Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜନ୍ମଦିନରେ ଭାବପ୍ରବଣ ହୋଇପଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଖିରୁ ଝରି ପଡିଲା ଲୁହ, ଜାଣନ୍ତୁ କାହିଁକି?

ଡେରାଡୁନ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୭ ବର୍ଷ ବୟସରେ ପାଦ ଦେଇଛନ୍ତି । ତେବେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ମଞ୍ଚରେ ଭାବପ୍ରବଣ ହୋଇ କାନ୍ଦୁଥିବା ଭିଡିଓ ସାମ୍ନାକୁ ଆସିଛି । ଶୁକ୍ରବାର ମେ ୨୦ ତାରିଖରେ ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ NIEPVD (National Institute…

ଇରାନର ହେବ ବିଭାଜନ !

ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଘମାଘୋଟ ସଂଘର୍ଷ ଜାରି ରହିଛି। ଏହା ମଧ୍ୟରେ ଇସ୍ରାଏଲର ସେନା ଅଧିକାରୀ ଓ ବୈଜ୍ଞାନିକଙ୍କୁ ଲଗାତର ନିଶାନା କରୁଛି ଇସ୍ରାଏଲ୍। ଏବେ ଇରାନର ସୁପ୍ରିମ ଲିଡର ଖୋମେନେଇଙ୍କୁ ଶେଷ କରିବାକୁ କହୁଛି। ସେପଟେ ଇସଲାମିକ ରିପବ୍ଲିକର ବିରୋଧୀ ଗୋଷ୍ଠୀ ମଧ୍ୟ…

ବିଜେପି-ଆରଏସଏସଙ୍କର ନାପସନ୍ଦ ଦେଶର ଗରିବ ପିଲା ଇଂରାଜୀ ଶିଖିବା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଇଂରାଜୀ ଭାଷାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)କୁ ଟାର୍ଗେଟ୍ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ଏକ ବିବୃତ୍ତି ଜାରି କରି…

ପ୍ରଥମ ପର୍ଯ୍ୟାୟ UG ଆଡମିଶନର ଶେଷ ତାରିଖ ଅବଧି ବଢିଲା

ଭୁବନେଶ୍ୱର: ବଢିଲା ପ୍ରଥମ ରାଉଣ୍ଡ UG ୨୦୨୫-୨୬ ନାମଲେଖା ଅବଧି । ଜୁନ୍‌ ୨୧ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ବଢ଼ିଛି ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଯେଉଁ ଛାତ୍ର ଛାତ୍ରୀ ମାନେ ଟଙ୍କା ଜମା କରି ନ ଥିଲେ ବର୍ଦ୍ଧିତ ସମୟ ଭିତରେ ସେମାନେ ଟଙ୍କା ଜମା କରି ନାମ…

କଟକ ବକ୍ସି ବଜାର ହତ୍ୟାକାଣ୍ଡର ଖୁଲାସା: ସମ୍ପତ୍ତି ଲୋଭରେ ପରିବାର ଲୋକ ଗଳାକାଟି କଲେ ହତ୍ୟା

କଟକ:କଟକ ବକ୍ସିବଜାର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। । ପୈତୃକ ସମ୍ପତ୍ତି ବିବାଦକୁ ନେଇ ଭାଇକୁ ହତ୍ୟା କରିଛନ୍ତି ଭାଇ, ଭାଉଜ ଓ ପୁତୁରା । ମୃତକ ହେଲେ ଅଶୋକ ବାରିକ । ଗତ ୨ ଦିନ ତଳେ ସିଡିଏ ମାର୍କେଟ କମ୍ପ୍ଲେକ୍ସରୁ ଅଶୋକଙ୍କ ମୃତଦେହ ମିଳିଥିଲା । ତାଙ୍କୁ…

ଗିରଫ ହେବେ କି ଆଇଏଏସ୍ ବିଷ୍ଣୁପଦ ସେଠୀ: ଆବେଦନ ଖାରଜ କଲେ ହାଇକୋର୍ଟ

କଟକ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବଢିଲା ଅଡ଼ୁଆ। ଆବେଦନ ଖାରଜ କଲେ ହାଇକୋର୍ଟ। ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ବେଆଇନ ଅର୍ଥ କାରବାରକୁ ନେଇ ସିବିଆଇ ମାମଲା ରୁଜୁ କରିଥିଲା। ବିଷ୍ଣୁପଦ ସେଠୀଙ୍କ ଘରେ ଚଢାଉ ମଧ୍ୟ ହୋଇଥିଲା। ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାକୁ ରଦ୍ଦ ପାଇଁ…

ଅମରନାଥ ଯାତ୍ରା ସମୟରେ ସୁରକ୍ଷା ଦାୟିତ୍ୱ କିଏ ବହନ କରନ୍ତି?

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ସମୟରେ ସୁରକ୍ଷା ଦାୟିତ୍ୱ କାହା କାନ୍ଧରେ? ୨୨ ଏପ୍ରିଲରେ ପହଲଗାମର ବୈସାରନ ଉପତ୍ୟକାରେ ଏକ ଆତଙ୍କି ଆକ୍ରମଣ ହୋଇଥିଲା, ଯେଉଁଥିରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣ ପରେ କାଶ୍ମୀର ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ…

‘ବିହାରର ଆତ୍ମସମ୍ମାନକୁ ଆଘାତ ଦେଇଛି ପଞ୍ଝା ଏବଂ ଲଣ୍ଠନ’: ସିଓ୍ବାନ ରାଲିରେ ବର୍ଷିଲେ ମୋଦି

ପାଟନା: ୪ ମାସ ପରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଥରେ ବିହାର ଗସ୍ତରେ ଯାଇଛନ୍ତି । ସିୱାନରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କଂଗ୍ରେସ ଏବଂ ଆରଜେଡିକୁ କଡା ନିଶାନା…

ପାରିବାରିକ ବିବାଦରେ ଖସୁଛି ସନ୍ ଟିଭି ନେଟଓ୍ବର୍କର ସେୟାର!

ନୂଆଦିଲ୍ଲୀ: ଦେଶର ସବୁଠାରୁ ପ୍ରଭାବଶାଳୀ ଗଣମାଧ୍ୟମ ସଂସ୍ଥା ସନ୍ ଟିଭି ନେଟୱାର୍କରେ ବର୍ଷ ବର୍ଷ ଧରି ସ୍ଥାପିତ ପାରିବାରିକ ବିବାଦ ଏବେ ସାର୍ବଜନୀନ ହୋଇଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଡିଏମକେ ସାଂସଦ ଦୟାନିଧି ମାରାନ ତାଙ୍କ ଭାଇ ଏବଂ ସନ୍ ଟିଭି ନେଟୱାର୍କ ଅଧ୍ୟକ୍ଷ କଳାନିଧି…

ବୌଦ୍ଧବାସୀଙ୍କ ଅପେକ୍ଷାର ଅନ୍ତ; ଆଜିଠୁ ଗଡିବ ଟ୍ରେନ୍

ବୌଦ୍ଧ: ଆଜିଠୁ ବୌଦ୍ଧରୁ ଗଡିବ ଟ୍ରେନ୍ । ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବ । ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ । ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେସନରୁ ରେଳ ଗଡିବ । ବୌଦ୍ଧ ଓ ପୁରୁଣାକଟକରୁ ଏକସାଙ୍ଗରେ ୨ଟି…