Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିମାନବନ୍ଦରରୁ ଚୋରା ଚାଲାଣକାରୀ ଗିରଫ, ପେଟରେ ଥିଲା ୮.୬ କୋଟି ଟଙ୍କାର କୋକେନ୍

ମୁମ୍ବାଇ: ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହେଉଛି କୋକେନ ଚାଲାଣ। ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଦେଶୀ ଚୋରା ଚାଲାଣକାରୀ ଗିରଫ ହୋଇଛନ୍ତି। ତାଙ୍କ ପେଟରେ ଥିଲା ୮.୬ କୋଟି ଟଙ୍କାର କୋକେନ୍। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ,…

ହାତ ଛାଡ଼ିବେ ମସ୍କ: ପ୍ରଶଂସା କରି ଟ୍ରମ୍ପ କହିଲେ, ‘ସବୁବେଳେ ଆମ ସହ ରହିବେ’

ନୂଆଦିଲ୍ଲୀ: ଟ୍ରମ୍ପ ପ୍ରଶାସନ ଛାଡ଼ିଲେ ମସ୍କ। ଗୁରୁବାର ଏନେଇ ମସ୍କ ଘୋଷଣା କରିଥିବା ବେଳେ, ଏହାକୁ ସ୍ବାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କୋଟିପତି ଉଦ୍ୟୋଗୀ ପ୍ରଶାସନରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ଟ୍ରମ୍ପ ଏଲୋନ ମସ୍କଙ୍କୁ ପ୍ରଶଂସା କରିଛନ୍ତି ।…

ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ। କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଗିରଫ କଲା ସିବିଆଇ। ଆଜି ଚିନ୍ତନ ରଘୁବଂଶୀଙ୍କୁ କୋର୍ଟ ଚାଲାଣ କରିପାରେ ସିବିଆଇ। ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା…

ସିକ୍କିମରେ ଟୁରିଷ୍ଟ ବସ୍ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଗଭୀର ଦୁଃଖ ପ୍ରକାଶ, ପଠାଇଲେ ସ୍ବତନ୍ତ୍ର ଟିମ୍

ଭୁବନେଶ୍ୱର: ସିକ୍କିମର ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ବହୁ ଗଭୀରକୁ ଖସି ପଡ଼ିଥିବା ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ସିକ୍କିମ ତିସ୍ତା ନଦୀରେ ଟୁରିଷ୍ଟ ଗାଡ଼ି ଖସି ପଡିବାରୁ ଜଣଙ୍କ ମୃତ୍ୟୁ ଘଟିଛି। ୨ ଜଣ ଉଦ୍ଧାର…

ଅଧିକ ସୁରକ୍ଷିତ କ’ଣ ? ପିନ୍,ଫିଙ୍ଗରପ୍ରିଣ୍ଟ ନା ଫେସ୍ ଅନଲକ୍…

ଭୁବନେଶ୍ବର: ମୋବାଇଲଫୋନରେ ଫଟୋ,ଭିଡିଓ, ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ବ୍ୟାଙ୍କ ବିବରଣୀ ପର୍ଯ୍ୟନ୍ତ ଅନେକ ବ୍ୟକ୍ତିଗତ ତଥ୍ୟ ସେଭ୍ ଥାଏ । ତେଣୁ ସମସ୍ତେ ଫୋନର ସିକ୍ୟୁରିଟିକୁ ମଜବୁତ ରଖିବା ଦରକାର । ଫୋନର ଷ୍ଟ୍ରଙ୍ଗ ସିକ୍ୟୁରିଟି ପାଇଁ କିଛି ଲୋକ ଫିଙ୍ଗରପ୍ରିଣ୍ଟ ଅବା…

ଆଜିଠୁ ଯୁକ୍ତ ଦୁଇ ରିଚେକିଂ ପାଇଁ ଆବେଦନ, ଜାଣନ୍ତୁ ଏହାର ଶେଷ ତାରିଖ..

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପରୀକ୍ଷାର ଉତ୍ତରଖାତା ରିଚେକିଂ ଆବେଦନ ଆରମ୍ଭ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଉତ୍ତରଖାତା ପୁନଃ ଯାଞ୍ଚ ବା ରିଚେକିଂ ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଜୁନ୍‌ ୧୩…

ଭିଜିଲାନ୍ସ ଜାଲରେ ଆରଡି ବିଭାଗର ମୁଖ୍ୟଯନ୍ତ୍ରୀ: ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢଉ

ଅନୁଗୁଳ: ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ଘରେ ଭିଜିଲାନ୍ସ। ଭୁବନେଶ୍ବର ଆରଡି ବିଭାଗ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଅନୁଗୁଳର ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍। ଅନୁଗୋଳ,…

ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ଵର: କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଥିଲେ ପ୍ରସନ୍ନ।…

ଜାମୁକୋଳି ଖାଇଲେ ଦୂର ହେବ ଏହି ଜଟିଳ ରୋଗ…!

ଭୁବନେଶ୍ବର: ଏବେ ବଜାରକୁ ଆସିଯାଇଛି ଜାମୁକୋଳି  । ଏହା ଖାଇବାକୁ ଯେତେ ସ୍ବାଦିଷ୍ଟ ସେତିକି ପୋଷକତତ୍ତ୍ବରେ ଭରପୂର ଅଟେ । ଏହା ସ୍ୱାଦରେ ଖଟାମିଠା ହୋଇଥାଏ। ଏହା ଏକ କମ୍ କ୍ୟାଲୋରୀ ଫଳ, ତେଣୁ ଏହାର ସେବନ ଓଜନ ହ୍ରାସ ଏବଂ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ। କେବଳ…

ଆଗକୁ ବଢୁଛି ମୌସୁମୀ, ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗପସାଗରରେ ସକ୍ରିୟ ଗଭୀର ଅବପାତ। ବର୍ତ୍ତମାନ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରିବ। ପଶ୍ଚିମବଙ୍ଗ ଓ ସଂଲଗ୍ନବର୍ତ୍ତୀ ବାଂଲାଦେଶ ଉପକୂଳରେ ମନ୍ଥର ଗତିରେ ଉତ୍ତର ପୂର୍ବ ଦିଗରେ ବଢୁଛି। ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି। ଏହାର ପରବର୍ତ୍ତୀ ୨୪ ଘଣ୍ଟା…