Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାୟପୁର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ଆୟୋଜନ

ରାୟପୁର: ଗାୟତ୍ରୀ ନଗରସ୍ଥିତ ଛତିଶଗଡ଼ର ସର୍ବବୃହତ ଜଗନ୍ନାଥ ମନ୍ଦିରଠାରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଚଳିତ ବର୍ଷ ଏଠାରେ ରାୟପୁର ଓ ଏହାର ଆଖପାଖ ଇଲାକାରୁ ଆସିଥିବା ଲକ୍ଷାଧିକ ଓଡ଼ିଆ ଓ ଅଣ ଓଡ଼ିଆ ଭକ୍ତମାନଙ୍କର ସମାଗମ ଘଟିଥିବା ଦେଖାଯାଇଥିଲା। ଭକ୍ତ ଓ ଭଗବାନଙ୍କର…

ନୂଆଦିଲ୍ଲୀ ହାଉଜଖାସ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପାଳନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ଭିଲେଜ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ସବୁଠୁ ବୃହତ ଜଗନ୍ନାଥ ମନ୍ଦିରରେ ୪୭ ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ପବିତ୍ର ପର୍ବ ଉପଲକ୍ଷେ ସମଗ୍ର ମନ୍ଦିର ପରିସରକୁ ରଙ୍ଗବେରଙ୍ଗର କପଡ଼ା, କାଗଜ ଏବଂ ଆଲୋକମାଳାରେ ସଜା ଯାଇଥିବା…

ହରିବୋଲ ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ; ଆନନ୍ଦରେ ରଥକୁ ଟାଣି ନେଉଛନ୍ତି ଭକ୍ତ…

ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥଟଣା। ୩ ଠାକୁରଙ୍କୁ ରଥରେ ଦେଖି ଆନନ୍ଦିତ ହୋଇପଡିଛନ୍ତି ଭକ୍ତ। ପ୍ରଥମେ ବଡ଼ଦାଣ୍ଡରେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ବଜ ରଥ। ରଥ ଟାଣିବାକୁ ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ…

ମା’ ବାଘୁଣୀ ସହ ୪ ଶାବକଙ୍କ ମୃତ୍ୟୁ, ବିଷ ଦେଇ ମାରିଥିବା ସନ୍ଦେହ

ବେଙ୍ଗାଲୁରୁ; କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ମାଲେ ମହାଦେଶ୍ୱର ହିଲ୍ସ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପାଞ୍ଚଟି ବାଘ ମୃତ ଅବସ୍ଥାରେ ମିଳିଛନ୍ତି । ଏମାନଙ୍କ ମଧ୍ୟରେ ଗୋଟିଏ ମାଆ ବାଘୁଣୀ ରହିଥିବାବେଳେ ଅନ୍ୟ ଚାରୋଟି ଛୁଆ ବାଘ ରହିଛନ୍ତି । ତେବେ କିପରି ଏତେ ବାଘଙ୍କର ଏକା ସାଙ୍ଗରେ ମୃତ୍ୟୁ…

ଆଆଇଟି ଦିଲ୍ଲୀର ନୂଆ ଆବିଷ୍କାର: ଏଣିକି ୧୮ ଦିନ ପୂର୍ବରୁ ମୌସୁମୀର ପୂର୍ବାନୁମାନ କରିବ ଏଆଇ

ନୂଆଦିଲ୍ଲୀ: ଚଳିତ ବର୍ଷ ମୌସୁମୀ ପୂର୍ବାନୁମାନର ୮ ଦିନ ପୂର୍ବରୁ କେରଳରେ ପହଞ୍ଚିଛି। ଯେତେବେଳେକି ଦିଲ୍ଲୀରେ ବର୍ଷା ନେଇ ୟୋଲୋ ଆଲର୍ଟ ଜାରି ହୋଇଥିଲେ ମଧ୍ୟ, ବର୍ଷା ହୋଇନଥିଲା। ସେହି ସମୟରେ, ହିମାଚଳ ପ୍ରଦେଶର କୁଲୁ ଏବଂ ଧର୍ମଶାଳାରେ ବାଦଲ ଫଟା ବର୍ଷା ଯୋଗୁଁ ତାଣ୍ଡବ ରଚିଥିଲା। ଏହି…

