Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ଏତେ ଦରଦ ଯଦି ମୁସଲମାନଙ୍କୁ ଅଧ୍ୟକ୍ଷ କରୁ କଂଗ୍ରେସ’, ଚ୍ୟାଲେଞ୍ଜ କଲେ ମୋଦି

ହିସାର: ‘କଂଗ୍ରେସ ଯଦି ମୁସଲମାନଙ୍କ ପ୍ରତି ଏତେ ଦରଦ ଦେଖାଉଛି, ତାହେଲେ କଂଗ୍ରେସର ଅଧ୍ୟକ୍ଷ ଜଣେ ମୁସଲମାନଙ୍କୁ କରାନ୍ତୁ । ସଂସଦରେ ୫୦ ପ୍ରତିଶତ ଟିକେଟ ମୁସଲମାନଙ୍କୁ ଦିଅନ୍ତୁ, ତା ପରେ କହିବେ ।’ ଆଜି କିଛି ଏପରି ଓ୍ବାକଫ୍ ବିଲକୁ ନେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି…

ନୂଆ ବର୍ଷରେ ଟିକିଏ କମିଲା ସୁନା ଦର: ଜାଣନ୍ତୁ ଆପଣଙ୍କ ସହରରେ କେତେ?

ଭୁବନେଶ୍ବର: ଚିନ୍ତା ବଢାଇଛି ସୁନା ଦର । ଲକ୍ଷେ ମୁହାଁ ମାଡିଛି । ସୁନା ଦର ଗତ କିଛି ଦିନ ମଧ୍ୟ ପାଖାପାଖି ୬୦୦୦ ଭଳି ବୃଦ୍ଧି ହୋଇଥିବା ବେଳେ ୯୫ ହଜାର ଡେଇଁଛି । ହେଲେ ଆଜି ଟିକିଏ କମିଛି ସୁନା ଦର । ଓଡିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ସୁନା ଦର ପ୍ରାୟ ୧୫୦ ଟଙ୍କା ହ୍ରାସ…

କେରଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ କ୍ୟୁଆର୍ କୋଡ୍ ଭାଇରାଲ, ମୋର ସବୁ କିଛି ଝିଅ-ଜ୍ୱାଇଁଙ୍କୁ ଦେଇ ସାରିଛି..

ଥିରୁଅନନ୍ତପୁରମ୍: ଆଜି (୧୪ ଏପ୍ରିଲ) କେରଳରେ ମାଲାୟଲମ ନବବର୍ଷ ପାଳନ କରାଯାଉଛି । ଏହାକୁ ବିଷୁ ନାମରେ ମଧ୍ୟ ଜଣାଶୁଣା । ଆଜି ସକାଳ ଠାରୁ, କେରଳର ଅନେକ ହ୍ୱାଟସଆପ୍ ଗ୍ରୁପରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ଫଟୋ ଏବଂ ଏକ QR କୋଡ୍ ଭାଇରାଲ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ଏହି QR…

ନବୀନଙ୍କୁ ଚିଠି ଲେଖିଲେ ରଣେନ୍ଦ୍ର: କହିଲେ, ‘ଦଳକୁ ହାଇଜାକ୍ କରିବାକୁ ଦିଆନଯାଉ’

ଭୁବନେଶ୍ବର: ବିଜେଡିର ସାଂଗଠନିକ ନିର୍ବାଚନ ଚାଲିଥିବା ବେଳେ ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ ରାଜା ସ୍ବାଇଁ । ଗତ କିଛି ଦିନରେ ଯାହା ଚାଲିଛଇ ଏବଂ ଆଗକୁ ଦଳ କେଉଁ ଆଭିମୁଖ୍ୟ ନେଇ ଚାଲିବା ଉଚିତ୍ ସେନେଇ ନବୀନଙ୍କୁ କିଛି…

୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ: ଜୁଲାଇ ୧୦ ସୁଦ୍ଧା ପାଠପଢା ଆରମ୍ଭ

ଭୁବନେଶ୍ଵର: ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ ହେବାକୁ ଯାଉଛି। ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠପଢା। ଶିକ୍ଷାବର୍ଷ ୨୦୨୫-୨୬ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନକାରୀମାନେ ଏପ୍ରିଲ ୧୬ ତାରିଖ ଠାରୁ ଫର୍ମ ପୂରଣ କରିପାରିବେ। ନାମଲେଖା ପ୍ରକ୍ରିୟା ଜାତୀୟ…

