Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜୁଆ ଆଡ୍ଡାରେ ଚଢାଉ: ୬୩ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଜବତ, ୮ ଗିରଫ

ବ୍ରହ୍ମପୁର: ପୁଣି ଜୁଆ ଆଡ୍ଡାରେ ପୋଲିସର ଚଢାଉ। ରଜରେ ଚାଲିଥିଲା ଜୁଆ ଖେଳ। ଅତର୍କିତ ଚଢାଉ କଲା ପୋଲିସ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭରସା ଗ୍ରାମ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ଏଥି ୮ ଜଣ ଜୁଆଡ଼ିଙ୍କୁ ଧରିବାରେ ସଫଳ ହୋଇଛି। ସୂଚନା…

ବଙ୍କରରେ ଲୁଚିଛନ୍ତି ଖାମେନେଇ !

ନୂଆଦିଲ୍ଲୀ: ଭୟାନକ ମୋଡରେ ଇସ୍ରାଏଲ୍ ଓ ଇରାନ ଯୁଦ୍ଧ । ଇରାନକୁ ଶେଷ ଅଲଟିମେଟମ୍ ଦେଇସାରିଛି ଆମେରିକା । ଇରାନ ବୁଝାମଣା କରି ପରମାଣୁ କାର୍ଯ୍ୟକ୍ରମ ଛାଡିବ ନହେଲେ ବିନାଶକୁ ଆମନ୍ତ୍ରଣ କରିବ । ଦୁଇ ଦେଶ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗି ରହିଥିବା ବେଳେ ନା ଇସ୍ରାଏଲ୍ ମିସାଇଲ୍ ଆକ୍ରମଣ ବନ୍ଦ…

ଲଘୁଚାପ ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର, ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବାଂଲାଦେଶ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଇଏମଡି ମଙ୍ଗଳବାର ଦିନ କହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ସକାଳେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ…

ପରମାଣୁ ଅସ୍ତ୍ର ଦୌଡ଼ରେ ପାକିସ୍ତାନ ଆଗରେ ଅଛି ଭାରତ, ଜାଣନ୍ତୁ କେଉଁ ଦେଶ ସବୁଠୁ ଆଗରେ…..

ନୂଆଦିଲ୍ଲୀ: ବିଶ୍ୱ ଏକ ଭୟଙ୍କର ପରମାଣୁ ଅସ୍ତ୍ର ପ୍ରତିଯୋଗିତାର ସାକ୍ଷୀ ହେଉଛି। ଜଣଙ୍କ ପରେ ଜଣେ ଦେଶ ଏଥିରେ ସିଦ୍ଧହସ୍ତ ହେବାକୁ ଜିଯାନ୍ ଲଗେଇ ଦେଇଛନ୍ତି। ଏନେଇ ଦେଶମାନଙ୍କ ମଧ୍ୟରେ ପରମାଣୁ ଅସ୍ତ୍ର ପ୍ରତିଯୋଗିତା ଜାରି ରହିଛି। ଏହାରି ଭିତରେ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଭାରତ ପାଖରେ…

କଟକରେ ଝାଡ଼ାବାନ୍ତି ଆତଙ୍କ: ୬୪ ଆକ୍ରାନ୍ତ

କଟକ: ଜିଲ୍ଲାରୁ ଜିଲ୍ଲାକୁ ବ୍ୟାପୁଛି ଝାଡାବାନ୍ତି। କଟକରେ ମଧ୍ୟ ଚିନ୍ତା ବଢାଇଛି ଝାଡାବାନ୍ତି। ପ୍ରାୟ ୬୪ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସିଟି ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ସମୀକ୍ଷା କରିଛି। ସିଡିଏମଓଙ୍କ ସହ ବରିଷ୍ଠ ଅଧିକାରୀ ଅନୁଧ୍ୟାନ କରିଛନ୍ତି। ବାଙ୍କୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ; ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୨୦ ତାରିଖରେ ଓଡ଼ିଶା ଗସ୍ତ କରିବେ। ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ପାଇଁ ମଙ୍ଗଳବାର ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁସାରେ, ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ (ଏସ୍ପିଜି),…

କଟକ ଷ୍ଟେସନ୍‌ ବଜାରର ବିଭିନ୍ନ ହୋଟେଲ୍‌ରେ ଚଢ଼ାଉ, ୨ଟି ହୋଟେଲ୍‌କୁ ସିଲ୍‌ କଲା ସ୍ବାସ୍ଥ୍ୟ ବିଭାଗ

କଟକ: ଯାଜପୁରରେ ଝାଡାବାନ୍ତି ସ୍ଥିତି ସାଂଘାତିକ ହେବାରେ ଲାଗିଛି। କେବେଳ ଯାଜପୁର ନୁହେଁ ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲାଣି ଝାଡ଼ବାନ୍ତି। ଏହାକୁ ଦୃଷ୍ଟିରେ ରଖି କଟକରେ ଆକ୍ସନ ମୋଡରେ ସ୍ୱାସ୍ଥ୍ୟ ବିଭାଗ। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ…

ଆକାଶରେ ଏମର୍ଜେନ୍ସି…ବିମାନ ଯାତ୍ରା ବଢାଇଲାଣି ଚିନ୍ତା !

ନୂଆଦିଲ୍ଲୀ: ଆକାଶରେ ଏମର୍ଜେନ୍ସି । କେତେବେଳେ ବିମାନ ନେଉଛି ୟୁ-ଟର୍ଣ୍ଣ ତ କେତେବେଳେ ଏମର୍ଜେନ୍ସି ଲ୍ୟାଣ୍ଡିଂ । ଗତ ୩୬ଘଣ୍ଟା ମଧ୍ୟରେ ବିମାନଯାତ୍ରାକୁ ନେଇ ଆସିଛି ଏଭଳି ଅନେକ ଚିନ୍ତାଜନକ ଖବର । ସ୍ଥିତି ଏମିତି ହୋଇଛି ଯେ, ଲୋକେ ବିମାନ ଯାତ୍ରା କରିବାକୁ ଏକପ୍ରକାର ଭୟ କରୁଛନ୍ତି ।…

କୋଚି-ଦିଲ୍ଲୀ ଇଣ୍ଡିଗୋ ବିମାନକୁ ବୋମା ଧମକ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିବା ପରେ ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୋଚିନ୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଲିମିଟେଡ୍ (ସି) ଏହି ସୂଚନା ଦେଇଛି। ସିଆଇଏଏଲ କହିଛି ଯେ ଇଣ୍ଡିଗୋ ବିମାନ…

ବାତିଲ ହେଲା ଲଣ୍ଡନ ଯାଉଥିବା ଏଆଇର ଆଉ ଏକ ବିମାନ, AI-171 ରୁଟରେ ଉଡାଣ…..

ନୂଆଦିଲ୍ଲୀ: ବାତିଲ ହେଲା AI-171 ବଦଳରେ ଯିବାକୁ ଥିବା ଏୟାର ଇଣ୍ଡିଆର ଆଉ ଏକ ବିମାନ। ମଙ୍ଗଳବାର ଗୁଜରାଟର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ବାତିଲ କରାଯାଇଛି। AI 171 ବଦଳରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର AI 159 ବିମାନରେ ମଧ୍ୟ ଯାନ୍ତ୍ରିକ…