Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଟକରେ ଝାଡ଼ାବାନ୍ତି ଆତଙ୍କ: ୬୪ ଆକ୍ରାନ୍ତ

କଟକ: ଜିଲ୍ଲାରୁ ଜିଲ୍ଲାକୁ ବ୍ୟାପୁଛି ଝାଡାବାନ୍ତି। କଟକରେ ମଧ୍ୟ ଚିନ୍ତା ବଢାଇଛି ଝାଡାବାନ୍ତି। ପ୍ରାୟ ୬୪ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସିଟି ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ସମୀକ୍ଷା କରିଛି। ସିଡିଏମଓଙ୍କ ସହ ବରିଷ୍ଠ ଅଧିକାରୀ ଅନୁଧ୍ୟାନ କରିଛନ୍ତି। ବାଙ୍କୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ; ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୨୦ ତାରିଖରେ ଓଡ଼ିଶା ଗସ୍ତ କରିବେ। ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ପାଇଁ ମଙ୍ଗଳବାର ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁସାରେ, ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ (ଏସ୍ପିଜି),…

କଟକ ଷ୍ଟେସନ୍‌ ବଜାରର ବିଭିନ୍ନ ହୋଟେଲ୍‌ରେ ଚଢ଼ାଉ, ୨ଟି ହୋଟେଲ୍‌କୁ ସିଲ୍‌ କଲା ସ୍ବାସ୍ଥ୍ୟ ବିଭାଗ

କଟକ: ଯାଜପୁରରେ ଝାଡାବାନ୍ତି ସ୍ଥିତି ସାଂଘାତିକ ହେବାରେ ଲାଗିଛି। କେବେଳ ଯାଜପୁର ନୁହେଁ ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲାଣି ଝାଡ଼ବାନ୍ତି। ଏହାକୁ ଦୃଷ୍ଟିରେ ରଖି କଟକରେ ଆକ୍ସନ ମୋଡରେ ସ୍ୱାସ୍ଥ୍ୟ ବିଭାଗ। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ…

ଆକାଶରେ ଏମର୍ଜେନ୍ସି…ବିମାନ ଯାତ୍ରା ବଢାଇଲାଣି ଚିନ୍ତା !

ନୂଆଦିଲ୍ଲୀ: ଆକାଶରେ ଏମର୍ଜେନ୍ସି । କେତେବେଳେ ବିମାନ ନେଉଛି ୟୁ-ଟର୍ଣ୍ଣ ତ କେତେବେଳେ ଏମର୍ଜେନ୍ସି ଲ୍ୟାଣ୍ଡିଂ । ଗତ ୩୬ଘଣ୍ଟା ମଧ୍ୟରେ ବିମାନଯାତ୍ରାକୁ ନେଇ ଆସିଛି ଏଭଳି ଅନେକ ଚିନ୍ତାଜନକ ଖବର । ସ୍ଥିତି ଏମିତି ହୋଇଛି ଯେ, ଲୋକେ ବିମାନ ଯାତ୍ରା କରିବାକୁ ଏକପ୍ରକାର ଭୟ କରୁଛନ୍ତି ।…

କୋଚି-ଦିଲ୍ଲୀ ଇଣ୍ଡିଗୋ ବିମାନକୁ ବୋମା ଧମକ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିବା ପରେ ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୋଚିନ୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଲିମିଟେଡ୍ (ସି) ଏହି ସୂଚନା ଦେଇଛି। ସିଆଇଏଏଲ କହିଛି ଯେ ଇଣ୍ଡିଗୋ ବିମାନ…

ବାତିଲ ହେଲା ଲଣ୍ଡନ ଯାଉଥିବା ଏଆଇର ଆଉ ଏକ ବିମାନ, AI-171 ରୁଟରେ ଉଡାଣ…..

ନୂଆଦିଲ୍ଲୀ: ବାତିଲ ହେଲା AI-171 ବଦଳରେ ଯିବାକୁ ଥିବା ଏୟାର ଇଣ୍ଡିଆର ଆଉ ଏକ ବିମାନ। ମଙ୍ଗଳବାର ଗୁଜରାଟର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ବାତିଲ କରାଯାଇଛି। AI 171 ବଦଳରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର AI 159 ବିମାନରେ ମଧ୍ୟ ଯାନ୍ତ୍ରିକ…

ବ୍ୟାପୁଛି ହଇଜା: ଯାଜପୁର ପହଞ୍ଚିଲା କେନ୍ଦ୍ରୀୟ ଟିମ, ଏସବୁ ଖାଦ୍ୟ ଉପରେ ଲାଗିଲା ପ୍ରତିବନ୍ଧକ

ଯାଜପୁର: ଯାଜପୁରରେ ପୁଣି ପହଞ୍ଚିଲା କେନ୍ଦ୍ରୀୟ ଟିମ୍। ଡାଇରିଆ ଆତଙ୍କ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଏହା ପରେ ବିଭିନ୍ନ ବ୍ଲକ ଗସ୍ତ କରିବ ୧୦ ଜଣିଆ କେନ୍ଦ୍ରୀୟ ଟିମ୍। ଯାଜପୁର ବ୍ୟାସନଗର ଏବଂ ବିଞ୍ଝାରପୁର ଅଞ୍ଚଳରେ…

ଜି-୭ ରୁ ଇରାନକୁ ଚେତାବନୀ: ଇସ୍ରାଏଲ ସପକ୍ଷରେ ବାହାରିଲେ ଏହି ଦେଶ….

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ଅତ୍ୟନ୍ତ ଗମ୍ଭୀର ରୂପ ନେଇଛି। ଏହି ସମୟରେ, ଜି-୭ ଶିଖର ସମ୍ମିଳନୀ ଦ୍ୱାରା ଇରାନକୁ ଚେତାବନୀ ଦିଆଯାଇଛି। ଏହି ଶିଖର ସମ୍ମିଳନୀ କାନାଡାରେ ଆୟୋଜିତ ହେଉଛି। ଶିଖର ସମ୍ମିଳନୀରେ ସାମିଲ ନେତାମାନେ ଏକ ମିଳିତ ବିବୃତ୍ତି ଜାରି କରି…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବାଂଲାଦେଶ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ଦିନ କହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ସକାଳେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ…

ପାକିସ୍ତାନ ଉପରେ ଦାଉ ସାଧୁଛି ମହଙ୍ଗା ମାଡ଼: ଏବେ ପେଟ୍ରୋଲ ଡିଜେଲ୍ ଦର ଆକାଶଛୁଆଁ…..

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ, ଆଇଏମଏଫ ଠାରୁ ଋଣ ତା ଉପରେ ପୁଣି ମହଙ୍ଗା ମାଡ଼, ଏବେ ନାକରେ କାନ୍ଦୁଛି ପାକିସ୍ତାନ। ଭାରତକୁ ଶତ୍ରୁ ମନେ କରୁଥିବା ଏବଂ ଆତଙ୍କବାଦୀଙ୍କୁ ପୋଷଣ କରିବା ଏବଂ ସାମରିକ ଶକ୍ତି ବୃଦ୍ଧି କରିବାରେ ସମସ୍ତ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନର ଅବସ୍ଥା ଦିନକୁ ଦିନ…