Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ: ଶ୍ରୀମନ୍ଦିରରେ ପ୍ରଚଳନ ହେବ ନୂଆ ଓଡ଼ିଆ ପଞ୍ଜିକା

ପୁରୀ: ଆଜି ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ। ଆଜିଠାରୁ ଓଡ଼ିଆ ନୂଆବର୍ଷ ଆରମ୍ଭ। ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ରାଜ୍ୟର ସମସ୍ତ ଛୋଟବଡ଼ ସମସ୍ତ ହନୁମାନ ମନ୍ଦିର। ଘରେ ଘରେ ଦେବାଦେବୀଙ୍କ ପୂଜା, ଭୋଗ, ହୋମ ଆଦି ଅନୁଷ୍ଠିତ ହୋଇଥାଏ। ଆଜି ଠାରୁ ନୂଆ ଓଡ଼ିଆ ପଞ୍ଜିକା ପ୍ରଚଳନ…

୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଫଳରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ହେଲେ କାଳବୈଶାଖୀ ପାଇଁ ସୋମବାର ୭ ଜିଲ୍ଲାରେ ଝଡ଼ ବର୍ଷା ସମ୍ଭାବନା ଅଛି। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ ଘଡ଼ଘଡ଼ି…

ଶ୍ରୀ ଭାଗବତ ସାର ୬: ଶ୍ରୀମଦ ଭାଗବତ ହେଉଛି ସବୁଠାରୁ ସରଳ ପ୍ରେମ ପ୍ରଧାନ ଓ ଭକ୍ତିର ମାର୍ଗ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କେବଳ ଭଗବାନ ସ୍ୱରୂପ ବା ଶ୍ରୀଗୁରୁ ସ୍ୱରୂପ ଗ୍ରନ୍ଥ ନୁହେଁ, ଏହା ପ୍ରକୃତରେ ପ୍ରେମ ପ୍ରଧାନ ଗ୍ରନ୍ଥ ସନାତନ ଧର୍ମ ଧାରରେ ବେଦ ଓ ଉପନିଷଦର ଯେପରି ପ୍ରାଧାନ୍ୟ ରହିଛି ସେହିପରି ଶ୍ରୀମଦ ଭାଗବତ ର ମଧ୍ୟ…

ଓଡ଼ିଆ ପକ୍ଷର ତ୍ରୟୋଦଶ ଦିବସ ଅବସରରେ “ଆମ ରୁଚି ଆମ ଖାଦ୍ୟ” ଉତ୍ସବ ପାଳନ

ଭୁବନେଶ୍ବର: ଓଡ଼ିଆ ପକ୍ଷ ପାଳନର ତ୍ରୟୋଦଶ ଦିବସ ଅବସରରେ ଆଜି ପାଳିତ ହୋଇଯାଇଛି "ଆମ ରୁଚି ଆମ ଖାଦ୍ୟ" ଉତ୍ସବ। ଆମ ଓଡ଼ିଆ ହାଣ୍ଡିଶାଳର ବିଭିନ୍ନ ବ୍ୟଞ୍ଜନ ଯଥା ପିଠାପଣା, ପଖାଳ, ବେସର-ମହୁର, ନଅ ତିଅଣ ଛଅ ଭଜା ଆଦି ପାରମ୍ପରିକ ଖାଦ୍ୟର ବହୁଳ ପ୍ରଚାର ଓ ପ୍ରସାର ସହ ଯୁବପିଢ଼ିଙ୍କ ମଧ୍ୟରେ…

ଭାରତର ପ୍ରଥମ ଶକ୍ତିଶାଳୀ ଲେଜର୍ ବେସଡ୍ ଓ୍ୱିପନର ସଫଳ ପରୀକ୍ଷଣ ; କିଛି ସେକେଣ୍ଡରେ ଧ୍ୱଂସ ହେବ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ଏକ ଲେଜର-ଆଧାରିତ ଅସ୍ତ୍ର ପ୍ରଣାଳୀର ସଫଳତାର ସହିତ ପରୀକ୍ଷଣ କରିଛି । ଯାହା ସ୍ଥିର ଫିକ୍ସଡ ୱିଂଗ ଏବଂ ସ୍ୱାର୍ମ ଡ୍ରୋନକୁ ନିଷ୍କ୍ରିୟ କରିପାରିବ। ଏହି ପ୍ରଯୁକ୍ତିବିଦ୍ୟା ବିକଶିତ କରିଥିବା ଚାରୋଟି ଦେଶ ମଧ୍ୟରୁ ଗୋଟିଏ ଦେଶ ହୋଇଯାଇଛି ଭାରତ। ଭାରତ ବ୍ୟତୀତ…

