Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ମୁଁ ଭାରତର….’, ପିଓକେକୁ ନେଇ ପୁଣି ପାକିସ୍ତାନକୁ ବଡ ବାର୍ତ୍ତା…

ନୂଆଦିଲ୍ଲୀ: ପିଓକେ ଆମ ଭାଇ ପରି, ଆମ ଠାରୁ କେତେଦିନ ଦୂରରେ ରହିବ । ଦିନେ ପିଓକେ ନିଜେ କହିବ, ସେ ଭାରତର ଅଂଶ । ଭାରତୀୟ ଶିଳ୍ପ ମହାସଂଘର ବାର୍ଷିକ ବ୍ୟବସାୟ ସମ୍ମିଳନୀ,୨୦୨୫ରେ ଯୋଗ ଦେଇ, ପାକିସ୍ତାନକୁ ପୁଣି ବଡ ସନ୍ଦେଶ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସମ୍ମିଳନୀକୁ…

କଟକ ସମେତ ଏହି ୬ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ଆଲର୍ଟ 

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଓଡ଼ିଶାର ସାତଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତା ୩ଘଣ୍ଟା ମଧ୍ୟରେ ଅନୁଗୁଳ, ବରଗଡ଼, ରାୟଗଡ଼ା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଏବଂ କଟକ ଜିଲ୍ଲାର ବିଚ୍ଛିନ୍ନ…

ନକ୍ସଲ ମୁକ୍ତ ହେଲା ବସ୍ତର, ବାମପନ୍ଥୀ ଉଗ୍ରବାଦୀ ତାଲିକାରୁ ହଟାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଛତିଶଗଡର ବସ୍ତର ନକ୍ସଲ ମୁକ୍ତ, ଘୋଷଣା କଲେ କେନ୍ଦ୍ର ସରକାର ।  ବାମପନ୍ଥୀ ଉଗ୍ରବାଦୀ ତାଲିକାରୁ ବସ୍ତର ଜିଲ୍ଲାର ନାମ ହଟାଇଲେ । ଛତିଶଗଡର ବସ୍ତର, ଯାହା ପୂର୍ବରୁ ଲାଲ ଆତଙ୍କର ଗଡ଼ ଭାବରେ ଜଣାଶୁଣା ଥିଲା, ଏବେ ସେଠାରେ ମାଓବାଦୀଙ୍କ କୌଣସି ଚିହ୍ନ ନାହିଁ। ଧୀରେ ଧୀରେ…

ଥରୁରଙ୍କୁ ନେଇ କଂଗ୍ରେସରେ ଉତ୍ତେଜନା: ପ୍ରଶ୍ନ କଲେ ରିଜିଜୁ, ‘ଦଳ ଚାହୁଁଛି କ’ଣ?’

ନୂଆଦିଲ୍ଲୀ: କଂଗ୍ରେସ ଦଳର ଶୀର୍ଷ ନେତୃତ୍ୱ ସିନ୍ଦୂର ଅପରେସନ୍ ସମୟରେ ବିଦେଶରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ପ୍ରକାଶ କରୁଛନ୍ତି । ବିଜେପି ସରକାରରେ ପ୍ରଥମ ଥର ପାଇଁ ସୀମାପାର ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ଥରୁରଙ୍କ ବୟାନ ଉପରେ ଦଳୀୟ ନେତୃତ୍ୱ ଅସନ୍ତୋଷ ପ୍ରକାଶ…

ଟାରିଫ୍ ଉପରେ କୋର୍ଟ ପ୍ରହାର: ଭାଙ୍ଗିପାରେ ଭାରତ- ପାକିସ୍ତାନ ଅସ୍ତ୍ରବିରତି, ସଫେଇ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଟାରିଫ୍ ଉପରେ ବଡ ପ୍ରହାର ଦେଇଛନ୍ତି ଆମେରିକା ଟ୍ରେଡ୍ କୋର୍ଟ । ବୁଧବାର ଦିନ ଏକ ଆମେରିକା ବାଣିଜ୍ୟ ଅଦାଲତ ଡୋନାଲ୍ଡ ଟ୍ରମ୍ପଙ୍କ 'ମୁକ୍ତି ଦିବସ' ଆମଦାନୀ ଶୁଳ୍କକୁ କାର୍ଯ୍ୟକାରୀ ହେବାରୁ ଅବରୋଧ କରିଦେଇଛନ୍ତି । କହିଛନ୍ତି, ରାଷ୍ଟ୍ରପତି ଯୁକ୍ତରାଷ୍ଟ୍ରକୁ କିଣିବା…

