Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସକାଳେ ଉଠିବା ମାତ୍ରେ କାହିଁକି ବଢ଼ିଯାଏ ରକ୍ତଚାପ?

ଭୁବନେଶ୍ବର: ଉଚ୍ଚ ରକ୍ତଚାପକୁ ଏକ ନୀରବ ଘାତକ ଭାବରେ ବିବେଚନା କରାଯାଏ। ଲୋକମାନେ ପ୍ରାୟତଃ ଉଚ୍ଚ ରକ୍ତଚାପ ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତି। ଯଦି ସକାଳେ ଉଠିବା ସମୟରେ ରକ୍ତଚାପ ଅଧିକ ଥାଏ, ତେବେ ସ୍ୱାସ୍ଥକୁ ନେଇ ଅଧିକ ସତର୍କ ରହିବା ଉଚିତ୍ । ଏହାକୁ ସାଧାରଣତଃ ମର୍ଣ୍ଣିଙ୍ଗ ହାଇପରଟେନସନ…

୨୮ ଯାଏ ପ୍ରବଳ ବର୍ଷା ସମ୍ଭାବନା, ଆଜି ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଦକ୍ଷିଣ ଉତ୍ତର ପ୍ରଦେଶରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଯାଏ ଉତ୍ତର ଓଡ଼ିଶା ଦେଇ ଏକ ଟ୍ରଫ ଲାଇନ ରହିଛି । ଏହା ମଧ୍ୟପ୍ରଦେଶ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଦେଇ ଯାଇଛି। ଫଳରେ ଆସନ୍ତା ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୩…

୧୮ବର୍ଷ ପରେ ଆସୁଛି ଷଡାଷ୍ଟକ ଯୋଗ ;ଏହି ୩ରାଶି ରୁହନ୍ତୁ ଅତ୍ୟନ୍ତ ସାବଧାନ…

ଭୁବନେଶ୍ବର:୧୮ ବର୍ଷ ପରେ ୨୦୨୫ ଜୁନ୍ ୩୦ ତାରିଖରେ ଶନି,ମଙ୍ଗଳ ଏବଂ କେତୁ ଏକତ୍ର ପ୍ରଭାବଶାଳୀ ହେବେ । ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ଷଡାଷ୍ଟକ ଏବଂ କୁଜକେତୁ ଯୋଗ କୁହାଯାଏ। ଜ୍ୟୋତିଷମାନେ ବିଶ୍ୱାସ କରନ୍ତି ଯେ ଏହି ଯୋଗ ଅନେକ ରାଶି ପାଇଁ ଅଶୁଭ ପ୍ରମାଣିତ ହୁଏ। ବିଶେଷକରି ମେଷ, ସିଂହ ଏବଂ…

ଶ୍ରୀ ଭାଗବତ ସାର ୭୮: ଶ୍ରୀମଦ ଭାଗବତର ମୁଖ୍ୟ ନାୟକ ହେଲେ ଶ୍ରୀକୃଷ୍ଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ମୁଖ୍ୟ ନାୟକ ହେଲେ ଶ୍ରୀକୃଷ୍ଣ, ଆଉ ଏକ ପରମ ପବିତ୍ର ଗ୍ରନ୍ଥ ଶ୍ରୀଭଗବତ ଗୀତାରେ ମୁଖ୍ୟ ଚରିତ୍ର ମଧ୍ୟ ଶ୍ରୀକୃଷ୍ଣ। କିନ୍ତୁ ଗୋଟିଏ ଗ୍ରନ୍ଥରେ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳାଠାରୁ ଆରମ୍ଭ ହୋଇ ଅନେକ ଅଲୌକିକ ଲୀଳାର…