ରାତିପାହିଲେ ହନୁମାନ ଜୟନ୍ତୀ; ମୁତୟନ ହେବେ ୨୦୦ ପ୍ଲାଟୁନ୍‌ ଫୋର୍ସ, ଜଗିବ ଡ୍ରୋନ

ଭୁବନେଶ୍ବର: ରାତିପାହିଲେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ। ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ଶୋଭାଯାତ୍ରା । ପୂଜାର୍ଚ୍ଚନା ଓ ପଣା ବଣ୍ଟନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଶାନ୍ତି ଶୃଙ୍ଖଳାର ସହ କିପରି ହନୁମାନ ଜୟନ୍ତୀ ପାଳନ କରାଯିବ ସେନେଇ ପ୍ରଶାସନ ପକ୍ଷରୁ…

ପୂର୍ବତନ ଧର୍ମଶାଳା ବିଧାୟକଙ୍କ ଉପରେ ସଂଘବଦ୍ଧ ଆକ୍ରମଣକୁ ବିଜେଡିର ଦୃଢ଼ ନିନ୍ଦା

ଭୁବନେଶ୍ୱର: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ସଂଘବଦ୍ଧ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ବିଜେଡି। ସୂଚନାନୁଯାୟୀ, ଆରୁଅ ଗ୍ରାମରେ ମା’ ହିଙ୍ଗୁଳାଙ୍କ ଯାତ୍ରାକୁ ଗଲାବେଳେ ଭାରତୀୟ ଜନତା ପାର୍ଟିର କର୍ମୀ ଏବଂ ସ୍ଥାନୀୟ ବିଧାୟକଙ୍କ ସହଯୋଗୀ ତଥା ଖଣି ମାଫିଆଙ୍କର…

ଓଡ଼ିଶାର ପ୍ରସିଦ୍ଧ ରାଧାରମଣ ପଞ୍ଜିକା; ପଣା ସଂକ୍ରାନ୍ତିରେ ନୂଆ ପଞ୍ଜିକା ହେବ ପ୍ରଚଳନ

ଭୁବନେଶ୍ବର: ବୈଶାଖ ଆକାଶରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ସୁବର୍ଣ୍ଣ କିରଣ । ଧରାପୃଷ୍ଠରେ ମହାବିଷୁବ । ଉତ୍ସବ ପଣା ସଂକ୍ରାନ୍ତିର । ଅୟମାରମ୍ଭ ଓଡ଼ିଆ ନବବର୍ଷର । ଯାହାକି ଆମ ଜନଜୀବନ ସହିତ ଆଧ୍ୟାତ୍ମିକ ଭାବେ ବେଶ୍ ନିବିଡ଼ । ଏହା କେବଳ କ୍ୟାଲେଣ୍ଡରର ଏକ ଉତ୍ସବ ତାରିଖ ନୁହେଁ; ବରଂ…

ବାଣ କାରଖାନାରେ ବିସ୍ଫୋରଣ; ଚାଲିଗଲା ୮ଜୀବନ, ଏକାଧିକ ଆହତ

ଅମରାବତୀ: ରବିବାରରେ ଘଟିଛି ବଡ ଅଘଟଣ । ଆନ୍ଧ୍ରପ୍ରଦେଶର ଅନକାପାଲି ଜିଲ୍ଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଏହି ଘଟଣାଟି କୈଳାସପଟ୍ଟିନମ୍ ଗାଁରେ ହୋଇଛି । ଏହି ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଚାଲିଯାଇଛି । ଏଥିସହ ସାତ ଜଣ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ମହିଳା…

ବିଜେଡି ଜିଲ୍ଲା ସଭାପତି ନିର୍ବାଚନ; ୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ବର: ୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡି ଜିଲ୍ଲା ସଭାପତି । ଏନେଇ ସୂଚନା ଦେଇଛନ୍ତି ବିଜେଡିର ବିଧାୟକ ପ୍ରତାପ କେଶରୀ ଦେବ। ଚତୁର୍ଥ ପର୍ଯ୍ୟାୟ ପ୍ରକ୍ରିୟାରେ ୧୬ ଜିଲ୍ଲାର ନାମାଙ୍କନ ଆସିଛି। ୧୬ ଜିଲ୍ଲାରୁ ଜଣେ ଲେଖାଏଁ ସଦସ୍ୟ ନାମାଙ୍କନ ଭରି ଥିବାରୁ…