Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏଣିକି ସାବାଡ ହେବେ ସାଇବର ଅପରାଧୀ; ରୁଜୁ ହେବ ଇ-ଜିରୋ ଏଫଆଇଆର

ନୂଆଦିଲ୍ଲୀ: ଏଣିକି ସାବାଡ ହେବେ ସାଇବର ଅପରାଧୀ। ସାଇବର ଅପରାଧୀଙ୍କୁ ଧରିବା ପାଇଁ ଏକ ନୂତନ ଇ-ଜିରୋ ଏଫଆଇଆର ପଦକ୍ଷେପ ଆରମ୍ଭ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C)…

ସର୍ଜିକାଲ୍ ଷ୍ଟ୍ରାଇକ୍ ଅପେକ୍ଷା ‘ଅପରେସନ୍ ସିନ୍ଦୂର’ ସମୟରେ, ହିନ୍ଦୀ ଖବର ଦର୍ଶକଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତୀୟ ସେନା ପକ୍ଷରୁ ହୋଇଥିବା 'ଅପରେସନ୍ ସିନ୍ଦୂର'କୁ ସମସ୍ତେ ପ୍ରଶଂସା କରିଛନ୍ତି । ଅପରେସନ ସିନ୍ଦୂର ଅଧୀନରେ, ଭାରତୀୟ ସେନା ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା । ଏହା ସହିତ, ବହୁ ସଂଖ୍ୟକ ଆତଙ୍କବାଦୀ ନିହତ…

ତୁର୍କୀକୁ ନିଜର ସୀମା ଦେଖାଇଲା ଭାରତ, କେବେ ଭାବିନଥିବ ଏମିତି କରିପାରେ ମୋଦି ସରକାର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ତୁର୍କୀ ଶତ୍ରୁଦେଶକୁ ଖୋଲାଖୋଲି ସମର୍ଥନ କରିଥିଲା। ଏହାର ପ୍ରତିକ୍ରିୟା ସ୍ୱରୂପ ଭାରତୀୟ ବ୍ୟବସାୟୀ, ଗ୍ରାହକ ଓ କମ୍ପାନୀଗୁଡ଼ିକ ତୁର୍କୀର ବିଭିନ୍ନ ଉତ୍ପାଦକୁ ବୟକଟ ବା ବର୍ଜନ କରିବା ଆରମ୍ଭ କରିଛନ୍ତି। ଏୟାରପୋର୍ଟରେ…

ଦେଶରେ ୮ କୋଟି ଟ୍ରାଫିକ୍ ଚାଲାଣରେ ଆଦାୟ ହୋଇଛି ୧୨,୦୦୦ କୋଟି ଟଙ୍କାରୁ ଅଧିକ ଜରିମାନା

ନୂଆଦିଲ୍ଲୀ: ଦେଶରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଗମ କରିବା ପାଇଁ, ପରିବହନ ବିଭାଗ ଏବଂ ଟ୍ରାଫିକ୍ ପୋଲିସ ନିରନ୍ତର ନୂତନ ନିୟମ ଏବଂ ଆଇନ କାର୍ଯ୍ୟକାରୀ କରୁଛନ୍ତି । ଲୋକମାନେ ଯେପରି ଟ୍ରାଫିକ୍ ନିୟମ ଭଙ୍ଗ ନ କରନ୍ତି, ସେଥିପାଇଁ ଟ୍ରାଫିକ୍ ଜରିମାନା ମଧ୍ୟ ବହୁ ପରିମାଣରେ ବୃଦ୍ଧି କରାଯାଉଛି ।…

ଭରତପୁର ଥାନାରେ ମେଜର୍‌ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ୪ ପୋଲିସଙ୍କ ଉପରୁ ହଟିଲା ନିଲମ୍ବନ

ଭୁବନେଶ୍ବର: ଖଣ୍ଡଗିରି ଭରତପୁର ଥାନାରେ ମେଜର୍‌ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ହୋଇଥିବା ୪ ଜଣ ପୋଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ହଟାଇ ଦିଆଯାଇଛି । ହେଲେ ଏହି ଘଟଣାରେ ନିଲମ୍ବିତ ତତ୍କାଳୀନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ଉପରୁ ନିଲମ୍ବନ ଆଦେଶ ହଟିନାହିଁ ।…

