Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସ୍, ଠାବ ହେଲା ଦ୍ୱିତୀୟ ବ୍ଲାକ୍ ବକ୍ସ

ଅହମ୍ମଦାବାଦ: ଜୁନ୍ ୧୨ ତାରିଖରେ ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ AI-171 କିପରି ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରାଯାଉଛି। ରବିବାର ଦିନ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଦ୍ୱିତୀୟ ବ୍ଲାକ୍ ବାକ୍ସ ଉଦ୍ଧାର କରିଛନ୍ତି। ବିମାନ ଦୁର୍ଘଟଣାର ଭଗ୍ନାବଶେଷରୁ କକପିଟ୍ ଭଏସ୍…

ଭାରତୀୟ ବଜାରରେ କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି..

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢୁଥିବା ସୁନା ଦର ଏବେ ଗ୍ରାହକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଲକ୍ଷେ ଟଙ୍କା ପାର୍‌ ହୋଇ ସାରିଛି ସୁନା ଦର । ହେଲେ ଜୁନ୍‌ ୧୬ ଅର୍ଥାତ୍‌ ସୋମବାର ସୁନା ଦରରେ ସାମାନ୍ୟ ହ୍ରାସ ହୋଇଛି । ଯଦି ସୁନା କିଣିବାକୁ ଯାଉଛନ୍ତି ତେବେ ନଜର ପକାନ୍ତୁ ଆଜି କେତେ…

ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍‌ ୨୩ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିବାବେଳେ, ଜୁନ୍‌ ୨୦ରେ ଖୋଲିବ ସମସ୍ତ ସ୍କୁଲ । ଏହି ଅବସରରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ…

୭୫ ବର୍ଷରେ ପାଦ ଥାପିଲେ ମିଥୁନ, କିପରି ଥିଲା ନକ୍ସଲରୁ ସୁପରଷ୍ଟାର ଯାତ୍ରା ଆସନ୍ତୁ ଜାଣିବା…

ମୁମ୍ବାଇ: ବୟସର ଆଉ ଏକ ପାହାଚରେ ପାଥ ଥାପିଲେ ବଲିଉଡର ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ । ୧୯୫୦ ଜୁନ ୧୬ ତାରିଖରେ ଜନ୍ମିତ ମିଥୁନଙ୍କ ଆଜି ୭୫ତମ ଜନ୍ମଦିନ। ବଲିଉଡଠୁ ନେଇ ବଙ୍ଗୀୟ ଫିଲ୍ମରେ ସେ ଦେଖାଇସାରିଛନ୍ତି ନିଜର ଦମଦାର ଅନ୍ଦାଜ। ଶାନଦାର ଅଭିନୟ ସହ ଜବରଦସ୍ତ ଡାନ୍ସରେ…

ଇରାନ ଓ ଇସ୍ରାଏଲ ଯୁଦ୍ଧରୁ ଉଦ୍ଧାର ହେବେ ଭାରତୀୟ ଛାତ୍ର…

ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ଯୁଦ୍ଧକୁ ଆଖି ଆଗରେ ରଖି  ସେଠାରେ ଫସିରହିଥିବା ଭାରତୀୟ ଛାତ୍ରମାନଙ୍କୁ କିପରି ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯିବ ସେ ନେଇ ଭାରତ ସରକାର ଇରାନକୁ ଅନୁରୋଧ କରିଥିଲେ। ଯାହା ପରେ ସରକାର ନାଗରିକ ମାନଙ୍କପାଇଁ ଲ୍ୟାଣ୍ଡ ବୋର୍ଡର ଖୋଲା ରଖିଥିବା ନେଇ ପ୍ରକାଶ…