ରଥ ଉପରେ ଛେରାପହଁରା କଲେ ଗଜପତି ମହାରାଜ

ପୁରୀ: ପବିତ୍ର ରଥଯାତ୍ରାରେ ଶୁକ୍ରବାର ଦିନ ରଥ ଟଣା ଆରମ୍ଭ ହେବା ପୂର୍ବରୁ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ଠାକୁରଙ୍କ ଛେରା ପହଁରା ନୀତି କରିଛନ୍ତି। ରାଜା ଧଳା ପୋଷାକ ପିନ୍ଧି ରୂପା ପାଲିଙ୍କିରେ ବସି ରଥ ନିକଟରେ ପହଞ୍ଚିଥିଲେ। ତା'ପରେ ସେଠାରେ ସେ ସୁନା ଝାଡୁ ରେ ତିନି…

ଯେଉଁ ବିମାନରେ ଯାତ୍ରା କରିବେ ତାହା କେତେ ପୁରୁଣା? କିପରି କରିବେ ଯାଞ୍ଚ..

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ଲୋକେ ଏବେ ବିମାନରେ ଚଢ଼ିବାକୁ ଅନିଚ୍ଛୁକ। ଏହି ଦୁର୍ଘଟଣା ପରେ ଲୋକମାନେ ବହୁତ ଭୟଭୀତ ହୋଇଯାଇଛନ୍ତି। ଦୁର୍ଘଟଣା ପରେ ଲଗାତାର ଜରୁରୀକାଳୀନ ଅବତରଣ ଏବଂ ଅନେକ ଘଟଣା ଲୋକଙ୍କୁ ଭୟଭୀତ କରିଛି। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ…

ବିଏଡ୍‍, ବିଏଚଏଡ୍‍ ଓ ଏମ.ଏଡ୍‍ ପ୍ରବେଶିକା ପରୀକ୍ଷା ସ୍ଥଗିତ

ଭୁବନେଶ୍ବର: ୨୦୨୫-୨୬ ଶିଷା ବର୍ଷରେ ବିଏଡ୍‍, ବିଏଚଏଡ୍‍ ଓ ଏମ.ଏଡ୍‍ ବିଷୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି । ଖୁବଶୀଘ୍ର ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ନୂଆ ତାରିଖ ଘୋଷଣା ହେବ । ପ୍ରବେଶିକା ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ ହେବା ପରେ…

୪ଶହ କିଲୋ ୟୁରାନିୟମ କେଉଁଠି ?

ନୂଆଦିଲ୍ଲୀ: ଇରାନ୍ ଓ ଇସ୍ରାଏଲ୍ ଯୁଦ୍ଧ ବିରତି ମଧ୍ୟରେ ଉତ୍ତର କୋରିଆକୁ ନେଇ ଡରାଇବା ଭଳି ଖବର ସାମନାକୁ ଆସିଛି । ଇରାନ ଓ ଉତ୍ତର କୋରିଆର ବିପଜ୍ଜନକ ମେଣ୍ଟକୁ ନେଇ ସତର୍କ କରାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲଟନ । ଇରାନର ସୁପ୍ରିମ ଲିଡର ଯେକୌଣସି…

ଭାଷା ବିବାଦ…ଠାକରେ ଭାଇ ଏକାଠି

ନୂଆଦିଲ୍ଲୀ: ଭାଷାକୁ ନେଇ ସରଗରମ ମହାରାଷ୍ଟ୍ର ରାଜନୀତି । ନିକଟରେ ମହାରାଷ୍ଟ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ସେଥିରେ ମରାଠୀ ଓ ଇଂରାଜୀ ମିଡିୟମ ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ତୃତୀୟ ଭାଷା ଭାବେ ହିନ୍ଦୀ ପଢାଇବା ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ତ୍ରିଭାଷୀ…