ପାକିସ୍ତାନ ପାଇଁ କାମ କରି ଗିରଫ ହେଲେ ସରକାରୀ କର୍ମଚାରୀ, ପୂର୍ବରୁ କଂଗ୍ରେସ ନେତାଙ୍କ ସହ ସମ୍ପର୍କ….

ନୂଆଦିଲ୍ଲୀ: ଧରାପଡିଲେ ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ରାଜସ୍ଥାନର ସରକାରୀ କର୍ମଚାରୀ। ବୁଧବାର ଦିନ ଜଣେ ସରକାରୀ କର୍ମଚାରୀ ତଥା ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକଙ୍କୁ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ପାଇଁ ଗୁପ୍ତଚର…

କାହିଁକି ବାତିଲ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସିକ୍କିମ୍ ଗସ୍ତ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିକ୍କିମ୍ ଗସ୍ତ ବାତିଲ୍‌। ପ୍ରଧାନମନ୍ତ୍ରୀ ମୋଦି ଆଜି ଏବଂ ଆସନ୍ତାକାଲି ଚାରୋଟି ରାଜ୍ୟ ଗସ୍ତରେ ଯାଇଥାନ୍ତେ। ମୋଦିଙ୍କ ଗସ୍ତ ସିକ୍କିମରୁ ଆରମ୍ଭ ହୋଇଥାନ୍ତା। ଏହା ପରେ ସେ ପଶ୍ଚିମବଙ୍ଗ ଯାଇଥାନ୍ତେ। କିନ୍ତୁ ଆଜି ହଠାତ୍ ତାଙ୍କର ସିକ୍କିମ…

ଚିକିତ୍ସାଧୀନ ଅବସ୍ଥାରେ ବିଏସଏଫ ଯବାନ ମୃତ, ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ

କେନ୍ଦ୍ରାପଡା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଦେମାଳ ଗାଁର ରାଜକିଶୋର ମହାଳିକ। ମୃତ୍ୟୁ ବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେବ ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିଲେ।…

ଭାଙ୍ଗିଲା ଟ୍ରମ୍ପ-ଏଲନ୍ ମସ୍କ ଯୋଡ଼ି, ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଲେ ଏଲନ ମସ୍କ

ୱାଶିଂଟନ: ଭାଙ୍ଗିଲା ଟ୍ରମ୍ପ-ଏଲନ୍ ମସ୍କଙ୍କ ଯୋଡ଼ି। ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଲେ କୋଟିପତି ବ୍ୟବସାୟୀ ଏଲନ ମସ୍କ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ସେ ଇସ୍ତଫା ଦେଇଛନ୍ତି। ଏନେଇ ନିଜେ ଏକ୍ସରେ ସୂଚନା ଦେଇଛନ୍ତି ଏଲନ୍ ମସ୍କ। ଏଲନ ମସ୍କ…

ଅଧାରେ ରହିଲା ସ୍ୱପ୍ନ, ଦୌଡିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଚାକିରି ଆଶାୟୀ

ଗଜପତି: ଅଧାରେ ରହିଲା ସ୍ୱପ୍ନ। ଦୌଡୁଥିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଚାକିରି ଆଶାୟୀ। ଏପରି ଘଟଣା ଗଜପତି ଜିଲ୍ଲାରେ ଘଟିଛି। ହୋମଗାର୍ଡ ଶାରୀରିକ ପରୀକ୍ଷଣ ବେଳେ ଯୁବକଙ୍କର ମୃତ୍ୟୁ ଘଟିଛି। ତେବେ ଉକ୍ତ ଯୁବକ ଜଣଙ୍କ ଶାରୀରିକ ପରୀକ୍ଷାରେ ଦୌଡୁଥିଲେ। ଦୌଡିବା ଅବସ୍ଥାରେ ହଠାତ ସେ…