ନିଶ୍ଚିତ ମୃତ୍ୟୁ ମୁଖରୁ ଏମିତି ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ଜଣେ ମାଆ ଆଖିର ଲୁହ ବଞ୍ଚାଇଦେଲା ପୁଅର ଜୀବନ । ପୁଣି ଟ୍ରାଫିକ ଜାମ୍ ତ ବିଳମ୍ବ, ବିମାନ ଦୁର୍ଘଟଣାରୁ ବଞ୍ଚାଇ ଦେଇଛି ଜୀବନ। କଥାରେ ଅଛି, ରଖେ ହରି ମାରେ କିଏ । ସେମିତି କିଛି ଦେଖିବାକୁ ମିଳିଛି ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ । ବିମାନରେ ଯାତ୍ରା କରିବାକୁ ଅନେକ ପୂର୍ବରୁ…

ସତ ହେବ ଭବିଷ୍ୟବାଣୀ…ଆସୁଛି ବିପଦ !

ନୂଆଦିଲ୍ଲୀ: ୨୦୨୫ ସରିବା ଆଗରୁ ହେବ କି ତୃତୀୟ ବିଶ୍ବଯୁଦ୍ଧ ! ଯୁଦ୍ଧଠାରୁ ଆରମ୍ଭ କରି ବିମାନ ଦୁର୍ଘଟଣା ପୁଣି ହିଂସା, ରକ୍ତରଞ୍ଜିତ ହୋଇଛି ବର୍ଷର ପ୍ରଥମ ଛଅ ମାସ। ଭାରତ-ପାକିସ୍ତାନ ମୁହାଁମୁହିଁ ହେବାଠାରୁ ଆରମ୍ଭ କରି ଇରାନ୍-ଇସ୍ରାଏଲ୍ ଯୁଦ୍ଧ ପର୍ଯ୍ୟନ୍ତ ଅନେକ ସଂଘର୍ଷ ସାମନାକୁ ଆସିଛି।…

୨୦୨୭ ଜନଗଣନା ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି, ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା ପରେ, ଦେଶରେ ଜନଗଣନା ଆରମ୍ଭ ହେବାକୁ ଯାଉଛି। ପ୍ରତି ଦଶ ବର୍ଷରେ ଥରେ ହେଉଥିବା ଜନଗଣନା ୨୦୨୧ରେ ହେବାର ଥିଲା କିନ୍ତୁ କୋଭିଡ୍ ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ସରକାର ୨୦୨୭ ମସିହାରେ ଜନଗଣନା କରିବାକୁ ଘୋଷଣା କରିଛନ୍ତି, ଯାହା ପାଇଁ ଆଜି…

ଭଦ୍ରକରେ ବ୍ୟାପୁଛି ଝାଡ଼ାବାନ୍ତି; ହୋଟେଲ ଓ ଜଳଖିଆ ଦୋକାନରେ ଚଢ଼ଉ

ଭଦ୍ରକ: ଯାଜପୁର ଜିଲ୍ଲା ପରେ ଏବେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ପରେ ଧାମନଗରରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଏନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଭଦ୍ରକ ସହରରେ ଆରମ୍ଭ ହୋଇଛି ଚଢ଼ାଉ । ଭଦ୍ରକ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା…

ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସ ପରଠୁ ନିଖୋଜ ଅଛନ୍ତି ଚଳଚ୍ଚିତ୍ର ନିର୍ମାତା, ପରିବାର ଦେଲେ ଡିଏନଏ ସାମ୍ପଲ୍

ଅହମ୍ମଦାବାଦ: ଗୁରୁବାର ଅହମ୍ମଦାବାଦରେ ହୋଇଥିବା ଭୟଙ୍କର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରଠାରୁ ଜଣେ ଚଳଚ୍ଚିତ୍ର ନିର୍ମାତା ନିଖୋଜ ଅଛନ୍ତି। ଦୁର୍ଘଟଣା ସମୟରେ ସେ ତଳେ ଥିବା ଲୋକଙ୍କ ମଧ୍ୟରେ ରହିପାରନ୍ତି ବୋଲି ତାଙ୍କ ପରିବାର ଆଶଙ୍କା କରିଛନ୍ତି। ଏହି କାରଣରୁ, ପରିବାର ସଦସ୍ୟମାନେ…