ବଢୁଛି ବିଜେଡି ବିବାଦ: ସୁଲତାଙ୍କୁ କଡା ସମାଲୋଚନା କଲେ ଦେବାଶିଷ

ଭୁବନେଶ୍ବର: ବିଜେଡି ହାରିବା ପରଠୁ ବିଜେଡି ଭିତରି କନ୍ଦଳ ଦାଣ୍ଡରେ ପଡିଥିବା ବେଳେ ଓ୍ବାକଫ୍ ଆଇନକୁ ନେଇ ବିଜେଡିର ମତ ପରେ ଏହା ଆହୁରି ତେଜିଛି । ପରସ୍ପର ପ୍ରତି ବେଶୀ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ବିଜେଡି ନେତା । କେହି କାହାରିକୁ ଛାଡୁ ନାହାନ୍ତି । ଏମିତିକି ଦଳର ସଭାପତି ମଧ୍ୟ…

‘ଘରେ ପଶି ମାରିବୁ ‘, ପୁଣି ସଲମାନଙ୍କୁ ମିଳିଲା ହତ୍ୟା ଧମକ

ମୁମ୍ବାଇ: ପୁଣି ଭାଇଯାନଙ୍କୁ ମିଳିଲା ହତ୍ୟା ଧମକ। ଏହାର ସିଧା ଘରେ ପଶି ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଆସିଛି। ଏଥିସହିତ ସଲମାନ ଖାନଙ୍କ କାର ଉପରେ ମଧ୍ୟ ବୋମା ମାଡ଼ କରିବାର ନୂଆ ଧମକ ଦେଇଛି ଦୃର୍ବୁତ୍ତ। ସେପଟେ ଏନେଇ ୱର୍ଲି ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। କିଏ ଏଭଳି ଧମକ…

ବିନା ପୁରୁଷ କ୍ରୁରେ ସ୍ପେଶ୍ ମିଶନ: ମହାକାଶକୁ ଯିବେ ୬ ଜଣ ମହିଳା ମହାକାଶଯାତ୍ରୀ

ନୂଆଦିଲ୍ଲୀ: ପ୍ରଥମ ଥର ବିନା ପୁରୁଷ କ୍ରୁରେ ସ୍ପେଶ୍ ମିଶନ। ଆଜି ମହାକାଶକୁ ଯିବେ ଆମେରିକୀୟ ପପ୍ ଷ୍ଟାର୍ କେଟ୍ଟି ପେରୀ। ପ୍ରଥମ ଘରୋଇ ଅଲ୍-ୱିମେନ୍ ସ୍ପେଶ୍ ମିଶନ NS-31ରେ ସାମିଲ ହେବେ ପ୍ରଖ୍ୟାତ କଣ୍ଠଶିଳ୍ପୀ କେଟ୍ଟିଙ୍କ ସମେତ ୬ ଜଣ ମହିଳା ମହାକାଶଯାତ୍ରୀ। ମହାକାଶ ପର୍ଯ୍ୟଟନ ସୁବିଧା…

ଭାରତ ପ୍ରତ୍ୟାର୍ପଣ ହେବେ କି ମେହୁଲ ଚୋକସି? ବେଲଜିୟମରେ ହେଲେ ଗିରଫ

ନୂଆଦିଲ୍ଲୀ: ଭାରତ ପ୍ରତ୍ୟାର୍ପଣ ହେବେ କି ମେହୁଲ ଚୋକସି? ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍ ପିଏନବି ଘୋଟାଲାର ଅଭିଯୁକ୍ତ ମେହୁଲ ଚୋକସି ବେଲଜିୟମରେ ଗିରଫ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଗତ ୧୧ ତାରିଖ ଦିନ ମେହୁଲଙ୍କୁ ଗିରଫ କରିଛି ବେଲଜିୟମ ପୋଲିସ୍ । ପଞ୍ଜାବ ନ୍ୟାସନାଲ…

ହନୁମାନ ଜୟନ୍ତୀ ପାଇଁ ସାରା ରାଜ୍ୟରେ ମୁତୟନ ହେବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ

ସମ୍ବଲପୁର: ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ଓ ଭଦ୍ରକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ସାରା ରାଜ୍ୟରେ ମୁତୟନ ହେବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ। ୪୦ଡ୍ରୋନ୍‌ ଓ ୬୦୦ ସିସିଟିଭି କ୍ୟାମେରା ସର୍ଭିଲାନ୍ସରେ ସମ୍ୱେଦନଶୀଳ ଅଞ୍ଚଳ। ହାଇ ଆଲର୍ଟରେ ସମ୍ବଲପୁର ଓ ଭଦ୍ରକ ରହିଛି। ସାରା ଓଡ଼ିଶାରେ…