Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ; ଦଳିତ ସମାଜର ଦୁଇ ଜଣକୁ ଅକଥନୀୟ ଅତ୍ୟାଚାର

ଗଞ୍ଜାମ: ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ l ଦୁଇ ଦଳିତଙ୍କୁ ଗାଁ ଦାଣ୍ଡରେ ଅକଥନୀୟ ଅତ୍ୟାଚାର ଦେଲେ ଲୋକେ । ଅଧା ଲଣ୍ଡା କରିବା ସହ ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲେଇବା ସହ ନର୍ଦ୍ଦମାର ମଇଳା ପାଣି ପିଆଇଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଧରାକୋଟ ଥାନା…

ଇରାନ-ଇସ୍ରାଏଲ ଯୁଦ୍ଧକୁ ଦେଖି ଭାରତର ବଡ଼ ପଦକ୍ଷେପ; ଋଷରୁ ତୈଳ ଆମଦାନୀ କଲା ବୃଦ୍ଧି

ନୂଆଦିଲ୍ଲୀ:ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ତୈଳ ବଜାରରେ ଟେନସନ ସୃଷ୍ଟି କରିଛି । କିନ୍ତୁ ଭାରତ ଏହି ଅବସରରେ ଋଷରୁ ତୈଳ ଆମଦାନୀ ବୃଦ୍ଧି କରି ମଧ୍ୟପ୍ରାଚ୍ୟର ଅନେକ ବଡ଼ ଦେଶକୁ ପଛରେ ପକାଇଛି । ଭାରତ ଜୁନ୍ ମାସରେ ଋଷଠାରୁ ସର୍ବାଧିକ ଅଶୋଧିତ ତେଲ କିଣିଥିଲା।…

ଶ୍ରୀ ଭାଗବତ ସାର ୭୬: ଭାଗବତ ଖ୍ରୀଷ୍ଟ ପର ଯୁଗରେ ସଂକଳିତ ହୋଇଛି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବୁଦ୍ଧ ଅବତାର ପ୍ରସଙ୍ଗର ଆଲୋଚନାକୁ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଏହି "ବୁଦ୍ଧ" ଯେ କପିଳବାସ୍ତୁର ରାଜକୁମାର ଓ ରାଜା ଶୁଦ୍ଧୋଦନଙ୍କ ପୁତ୍ର ସିଦ୍ଧାର୍ଥ ଅବା ଗୌତମ ଯିଏକି ସଂସାର ତ୍ୟାଗ କରି ବୌଧି ପ୍ରାପ୍ତି ପରେ…

ଚର୍ଚ୍ଚ ଭିତରେ ବିସ୍ଫୋରଣରେ ନିଜକୁ ଉଡ଼ାଇଲା ଆତ୍ମଘାତୀ; ୧୫ ମୃତ, ଅନେକ ଆହତ

ନୂଆଦିଲ୍ଲୀ:ରବିବାର ସିରିଆର ରାଜଧାନୀ ଡାମାସ୍କସ୍‌ ର ଏକ ଚର୍ଚ୍ଚରେ ପ୍ରାର୍ଥନା ସଭା ସମୟରେ ଏକ ବଡ଼ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୩ ଜଣ ଗୁରୁତର ହୋଇଥିବା କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ମୃତାହତଙ୍କ ମଧ୍ୟରେ ପିଲାମାନେ…

୭୮ତମ ସିନିୟର ନ୍ୟାସନାଲ ଆକ୍ଵାଟିକ୍ ଚାମ୍ପିୟନସିପ୍: ପ୍ରଥମ ଦିନରେ ଓଡ଼ିଶା ପାଇଁ ସ୍ବର୍ଣ୍ଣ ଜିତିଲେ ସୃଷ୍ଟି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ୭୮ତମ ସିନିୟର ନ୍ୟାସନାଲ୍ ଆକ୍ଵାଟିକ୍ ଚାମ୍ପିୟନସିପ୍ ପ୍ରତିଯୋଗିତା (ସନ୍ତରଣ ପ୍ରତିଯୋଗିତା) ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତା ଜୁନ୍ ୨୨ ତାରିଖ ଠାରୁ ଆରମ୍ଭ ହୋଇ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସ୍ବିମିଙ୍ଗ ଫେଡ଼େରେସନ୍‌ ଅଫ୍…

