Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଭାବନୀୟ ଘଟଣା: ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାରମାସୀ ଦଣ୍ଡା ସ୍ଥିତ ଘର ଭିତରେ ଫରେଷ୍ଟରଙ୍କ ଅଧାପୋଡା ମୃତଦେହ ଉଦ୍ଧାର। ପଞ୍ଚରିଡ଼ା ଫରେଷ୍ଟର ଶିଶିର ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଘରୁ ଅଧାପୋଡା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହା ହତ୍ୟା ନାଁ…

ସାଙ୍କେତିକ ଭାଷାକୁ ଲେଖାରେ ରୂପାନ୍ତରିତ କରିବ ଗୁଗୁଲର AI ଟୁଲ୍

ନୂଆଦିଲ୍ଲୀ:ଯେଉଁମାନଙ୍କୁ କଥା କହିବାରେ ଅସୁବିଧା ହୁଏ ସେମାନଙ୍କ ପାଇଁ ସାଙ୍କେତିକ ଭାଷା ବହୁତ ଗୁରୁତ୍ୱପୂର୍ଣ୍ଣ । ସେମାନେ ଏହା ସାହାଯ୍ୟରେ ଅନ୍ୟ ଲୋକଙ୍କ ସହିତ ଯୋଗାଯୋଗ କରିବା ପାଇଁ ବ୍ୟବହାର କରନ୍ତି, କିନ୍ତୁ ପ୍ରାୟ ସାଧାରଣ ଲୋକ ଏହାକୁ ବୁଝିପାରନ୍ତି ନାହିଁ। କିନ୍ତୁ ଏବେ AI ଏଥିରେ…

ଭାରତ-ପାକ୍ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ: ପରସ୍ପର ଉପରେ ଗୁଳି ଚଳାଉଥିବା ଲୋକଙ୍କ ସହ ବାଣିଜ୍ୟ କରିବୁ ନାହିଁ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ। ଆମେରିକା ଭାରତ-ପାକ୍‌ ଯୁଦ୍ଧ ରୋକିଥିବା କହିଲେ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି, ଏକ ପରମାଣୁ ବିପର୍ଯ୍ୟୟରେ ପରିଣତ ହେବାକୁ ଯାଉଥିଲା ଯୁଦ୍ଧ। ଦୁଇ ଦେଶ ସହ ଆଲୋଚନା କରିବା ପରେ ଉଭୟ ଦେଶର ନେତା ଯୁଦ୍ଧ ବିରୋତି…

୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ, ରାଜ୍ୟର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସ୍ତେ ଆସ୍ତେ ଦୁର୍ବଳ ହେଉଛି ଅବପାତ। ଆସନ୍ତା ୧୨ ଘଣ୍ଟାରେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯିବ ଅବପାତ। ଉତ୍ତର ବାଂଲାଦେଶ ଓ ସଂଲଗ୍ନ ମେଘାଳୟ ଉପରେ ଥିବା ଏହି ଅବପାତ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ…

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧ ହଜାର ବସ୍, ବସ୍ ଷ୍ଟପେଜରେ ଯାତ୍ରୀଙ୍କୁ ଦିଆଯିବ ୧୦ଟଙ୍କାରେ ଖାଦ୍ୟ

ପୁରୀ: ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ଏକ ହଜାର ବସ୍ । ଅନ୍ୟ ବସ୍ ଗୁଡ଼ିକୁ ରେଗୁଲାର ବସ୍ ସହ ସ୍ୱତନ୍ତ୍ର ପରମିଟ ଦିଆଯିବ। ପୁରୀକୁ ସାରା ରାଜ୍ୟରୁ ବସ ଗଡିବ। ପୁରୀ ତାଳବଣିଆ ଓ ମାଳତିପାଟପୁରରେ ହେବ ବସ ପାର୍କିଂ। ଯାତ୍ରୀଙ୍କ ବସ୍ ରହଣି ସ୍ଥଳରୁ ବଡ଼ଦାଣ୍ଡ ଯାଏ…

