Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଣାସ ବ୍ଲକରେ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି: ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତିଦିନ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ କରି ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଝାଡା ବାନ୍ତିରେ ଜଣଙ୍କ ମୃତ୍ୟୁ ହେବା ସହ ପ୍ରତିଦିନ ୧୫ ରୁ ୨୦ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ…

ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲା ବିଆରଏସ: ‘କାର’ ଚିହ୍ନ ଭଳି ଦଳୀୟ ପ୍ରତୀକ ହଟାଇବା ପାଇଁ ଦାବି

ହାଇଦ୍ରାବାଦ: ମଙ୍ଗଳବାର ତେଲେଙ୍ଗାନାର ବିଆରଏସ ଦଳର ନେତା ବୋଇନିପଲ୍ଲୀ ବିନୋଦ କୁମାର ଏବଂ ସୋମା ଭାରତ କୁମାର ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଦାବି କରିଥିଲେ ଯେ ତାଙ୍କ ଦଳ ସହିତ ସମାନ କିଛି ନିର୍ବାଚନ ପ୍ରତୀକକୁ ମୁକ୍ତ ନିର୍ବାଚନ ପ୍ରତୀକ ତାଲିକାରୁ ବାଦ ଦିଆଯାଉ। ନେତାମାନେ…

ଆମେରିକା-ଭାରତ ବାଣିଜ୍ୟରେ କଣ୍ଟା, ‘ନନ-ଭେଜ୍ କ୍ଷୀର’….

ନୂଆଦିଲ୍ଲୀ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଆଲୋଚନା ମଧ୍ୟରେ, ଏବେ ନନଭେଜ୍ ମିଲ୍କ ବା ଆମିଷ କ୍ଷୀରକୁ ନେଇ ବେଶ୍ ଚର୍ଚ୍ଚା । କାରଣ ୱାଶିଂଟନ୍ ଡିସି ଚାହୁଁଛି ଯେ ନୂଆଦିଲ୍ଲୀ ତାର ଦୁଗ୍ଧ ବଜାର ଆମେରିକା ପାଇଁ ଖୋଲିବା ଉଚିତ। କିନ୍ତୁ ଭାରତ ଏହା ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ସିଧା…

ଆଧାର କାର୍ଡକୁ ନେଇ ସାମ୍ନାକୁ ଆସିଲା RTIର ଆଶ୍ଚର୍ଯ୍ୟଜନକ ତଥ୍ୟ….

ନୂଆଦିଲ୍ଲୀ: ଭାରତରେ, ନାଗରିକ ପରିଚୟର ସବୁଠାରୁ ବଡ଼ ଦସ୍ତାବିଜ୍ ଭାବରେ ଆଧାର କାର୍ଡକୁ ପ୍ରଚଳନ କରାଯାଇଛି, କିନ୍ତୁ ଏବେ ଏକ ଆରଟିଆଇ ଉତ୍ତରରୁ ଜଣାପଡିଛି ଯେ ଗତ ୧୪ ବର୍ଷ ମଧ୍ୟରେ ମୃତ୍ୟୁ ଆଧାରରେ କେବଳ ୧.୧୫ କୋଟି ଆଧାର ନମ୍ବରକୁ ନିଷ୍କ୍ରିୟ କରିଛି । ଯାହା ଦେଶର ମୃତ୍ୟୁ ହାରକୁ ଦେଖିଲେ…

ଦିଲ୍ଲୀର ୫ଟି ବଡ଼ ସ୍କୁଲକୁ ମିଳିଲା ବୋମା ଧମକ

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀର ଏକା ସାଙ୍ଗରେ ୫ଟି ଜଣାଶୁଣା ସ୍କୁଲକୁ ମିଳିଛି ବୋ‌ମା ଧମକ । ବୁଧବାର ସକାଳୁ ଏହି ଧମକ ମିଳିଛି । ଏହା ପରେ ସକାଳୁ ସକାଳୁ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଯାଇଛି । ଇମଲେ୍ ଜରିଆରେ ଏହି ଧମକ ମିଳିଥିବା ଜଣାପଡିବାପରେ ପୋଲିସ ତୁରନ୍ତ ସ୍କୁଲ ଗୁଡିକରେ…

ଲୋୟର ପିଏମଜିରେ ଧସ୍ତାଧସ୍ତି ପୋଲିସ୍- ବିଜେଡି କର୍ମୀ: ଆହତ ହେଲେ ବିଜେଡି ନେତା….

ଭୁବନେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଉଠୁଛି ପଡୁଛି ଓଡିଶା । ବାଲେଶ୍ବର ଠାରୁ ଭୁବନେଶ୍ବର ସବୁଠି ବିରୋଧର ସ୍ବର ଦେଖିବାକୁ ମିଳୁଛି । ରଣକ୍ଷେତ୍ର ପାଲଟିଛି ଭୁବନେଶ୍ବର ଲୋକୟର ପିଏମଜି । ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ…

ବୁଲା କୁକୁରଙ୍କୁ ଖାଇବାକୁ ଦେବାକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାସ୍ତାରେ ପୁଲା କୁକୁରଙ୍କୁ ଖାଇବାକୁ ଦେବା ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ଦିନ, ସୁପ୍ରିମକୋର୍ଟ ନୋଏଡାରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦେବା ସମ୍ପର୍କରେ ଦାୟର ଏକ ଆବେଦନର ଶୁଣାଣି କରିଥିଲେ। ଆବେଦନରେ ଦାବି କରାଯାଇଥିଲା ଯେ କୁକୁରମାନଙ୍କୁ…

‘ଯଦି ଆପଣ ଭାରତର ପ୍ରଧାନମନ୍ତ୍ରୀ ଏବଂ…’ କଡା ଚେତାବନୀ ଦେଲା ନାଟୋ….୫୦୦% ପର୍ଯ୍ୟନ୍ତ ଟାରିଫ୍!

ନୂଆଦିଲ୍ଲୀ: ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ ଭାରତ, ବ୍ରାଜିଲ ଏବଂ ଚୀନକୁ ଏକ ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ଯଦି ସେମାନେ ରୁଷ ସହିତ ବ୍ୟବସାୟ ଜାରି ରଖନ୍ତି ତେବେ ସେମାନେ କଠୋର ଆର୍ଥିକ ଦଣ୍ଡର ସମ୍ମୁଖୀନ ହୋଇପାରନ୍ତି ବୋଲି ସତର୍କ କରାଇ ଦେଇଛନ୍ତି ରୁଟ୍ । ବୁଧବାର ଆମେରିକୀୟ…

୩ କଲରାପତରିଆ ବାଘଛାଲ ଜବତ, ଶିକ୍ଷକଙ୍କ ସମେତ ୭ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଞ୍ଚଳରୁ ୩ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବାବେଳେ, ଏଥିରେ ମୋଟ ୭ଜଣଙ୍କୁ ଅଟକ ରଖାଯାଇଛି । ଅଟକଙ୍କ ମଧ୍ୟରେ ଜଣେ ଶିକ୍ଷକ ରହିଥିବା ସୂଚନା । ଏହି ବାଘଛାଲ ଗୁଡିକୁ ବିକ୍ରି ପାଇଁ ଯୋଜନା ଚାଲିଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ…

ଆହୁରି ଶାଣିତ ହେବ ମାଓ ମୁକାବିଲା ଅଭିଯାନ, ୨୦୨୬ ମାର୍ଚ୍ଚ ସୁଧା ନକ୍ସଲ ମୁକ୍ତ ହେବ ଓଡ଼ିଶା

ଭୁବନେଶ୍ୱର: ଆହୁରି ଶାଣିତ ହେବ ମାଓ ମୁକାବିଲା ଅଭିଯାନ। ୨୦୨୬ ମାର୍ଚ୍ଚ ସୁଧା ନକ୍ସଲ ମୁକ୍ତ ହେବ ଓଡ଼ିଶା। ଓଡ଼ିଶାର ମାଓ ମୁକାବିଲାକୁ କ୍ରିୟାଶୀଳ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ନକ୍ସଲ ବିରୋଧୀ ଅଭିଯାନ ଏଡିଜି ଭାବେ ସଞ୍ଜୀବ ପଣ୍ଡା ମଙ୍ଗଳବାର ବିଧିବଦ୍ଧ ଭାବେ…