Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିମାନର ଇଞ୍ଜିନ ପାଇଁ କାହିଁକି ଜରୁରୀ ଚିକେନ୍ ଗନ୍ ଟେଷ୍ଟ …

ଭୁବନେଶ୍ବର: ଚିକେନ୍ ଗନ୍ ଟେଷ୍ଟ କ’ଣ ଜାଣିଛନ୍ତି କି ? ଯାହା ବିମାନର ସୁରକ୍ଷା ଯାଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଚିକେନ୍ ଗନ୍ ଟେଷ୍ଟକୁ ପକ୍ଷୀ ଆକ୍ରମଣ ପରୀକ୍ଷା ମଧ୍ୟ କୁହାଯାଏ। ଏହା ଏକ ବିଶେଷ ପ୍ରକାରର ପରୀକ୍ଷା ପ୍ରକ୍ରିୟା ଯେଉଁଥିରେ ପକ୍ଷୀ ସହିତ ଧକ୍କା ହେଲେ ବିମାନର ଶକ୍ତି ଏବଂ…

ଆଉ ଏକ ଏୟାର ଇଣ୍ଡିଆ ବିମାନରେ ତ୍ରୁଟି; କୋଲକାତାରେ ଯାତ୍ରୀଙ୍କୁ ଓହ୍ଲାଇବାକୁ ବାଧ୍ୟ କରାଗଲା

ମୁମ୍ବାଇ: ସାନ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଯାହା ଫଳରେ ମଙ୍ଗଳବାର କୋଲକାତା ବିମାନବନ୍ଦରରେ ଏହାର ନିର୍ଦ୍ଧାରିତ ରହଣି ସମୟରେ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ବାଧ୍ୟ କରାଯାଇଥିଲା। ସୂଚନା ଅନୁଯାୟୀ, ବିମାନ…

ଫେସ୍ ପାଇଁ ବାଦମ ତେଲ କେତେ ଲାଭଦାୟକ..?

ଭୁବନେଶ୍ବର: ରାତିରେ ଶୋଇବା ପୂର୍ବରୁ କେବେ ମୁହଁରେ ବାଦାମ ତେଲ ଲଗାଇଛନ୍ତି କି? ଯଦି ନୁହେଁ, ତେବେ ଆଜିଠାରୁ ବାଦାମ ତେଲକୁ ଆପଣଙ୍କ ତ୍ୱଚା ଯତ୍ନର ଏକ ଅଂଶ କରନ୍ତୁ। ପ୍ରକୃତରେ, ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ମୁହଁରେ ବାଦାମ ତେଲ ଲଗାନ୍ତି, ତେବେ ଏହା ତ୍ୱଚାକୁ କେବଳ ଗୋଟିଏ ନୁହେଁ ବରଂ…

ଶରୀରରେ ଆଇରନ ଅଭାବ ହେଲେ ଏହି ସମସ୍ୟା ଦେଖାଦିଏ…

ଭୁବନେଶ୍ବର:ଆଇରନ୍ ଅଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ଜାଣିରଖନ୍ତୁ ଆଇରନ୍ ଅଭାବ ମଧ୍ୟ ରକ୍ତହୀନତାର କାରଣ ହୋଇପାରେ। ଏହି ପୋଷକ ତତ୍ତ୍ୱର ଅଭାବ ବିଷୟରେ ଆପଣ ଯେତେ ଶୀଘ୍ର ସଚେତନ ହେବେ, ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସେତେ କମ୍ କ୍ଷତି ହେବ। ଆସନ୍ତୁ ଜାଣିବା ଆଇରନ୍ ଅଭାବ…

ଶ୍ରୀ ଭାଗବତ ସାର ୭୦: କିପରି ରଚିତ ହେଲା ଓଡ଼ିଆ ଭାଗବତ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଶ୍ରୀଜଗନ୍ନାଥ ଦାସ ଅନେକ ଯାଗାରେ "ପ୍ରବନ୍ଧ " ଶବ୍ଦ ବ୍ୟବହାର କରିଛନ୍ତି, ଯଦିଓ ଶ୍ରୀଜଗନ୍ନାଥ ଦାସ ସଂସ୍କୃତ ଭାଗବତ ପରି ଏକ ମହାପୁରାଣ ଅବା ମହାକାବ୍ୟକୁ ପ୍ରାକୃତ (ଓଡ଼ିଆ) ଭାଷାରେ ଅନୁବାଦ କରୁଥିଲ। କୁହାଯାଏ…

୮ ବଡ ଶିଳ୍ପକୁ ମଞ୍ଜୁରୀ ; ଢେଙ୍କାନାଳରେ ବେଦାନ୍ତ କରିବ ମେଗା ପ୍ରକଳ୍ପ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଚଏଲସିଏ) ୧.୫୧ ଲକ୍ଷ କୋଟି ଟଙ୍କାର ୮ଟି ମେଗା ପ୍ରକଳ୍ପକୁ ଅନୁମୋଦନ କରିଛି। ୮ ଶିଳ୍ପ ହେଲେ ୬୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଢେଙ୍କାନାଳ ଜିଲ୍ଲାରେ ବେଦାନ୍ତ କରିବ ମେଗା…

ଦୁର୍ଘଟଣାର ତଦନ୍ତ ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ; ଜୁନ ୧୭ରୁ କେଦାରନାଥରେ ପୁଣି ଆରମ୍ଭ ହେବ ହେଲି ସେବା

ଉତ୍ତରାଖଣ୍ଡ: ଜୁନ୍ ୧୫ ତାରିଖରେ କେଦାରନାଥ ଧାମରୁ ଗୁପ୍ତକାଶୀ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ, ଉତ୍ତରାଖଣ୍ଡ ସରକାର ହେଲିକପ୍ଟର ସେବା ପରିଚାଳନା ଉପରେ ରୋକ ​​ଲଗାଇଥିଲେ। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ…

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ୭ ଅଟକ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ଲଜ୍ଜା। ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ଆସିଛି। ଖବରମୁତାବକ, ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଜଣେ ଯୁବତୀ ଅପରାହ୍ନରେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଯାଇଥିଲେ…

ରାଜଧାନୀରେ ଘରର ଝରକା ଭାଙ୍ଗି ସୁନା ଗହଣା ଲୁଟ୍

ଭୁବନେଶ୍ବର:ରଜରେ ରାଜଧାନୀ ଭୁବନେଶ୍ୱର ନୀଳାଦ୍ରିବାହାର ଅଞ୍ଚଳର ଏକ ପରିବାର ପୁରୀ ବୁଲିବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଦେଲେ ଲୁଟେରା । ଦୁର୍ବୃତ୍ତମାନେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ଏବଂ ନଗଦ ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନାମୁତାବକ, ପରିବାର ଲୋକ ରଜ…

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ; ବର୍ଷକ ଯାଏଁ ମାଟିରେ ପୋତା ହୋଇଥାଏ ଏହି ତେଲ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ । ଜ୍ୱରରେ ପୀଡିତ ଥିବା ଶ୍ରୀବିଗ୍ରହ ମାନଙ୍କ ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ଗୁପ୍ତ ଚିକିତ୍ସା ବା ଗୁପ୍ତ ସେବା ଜାରି ରଖିଛନ୍ତି । ଜ୍ୱରରେ…