ଶ୍ରୀ ଭାଗବତ ସାର ୫୩: ଶ୍ରୀମଦ ଭାଗବତ ପରି ଗ୍ରନ୍ଥର ସଙ୍ଗ ଲାଭ କରିବା ନିତ୍ୟାନ୍ତ ସୁଲଭ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ସନ୍ନିବେଷିତ କାହାଣୀ ମାନଙ୍କ ଅବତାରଣ ନକରି କେତେବେଳେ ଭକ୍ତି, କେତେବେଳେ ମୁକ୍ତି ଇତ୍ୟାଦି ବିଷୟରେ ବ୍ୟାଖ୍ୟା କରିବାର ମୂଳ ଉଦ୍ୟେଶ୍ୟ ହେଉଛି ସାଧାରଣ ମଣିଷଙ୍କୁ ଭାଗବତଙ୍କର ପୂର୍ଣ୍ଣ ପରିଚିତି କରିବା…

ତୁର୍କୀ ଉପରେ ଭାରତର ପ୍ରହାର; ତୁର୍କୀ ଏୟାରଲାଇନ୍ସ ସହିତ ଡିଲ ସମାପ୍ତ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ:ଭାରତର ଶତ୍ରୁ ଦେଶ ପାକିସ୍ତାନକୁ ତୁର୍କୀର ସମର୍ଥନ ପରେ ଭାରତ ଏବଂ ତୁର୍କୀ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଏବେ ଏହି ତିକ୍ତତାର ପ୍ରଭାବ ବିମାନ ଚଳାଚଳ କ୍ଷେତ୍ର ଉପରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ଭାରତ ସରକାର ଦେଶର  ବଡ଼ ଘରୋଇ…

ଇ-କମର୍ସ ପ୍ଲାଟଫର୍ମରେ ୱ।କିଟକି ଓ ଅନ୍ୟ ଯନ୍ତ୍ରାଂଶ ବିକ୍ରି ଲାଗି ନିର୍ଦ୍ଦେଶାବଳୀ ଜାରି କଲେ ସରକାର

ନୂଆଦିଲ୍ଲୀ: ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାମ କରୁଥିବା କେନ୍ଦ୍ରୀୟ ଖାଉଟି ସୁରକ୍ଷା ଅଧିକାରୀ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ବେଆଇନ ତାଲିକାଭୁକ୍ତ ରେଡିଓ ଯନ୍ତ୍ର ଓ ଯନ୍ତ୍ରାଂଶ ଉପରେ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହି ତାଲିକାରେ ୱ।କିଟକି ସମେତ ଅନ୍ୟ ରେଡିଓ ଯନ୍ତ୍ର ଓ…

କଟକରେ ଦ୍ବିତୀୟ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

କଟକ: ପୁଣି ଥରେ କରୋନା ଭୟ ଦେଖାଗଲାଣି । ଦିନକୁଦିନ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କଟକ ସହରରେ ଦ୍ବିତୀୟ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସକାଳେ କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କଟକରେ ଚିହ୍ନଟ ହୋଇଥିବା ୨ୟ କରୋନା…

ଆତ୍ମସମର୍ପଣ କଲେ ୧୭ ମାଓବାଦୀ; ଆର୍ଥିକ ସହାୟତା ସହ କରାଯିବ ଆତ୍ମନିର୍ଭରଶୀଳ

ମାଲକାନଗିରି: ଶୁକ୍ରବାର ଦିନ ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡେମ୍ ଜିଲ୍ଲା ପୋଲିସ ଅଧୀକ୍ଷକ ବି ରୋହିତ ରାଜୁଙ୍କ ନିକଟରେ ୪ ଦୁର୍ଦ୍ଦାନ୍ତ କ୍ୟାଡରଙ୍କ ସମେତ ୧୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।'ଅପରେସନ୍ ଚେୟୁଥା' ଅନ୍ତର୍ଗତ କଲ୍ୟାଣକାରୀ ପଦକ୍ଷେପ ପ୍ରତି ଆକର୍ଷିତ ହେବା…