ବର୍ଷାଋତୁରେ ନକ୍ସଲଙ୍କୁ ମିଳିବନି ଆରାମ,ଜାରି ରହିବ ନକ୍ସଲ ବିରୋଧୀ ଅଭିଯାନ : ଶାହ

ଛତିଶଗଡ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ରେ ନକ୍ସଲବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଘୋଷଣା କରିଛନ୍ତି। ରବିବାର ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏବେ ନକ୍ସଲମାନେ ବର୍ଷାରେ ମଧ୍ୟ ଆରାମ ପାଇବେ ନାହିଁ, କାରଣ ସମଗ୍ର ମୌସୁମୀ ଋତୁରେ ନକ୍ସଲ ବିରୋଧୀ ଅଭିଯାନ ଜାରି ରହିବ।…

ବଗିରୁ ବଗି ଅଲଗା ହେଲା ହୀରାଖଣ୍ଡ ଟ୍ରେନ

କୋରାପୁଟ:ହୀରାଖଣ୍ଡ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିଛି। ଛତିଶଗଡ଼ର ଜଗଦଲପୁରରୁ ଭୁବନେଶ୍ବର ଅଭିମୁଖେ ବାହାରିଥିବା ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ୍‌ ଅଘଟଣର ଶିକାର ହୋଇଛି। ବଗିରୁ ବଗି ଅଲଗା ହୋଇଯିବାରୁ ଅଧାରେ ଅଟକି ରହିଥିଲା ଟ୍ରେନ୍ । ଆଜି ଅପରାହ୍ଣ ପ୍ରାୟ ୫ଟାରେ ଜଗଦଲପୁର-ଭୁବନେଶ୍ବର…

ଇସ୍ରାଏଲ-ଇରାନ ଯୁଦ୍ଧ; ଆମେରିକା ପରେ ଏଣ୍ଟ୍ରି କରିବ କି ଋଷ…

ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ଏଣ୍ଟ୍ରି କରିବା ସହ ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ କରିଥିଲା। ଯାହା ପରେ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଇରାନ କେବଳ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରି ଏହାର ଜବାବ ଦେଇନାହିଁ ବରଂ କୌଣସି ପରିସ୍ଥିତିରେ…

‘ହରମୁଜ୍ ଷ୍ଟ୍ରେଟ୍’ ବନ୍ଦ କରିବ ଇରାନ; ପ୍ରଭାବିତ ହେବ ସାରା ବିଶ୍ଵ…

ତେହେରାନ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ଯୋଗୁଁ ପରିସ୍ଥିତି ଜଟିଳ ହୋଇପଡ଼ିଛି। ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଥିଲା। ଯାହାପରେ ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଯାହା ଫଳରେ ପ୍ରଭାବିତ ହେବ ସାରା ବିଶ୍ବ।…

କାଳିଆ ସାଆନ୍ତେ ହେଲେ ସୁସ୍ଥ, ଶ୍ରୀନିଅରକୁ ଖବର ନେଇ ଗଲେ ସେବାୟତ

ପୁରୀ:ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନ ମଣ୍ଡପରେ ସୁବାସିତ ଜଳରେ ସ୍ନାନ କଲାପରେ ଜ୍ବରରେ ପୀଡିତ ହୋଇ ଅଣସରରେ ଅଛନ୍ତି । ଅଣସର ଘରେ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ସେବା । ଦଶମୂଳ ମୋଦକ ସେବନ ପରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଆଜି ଦ୍ୱାଦଶୀ…