ରୀୟ ଜନତା ଦଳ (RJD) ନେତା…

ସରକାରୀ ଅର୍ଥ ହଡ଼ପ କରିବା ପଡ଼ିଲା ମହଙ୍ଗା: ସରପଞ୍ଚ ନିଲମ୍ବିତ

ମୟୂରଭଞ୍ଜ: ସରକାରୀ ଅର୍ଥ ହେରଫେର କରିବା ପଡିଲା ମହଙ୍ଗା। ନିଲମ୍ୱିତ ହେଲେ ସରପଞ୍ଚ। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରାଢ଼ୋ ପଞ୍ଚାୟତର ସରପଞ୍ଚ ନିଲମ୍ବିତ ହୋଇଛନ୍ତି। ସରପଞ୍ଚ ବସେନ ମାରାଣ୍ଡିଙ୍କୁ ନିଲମ୍ବନ କଲା ପଞ୍ଚାୟତିରାଜ ବିଭାଗ। ରାଢ଼ୋ ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ ଲଗାଇବାରେ…

ଯୁବତୀଙ୍କୁ ଅସଦାଚରଣ ଓ ଧମକ ଦେବା ଅଭିଯୋଗରେ ଯୁବ ନେତା ଗିରଫ

ଅନୁଗୁଳ: ଯୁବତୀଙ୍କୁ ଅସଦାଚରଣ ଓ ଧମକ ଚମକ ଦେବା ଅଭିଯୋଗରେ ଯୁବ ନେତା ଗିରଫ । ଗିରଫ ଯୁବକ ଜଣକ ହେଲେ ଯୁବ ନେତା ସୁଦୀପ୍ତ କୁମାର ସ୍ୱାଇଁ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ଶରଧାପୁର ଗାଁର ଏହି ଯୁବ ନେତା ଜଣଙ୍କ ଜଣେ…