ଲକ୍ଷ୍ନୌ ସୁପର ଜାଏଣ୍ଟସର ପ୍ଲେଅଫ ଆଶାକୁ ଚୂରମାର କଲା ହାଇଦ୍ରାବାଦ

ଲକ୍ଷ୍ନୌ: ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପର ଜାଏଣ୍ଟସର ପ୍ଲେଅଫ ଆଶାକୁ ଚୂରମାର କରି ଦେଇଛି। ଆଇପିଏଲ ୨୦୨୫ରେ ଲକ୍ଷ୍ନୌର ଏହା ସପ୍ତମ ପରାଜୟ ଥିଲା, ଯାହା ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର କରି ଦେଇଛି। ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ କ୍ରିକେଟ ଷ୍ଟାଡିୟମରେ…

୨ ଘଣ୍ଟା ପୁଟିନ୍ ଟ୍ରମ୍ପ ଫୋନରେ କଥାବାର୍ତ୍ତା, ଆଉ ଏମିତି ଘୋଷଣା ସମସ୍ତେ ଚମକିଲେ…

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଘୋଷଣା କରିଛନ୍ତି ଯେ, ସେ ୟୁକ୍ରେନ୍‌ ସହ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବାକୁ ଚାହୁଁଛନ୍ତି । ଏଥିପାଇଁ ସେ ୟୁକ୍ରେନର ସହଯୋଗ ମଧ୍ୟ ଚାହୁଁଛନ୍ତି । ଏହି ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦୁଇ ଘଣ୍ଟାର ଫୋନ୍‌…

ଶ୍ରୀ ଭାଗବତ ସାର ୪୨: ଶ୍ରୀକୃଷ୍ଣଙ୍କୁ ମଧ୍ୟରେ ରଖି ବହୁ ନର୍ତ୍ତକୀଙ୍କ ଦ୍ୱାରା ସମ୍ପାଦିତ ମଣ୍ଡଳାକାର ନୃତ୍ୟ ହିଁ ରାସ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ରାସକୁ ବିଭିନ୍ନ ଭାଗବତ ଟୀକାକାର ବିଭିନ୍ନ ପ୍ରକାରେ ଉପସ୍ଥାପିତ କରିଛନ୍ତି। ଶ୍ରୀପାଦ ଶ୍ରୀଧର ସ୍ୱମୀ ନିଜ ଟୀକାରେ ରାସର ସ୍ୱରୂପ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି ଯେ ଏହା ଶ୍ରୀକୃଷ୍ଣ ଓ ଗୋପାଙ୍ଗନା…

ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଆର୍ମିର ବଡ଼ କ୍ଷତି, ଭାରତ ଦେଲା ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ସେନା ଏକ ବଡ଼ ଖବର ପ୍ରକାଶ କରିଛି। ‘ଅପରେସନ୍‌ ସିନ୍ଦୂର’ ସମୟରେ ପାକିସ୍ତାନୀ ସେନାର ୬୪ ଜଣ ଯବାନ ଓ ଅଧିକାରୀ ନିହତ ହୋଇଛନ୍ତି। ଏହି ପାକିସ୍ତାନୀ ଯବାନମାନେ ଜମ୍ମୁ-କଶ୍ମୀରରେ ମୁତୟନ ଥିବା ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଛନ୍ତି। ଏହି…

ରାଜ୍ୟରେ ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ଏସଟିଏଫକୁ ଦାୟିତ୍ଵ

ଭୁବନେଶ୍ୱର: ବାଂଲାଦେଶୀ ପ୍ରବାସୀମାନଙ୍କ ଉପରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଓଡ଼ିଶା ସରକାର ସୋମବାର ଦିନ ରାଜ୍ୟରେ ଏପରି ଅଣ ନାଗରିକଙ୍କୁ ଚିହ୍ନଟ  ପାଇଁ ପଦକ୍ଷେପ ନେଇଛନ୍ତି। ଡିଆଇଜି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ଏକ ସ୍ପେଶାଲ୍ ଟାକ୍ସ ଫୋର୍ସ…