ରଥ ଯାତ୍ରା ପାଇଁ ଟ୍ରାଫିକ ଆଡଭାଇଜରି ଜାରି

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ତେବେ ଏହି ପରିପ୍ରେକ୍ଷୀରେ ସୁଗମ ଯାନବାହାନ ଚଳାଚଳ ଏବଂ ପାର୍କିଂ ବ୍ୟବସ୍ଥା ନେଇ ମଙ୍ଗଳବାର ଦିନ ଟ୍ରାଫିକ ପରାମର୍ଶ ଜାରି କରିଛି ପୋଲିସ। ବିଭିନ୍ନ ଦିଗରୁ ଆସୁଥିବା ଯାନବାହାନ ପାଇଁ ପୃଥକ ରୁଟ୍ ଏବଂ…

ଯୁବ ଶିଳ୍ପୀ ବିଶ୍ବଜିତଙ୍କ ଚମତ୍କାର କଳାକୃତି; ଆଇସକ୍ରିମ କାଠିରେ ନିର୍ମାଣ କଲେ ରଥ

ପୁରୀ: ଆଉ ଦୁଇ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ସେନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ଚଳଚଞ୍ଚଳ ସମଗ୍ର ପୁରୀ ସହର । ଏହି ସମୟ ମଧ୍ୟରେ ପୁରୀର ଜଣେ ଯୁବ ଶିଳ୍ପୀ ନୂତନ ଆଇସକ୍ରିମ କାଠି ବ୍ୟବହାର କରି ଏକ ସୁନ୍ଦର କୁନି ରଥ ଟିଏ ପ୍ରସ୍ତୁତ କରିଛନ୍ତି ଯାହା ଖୁବ ସୁନ୍ଦର ଓ ମନୋରମ ହୋଇଛି…

ସରିଲା ପହଣ୍ଡି ଶୃଙ୍ଖଳାକୁ ନେଇ ବୈଠକ; ଗତବର୍ଷର ପହଣ୍ଡି ଅଘଟଣ ଏଡାଇବାକୁ ସ୍ବତନ୍ତ୍ର ଷ୍ଟ୍ରାଟେଜି

ପୁରୀ: ପହଣ୍ଡି ଶୃଙ୍ଖଳାକୁ ନେଇ ଶେଷ ହେଲା ଚୁଡାନ୍ତ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା ବୈଠକ । ପୂଜାପଣ୍ଡା ନିଯୋଗ, ଦଇତାପତି ନିଯୋଗ, ସିଂହାରୀ ନିଯୋଗ, ସୁଆର ମହାସୁଆର ନିଯୋଗକୁ ନେଇ ହୋଇଛି ବୈଠକ ।…

ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା; ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ

ଗଞ୍ଜାମ: ଗୋପାଳପୁରରେ ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏଥିପାଇଁ ବ୍ରହ୍ମପୁର SDJM ଅନୁମତି ଦେଇଥିଛନ୍ତି । ବ୍ରହ୍ମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜ୍ରିଷ୍ଟେଟ କୋର୍ଟଙ୍କଠାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ପାଇଁ ଆବେଦନ…

ରଥଯାତ୍ରା ପାଇଁ ୮ଟି ଭାଗରେ ବିଭକ୍ତ ହେଲା ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା

ପୁରୀ: ରଥଯାତ୍ରାକୁ ନେଇ ଡିଜିଙ୍କ ଅଧ୍ୟକ୍ଷତାରେ ଶେଷ ହେଲା ପୋଲିସ ବ୍ରିଫିଙ୍ଗ । ପୋଲିସ ତରଫରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ୮ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରିଛି ପୋଲିସ୍ । ଟ୍ରାଫିକ୍, ମନ୍ଦିର ଇନର୍, ଇନର୍ କର୍ଡ଼ନ, କ୍ରାଉଡ କଣ୍ଟ୍ରୋଲକୁ ନେଇ ହୋଇଛି ବ୍ୟବସ୍ଥା…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ୭୨ ଘଣ୍ଟା ମଧ୍ୟରେ ଉଠାଇପାରିବେ ୫ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି। ଏବେ କର୍ମଚାରୀମାନେ ଆବଶ୍ୟକ ହେଲେ କୌଣସି ଅସୁବିଧା ବିନା ତୁରନ୍ତ ସେମାନଙ୍କର ଭବିଷ୍ୟନିଧି ପାଣ୍ଠି (PF)ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ଏହି ସୂଚନା…